ବିଜେଡିର ପ୍ରତିଷ୍ଠା ଦିବସକୁ ବିରୋଧ କରି ଭାଜପାର ୪ ଘଣ୍ଟିଆ ସତ୍ୟାଗ୍ରହ
ପାଟଣା,୨୬।୧୨(ସ୍ବ.ପ୍ର.): ଓଡିଶାରେ ବିଜେଡିର ୨୫ ବର୍ଷ ଶାସନର ପୂର୍ତ୍ତି ଉତ୍ସ ପୁରୀରେ ପାଳୁଥିବା ବେଳେ ଭାଜପା ବିରୋଧ କରିଛି। ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ, ନାରୀ ନିର୍ଯ୍ୟାତନା, ହିଂସା ଭଳି ଘଟଣା ବୃଦ୍ଧି ପାଇବା ପ୍ରତିବାଦରେ ଭାଜପା ପକ୍ଷରୁ ସୋମବାର କେନ୍ଦୁଝର ଜିଲା…
ଭେଣ୍ଡିଂ ଜୋନ୍ ପାଲଟିଲାଣି ଗାଡ଼ି ପାର୍କିଂ ସ୍ଥଳ
ସୁନାବେଡ଼ା/ସେମିଳିଗୁଡ଼ା, ୨୬ା୧୨ (ସ୍ବ.ପ୍ର.):ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସୁନାବେଡ଼ା ହାଲ୍ ମ୍ୟୁଜିୟମ ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ୱରେ ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଥିଲା ତାହା ବିଫଳ ହେଇଛି। ଏବେ ସେହି ସ୍ଥାନ ଅଘୋଷିତ ବସ୍ଷ୍ଟାଣ୍ଡ ପାଲଟିଛି। ଯିଏ ପାରୁଛି ସେ…
ଦୁର୍ଗମ ଅଞ୍ଚଳରେ ଦୁର୍ଦ୍ଦଶାରେ ଗ୍ରାମବାସୀ
ମାଥିଲି,୨୬ା୧୨(ଡି.ଏନ.ଏ.):ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଳମାଳ ଯୋଜନା କାର୍ଯ୍ୟକାରୀ ହେଉଛି ସତ ମାତ୍ର ଦୁର୍ଗମ ଅଞ୍ଚଳରେ ସେସବୁ ପହଞ୍ଚତ୍ପାରୁନି। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚାଇବା ଲାଗି ଆନ୍ତରିକ ଉଦ୍ୟମ ନାହିଁ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ…
୧୦ ବର୍ଷରେ ୧୭ ଶିକ୍ଷକ ଲମ୍ବା ଛୁଟିରେ, ଜଣେ କାର୍ଯ୍ୟଚ୍ୟୁତ
ନବରଙ୍ଗପୁର,୨୬ା୧୨(ବି.ପ୍ର.):ନବରଙ୍ଗପୁର ଜିଲାରେ କେତେକ ସ୍ଥାନରେ ଶିକ୍ଷକ ଲମ୍ବା ଛୁଟିରେ ଥିବାବେଳେ ଆଉ କେଉଁଠାରେ ନକଲ ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। ଯାଞ୍ଚ ପରେ ଧରା ପଡ଼ିଲେ ପରବର୍ତ୍ତି ସମୟରେ ଚାକିରିରୁ ବହିଷ୍କୃତ କରାଯାଉଛି। ଏମିତିକି ବହିଷ୍କାର ପୂର୍ବରୁ ନକଲି ଶିକ୍ଷକଙ୍କୁ ଆଗୁଆ…
ତାଗିଦ ପରେ ବି ସରିନି କାମ: ଚାଷୀଙ୍କ ଅସନ୍ତୋଷ
ସମ୍ବଲପୁର,୨୬ା୧୨(ବ୍ୟୁରୋ):ସମ୍ବଲପୁର ଜିଲା ହୀରାକୁଦ ଜଳଭଣ୍ଡାରର ସେଚାଞ୍ଚଳରେ ଚଳିତ ରବିଚାଷ ବିଳମ୍ବ ହେବାର ସୁନିଶ୍ଚିତ ହୋଇଛି ା ଏଥର ଶାସନ କେନାଲରେ ପାଣି ଛାଡିବା ବିଳମ୍ବ ହେବା ଏହାର ମୁଖ୍ୟ କାରଣ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ରବିବାର ଚାଷୀ ପ୍ରତିନିଧି ଦଳ…
ବର୍ଷ ବର୍ଷ ଧରି ସୋଲାର ପମ୍ପ ଅଚଳ
ଲାଞ୍ଜିଗଡ଼,୨୬।୧୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶୌରଶକ୍ତି ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ହେଲେ ବର୍ଷ ବର୍ଷ ଧରି ବନ୍ଦ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲାଞ୍ଜିଗଡ଼ ପଞ୍ଚାୟତ ଗୌଡ଼ପଡାଠାରେ ଶୌରଶକ୍ତିର ଯାନ୍ତ୍ରିକ ତ୍ରୁଟି ଯୋଗୁ…
