ଆମ ଜିଲା ଖବର

ରାୟଗଡ଼ା ଗଲା କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ୪ଜଣିଆ ଟିମ୍‌

କଟକ ଅଫିସ,୩୦ା୧୨:୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚର ଆଉ ଏକ ଦଳ ରାୟଗଡ଼ା ଅଭିମୁଖେ ଗୁରୁବାର ସନ୍ଧ୍ୟାରେ ଯାତ୍ରା କରିଛନ୍ତି। ଡିଏସ୍‌ପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠିତ ଏହି ୪ ଜଣିଆ ତଦନ୍ତକାରୀ ଟିମ୍‌ରେ ଜଣେ ଇନ୍ସପେକ୍ଟର,…

ଡ୍ୟାମ୍‌ ନିର୍ମାଣକୁ ବିରୋଧ କରି ଆଦିବାସୀଙ୍କ ପ୍ରଜାମେଳି

ମାଲକାନଗିରି/ମାଥିଲି,୨୯ା୧୨(ଡି.ଏନ.ଏ.): ଓଡ଼ିଶା ସୀମାରେ ପଡୋଶୀ ଛତିଶଗଡ଼ର ପ୍ରକଳ୍ପକୁ ବିରୋଧ କରି ଗୁରୁବାର ଶତାଧିକ ଆଦିବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଆଦିବାସୀ ସଂଘ ମାଧ୍ୟମରେ ଏକାଠି ହୋଇ ମେଳି କରି ଏହାର ପ୍ରତିବାଦ କରିଛନ୍ତି। ଛତିଶଗଡ଼ ମାଲକାନଗିରି ଜିଲା ସୀମାନ୍ତ ସାବେରୀ ନଦୀର ଭୀମସେନ…

ଗଣତନ୍ତ୍ରଦିବସ ପରେଡ୍‌ରେ ସାମିଲ ହେବେ ଚୌଧୁରୀ

କେନ୍ଦୁଝର/ପାଟଣା,୨୯ା୧୨(ସ୍ବ.ପ୍ର.): ଆସନ୍ତା ଜାନୁୟାରୀ ୨୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ପରେଡ୍‌ରେ ଭାଗ ନେବାକୁ କେନ୍ଦୁଝର ସଦର ବ୍ଲକ୍‌ କେରୀ ଗ୍ରାମର ଚୌଧୁରୀ ପାତ୍ର(ଗୁଡୁ) ସୁଯୋଗ ପାଇଛନ୍ତି। ଗୁରୁବାର ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାତ୍ରା କରି ସେଠାରେ ଦେଶର ବିଭିନ୍ନ ରାଜ୍ୟରୁ…

୫ରେ ବିର୍ସାମୁଣ୍ଡା ଷ୍ଟାଡିୟମ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା ଅଫିସ,୨୯।୧୨: ଆସନ୍ତା ଜାନୁଆରୀ ୧୩ ତାରିଖରେ ଷ୍ଟିଲସିଟି ରାଉରକେଲାରେ ପ୍ରଥମ କରି ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଏଠାରେ ହକିର ଅଭ୍ୟାସ ମ୍ୟାଚ୍‌ ହେଉଛି। ଷ୍ଟାଡିୟମର ଉଦ୍‌ଘାଟନୀ ଉତ୍ସବ…

୪୫୦ ଲିଟର ନକଲି ମଦ ଜବତ, ୪ ଗିରଫ

ରାଉରକେଲା ଅଫିସ,୨୯।୧୨: ନକଲି ମଦ ଚାଲାଣ ବେଳେ ରାଉରକେଲା ଅବକାରୀ ପୋଲିସ ୪ଜଣଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଦବ୍ୟାସ ଅଞ୍ଚଳର ସଞ୍ଜୀପ ସାଓ, ଚତୁର ମଦକ, ଏମ୍‌ଡି ଆଦିଲ ଏବଂ ଏମ୍‌ଡି ତୋହିଡ। ସେମାନଙ୍କ ନିକଟରୁ ୪୫୦…

ଗୁପ୍‌ଚୁପ୍‌ ବିକାଳିଙ୍କୁ ଆକ୍ରମଣ, ୩ ଗିରଫ

ରାଉରକେଲା ଅଫିସ,୨୯।୧୨: ରାଉରକେଲା ରେଳ ଷ୍ଟେଶନ ରୋଡ୍‌ ଅଞ୍ଚଳରେ ଜଣେ ଗୁପ୍‌ଚୁପ୍‌ ବିକାଳିଙ୍କୁ ଆକ୍ରମଣ ଅଭିଯୋଗରେ ପ୍ଲାଣ୍ଟସାଇଟ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡା ବେଲପାହାଡ ଥାନା ଅନ୍ତର୍ଗତ ବିବେକ ଝା(୨୨),…

ଗୟଳ ଶିକାର: ଜଣଙ୍କୁ ଅଟକ ରଖିଛି ବନ ବିଭାଗ

ଓଡ଼ଗାଁ, ୨୯ା୧୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମାଧୁଆମାରୁ ଗ୍ରାମ ସନ୍ନିକଟ ଅଣ ସଂରକ୍ଷିତ ଜଙ୍ଗଲ ନିକଟରେ ବୁଧବାର ରାତିରେ ଏକ ଗୟଳ ଶିକାର କରାଯାଇଛ। ଗୟଳ ଶିକାର ପରେ ମାଂସ ବିକ୍ରି କରାଯାଉଥିବା ବନ ବିଭାଗ ସୂଚନା…

ମିଳୁନି ମୂଳଧନ, କ୍ଷତିରେ ଚାଷୀ

ପଦ୍ମପୁର,୨୯।୧୨(ଡି.ଏନ.ଏ.): ପନିପରିବାର ଦାମ୍‌ ଆଶାତୀତ କମିଯିବାରୁ ଚାଷୀମୁଣ୍ତରେ ଚଡ଼କ ପଡିଛି। ଅକ୍ଲାନ୍ତ ପରିଶ୍ରମ ପରେ ଚଳିତ ବର୍ଷ ପନିପରିବା ଚାଷ ଭଲ ହୋଇଥିଲା। ଚାଷୀ କିଛି ଲାଭ ପାଇବ ବୋଲି ଆଶା କରିଥିଲେ। କିନ୍ତୁ ଅମଳ ସମୟରେ ପରିବା ଦର କମିଯିବାରୁ…

ଦିନ ଦ୍ବିପହରରେ ଲୁଟ୍‌ ଉଦ୍ୟମ, ତିନି ଜଣଙ୍କୁ ଅଟକ ରଖି ପଚରାଉଚରା

କେନ୍ଦୁଝର,୨୯।୧୨ (ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ଥାନାଠାରୁ କିଛି ଦୂରରେ ଏନ୍‌ଏଚ୍‌ ୨୦ରେ ଏକ ଲୁଟ୍‌ ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ କବିତ୍ରା ଗ୍ରାମର ଗଗନ ଜେନା ଓ ରାଜା ନାଏକ ଏବଂ…

ସାପ କାମୁଡାରେ ଶିଶୁକନ୍ୟା ମୃତ

ହିଞ୍ଜିଳିକାଟୁ ୨୯।୧୨( ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ସାପ କାମୁଡାରେ ୪ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭଲକ୍ଷ୍ମୀ ସାହୁ। ସୂଚନାନୁସାରେ, ଶୁଭଲକ୍ଷ୍ମୀ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ…

ଦାବି ପୂରଣ ନ ହେଲେ ଦିନରାତି ଧାରଣା

ଫୁଲବାଣୀ ଅଫିସ,୨୯।୧୨: ଦୀର୍ଘଦିନ ଧରି ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦେଳନ ଚଳାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏଶନ ପକ୍ଷରୁ ଏହି ଆନ୍ଦୋଳନକୁ ତୀବ୍ର…

ଦମ୍ପତିଙ୍କୁ ଗୁଳିକରି ହତ୍ୟା ଘଟଣା: ମାସେ ପରେ ବି ସୁରାକ୍‌ ପାଉନି ପୋଲିସ

ବଡ଼ବିଲ,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଗତ ନଭେମ୍ବର ୨୮ ରାତିରେ ଗୁଳିକରି ଦମ୍ପତିଙ୍କୁ ହତ୍ୟା ଘଟଣାର ଏକ ମାସ ପରେ ବି ପୋଲିସକୁ ଅପରାଧୀମାନଙ୍କ ସମ୍ପର୍କରେ ସୁରାକ ମିଳିପାରିନି। ସନ୍ଦେହରେ ତଦନ୍ତ ଜାରି ରଖିଛି ପୋଲିସ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?