ମାଗଣାରେ ଶିକ୍ଷାଦାନ କରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ
ନୂଆପଡ଼ା ଅଫିସ,୨୬।୧୨:ନୂଆପଡା ଜିଲା ବୋଡେନ ବ୍ଲକ ଅନ୍ତର୍ଗତ ଡମଝର ପଞ୍ଚାୟତ ରୁଣିବସା ଗାଁର ଜଣେ ଅବସରପ୍ରାପ୍ତ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ରୁଣିବସା ଗାଁର ବିଦ୍ୟା ସାଗର ବେହେରା ଶିକ୍ଷକତାରୁ ଅବସର ନେବା ପରେ ମଧ୍ୟ ଛାତ୍ରୀଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ…
ବିମାନ ସେବାରେ ବାଟ ଓଗାଳୁଛି ଜମି ଅଧିଗ୍ରହଣ
ଭବାନୀପାଟଣା,୨୬।୧୨(ସ୍ବ.ପ୍ର.):କଳାହାଣ୍ଡି ଜିଲା ଉତ୍କେଲା ଏୟାରଷ୍ଟ୍ରିପ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନା-୪ରେ ସାମିଲ ହୋଇଛି। ଜମି ଅଧିଗ୍ରହଣ ନ ହେବା ଯୋଗୁ କାର୍ଯ୍ୟରେ ବିଳମ୍ବ ଦେଖାଦେଇଛି। ଗତ କିଛି ଦିନ ତଳେ ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଏୟାରଷ୍ଟ୍ରିପ ଗସ୍ତ କରି ବିଭାଗୀୟ…
ଜମା ହୋଇଛି ୪.୫କୋଟି, ଖୋଳାଯାଉନି ନଳକୂପ
ସୋନପୁର,୨୬।୧୨(ନି.ପ୍ର.):ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଉତ୍ପାଦନ ବୃଦ୍ଧି କଥା କହୁଛନ୍ତି। ଚାଷ ଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦିଆଯାଉଥିବା କୁହାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସୁବର୍ଣ୍ଣପୁର ଜିଲାର ୩୦୦୫ ଜଣ ଚାଷୀ ଗଭୀର ନଳକୂପ ଖନନ…
କାର୍ଯ୍ୟକ୍ଷମ ହେଉନି ଛାତ୍ରୀନିବାସ
ଲାଠୋର, ୨୬ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକରେ ୩ଟି ସ୍କୁଲରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଛାତ୍ରୀ ନିବାସ ନିର୍ମାଣ ହୋଇଛି। ନିର୍ମାଣ ପରେ ୨ବର୍ଷ ହେଲା ସମ୍ପୃକ୍ତ ସ୍କୁଲକୁ ଏହା ହସ୍ତାନ୍ତର କରାଯାଇ ସାରିଛି। ହେଲେ ଏହା…
କାର୍-ବାଇକ୍ ମୁହାଁମୁହିଁ ଧକ୍କା
ଭଦ୍ରକ ଅଫିସ,୨୬ା୧୨: ୧୬ ନଂ. ଜାତୀୟ ରାଜପଥର ଭଦ୍ରକ ଗେଲପୁର ଠାରେ ଘନ କୁହୁଡି ଯୋଗୁ କାର୍ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ କାର୍ ଚାଳକ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। କଟକ…
ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ: ଗମ୍ଭୀର
ଅନୁଗୋଳ ଅଫିସ, ୨୬ା୧୨:ଅନୁଗୋଳ ନୁହେଁ, ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ। ଦେଶର ନାମ ଗର୍ବିତ କରନ୍ତୁ। ଅନୁଗୋଳ ଜିଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍ର ଉଦ୍ଯାପନୀ ଉତ୍ସବରେ ରବିବାର ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭାରତୀୟ…

