ଆମ ଜିଲା ଖବର

ବ୍ରହ୍ମପୁର ଉପଖଣ୍ଡକୁ ଜିଲା ଘୋଷଣା ହେଉ

ବ୍ରହ୍ମପୁର ଅଫିସ,୩୧ା୧୨: ବ୍ରହ୍ମପୁର ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲା ରୂପେ ଘୋଷଣା କରିବା ଦାବି ନେଇ ଶୁକ୍ରବାର ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ରାଜସ୍ବ ସଚିବଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ…

କାର୍ଯ୍ୟକାରୀ ମୂଳଧନ ୧୧୬୨ କୋଟି ଟପିଲା

କେନ୍ଦୁଝର,୩୧ା୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର କାର୍ଯ୍ୟକାରୀ ମୂଳଧନ ୧୧୬୨କୋଟି ଟଙ୍କାକୁ ଟପିଛି। ଋଣ ଆଦାୟର ହାର ଶତକଡ଼ା ୯୬ ପ୍ରତିଶତ ରହିଛି ବୋଲି ବ୍ୟାଙ୍କର ୬୮ତମ ସାଧାରଣ ପରିଷଦ ବୈଠକରେ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଆର୍ଥିକ ବର୍ଷ ୨୦୨୧-୨୨ର ସମୀକ୍ଷା…

ପାର୍କ ଭ୍ରମ ସୃଷ୍ଟି କରୁଛି ବ୍ଲକ କାର୍ଯ୍ୟାଳୟ ପରିସର

କେନ୍ଦୁଝର,୩୦ା୧୨(ଦୀପକ ମିଶ୍ର) କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ପରିସରର ସୌନ୍ଦର୍ଯ୍ୟ ବଢ଼ାଉଛି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଜିନିଆ ଆଦି ସୌନ୍ଦର୍ଯ୍ୟପୂର୍ଣ୍ଣ ଗଛ। ବ୍ଲକ୍‌ ପରିସରକୁ ପ୍ରବେଶ କଲେ ଏହା ଏକ ପାର୍କର ଭ୍ରମ ସୃଷ୍ଟି କରିବ। କୌଣସି ସରକାରୀ ଯୋଜନାରେ…

ମେଡିକାଲ କଲେଜରେ ଜାଲ୍‌ ନିଯୁକ୍ତିପତ୍ରକୁ ନେଇ ଚର୍ଚ୍ଚା

କେନ୍ଦୁଝର,୩୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କ ଦସ୍ତଖତ ଥାଇ ଏକ ଜାଲ ନିଯୁକ୍ତି ପତ୍ର ଭାଇରାଲ ହେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ନିଯୁକ୍ତି ପତ୍ରରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୪ ଜଣ ଏଏନ୍‌ଏମ୍‌,…

ନାଚଗୀତରେ ଉତ୍ସବମୁଖର ଅମାରଙ୍ଗ ଘାଟ

ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): ଆଦିବାସୀ ସମ୍ପ୍ରଦାୟର ଦାମୋଦର ପର୍ବ ଶୁକ୍ରବାର ପାଳିତ ହୋଇଯାଇଛି। ଏନେଇ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଧକୋଠା ଅମାରଙ୍ଗ ଘାଟ ଉତ୍ସବ ମୁଖରିତ ହୋଇଉଠିଛି। ପାରମ୍ପାରିକ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଏହି ଆଦିବାସୀ ସମ୍ପ୍ରଦାୟର…

ଜଏଣ୍ଟ ଏନ୍‌ଫୋର୍ସ ମେଣ୍ଟ ଟିମ୍‌ର ଚଢ଼ାଉ : ୭ ହଜାରରୁ ଊର୍ଦ୍ଧ୍ୱ ତଣ୍ଡ ଗଣିଲେ ଦୋକାନୀ

ପାଟଣା,୩୦ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ମଲ୍ଲିପଶି ବଜାରରେ ଶୁକ୍ରବାର ଜଏଣ୍ଟ ଏନ୍‌ଫୋର୍ସ ମେଣ୍ଟ ଟିମ୍‌ ଚଢ଼ାଉ କରିଥିଲା। ୨୨ଟି ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଭାବେ ବିକ୍ରି ହେଉଥିବା ଗୁଟୁକା, ଖଇନି, ସିଗାରେଟ୍‌, ପାନମସଲା ଓ ଦୂଷିତ,…

କୋଇଲା ଟ୍ରେନ୍‌ରେ ନିଆଁ

ଭଣ୍ଡାରିପୋଖରୀ/ବନ୍ତ,୨୮।୧୨(ସ୍ବ.ପ୍ର./ଡି.ଏନ.ଏ.: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍‌ ରେଳ ଷ୍ଟେଶନ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରେନ୍‌ଟି ପାରାଦୀପରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଏଥିରେ…

ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟ ଘଟଣା: ମାସକ ପରେ ବି ଲୁଟେରାଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସ,୩୦ା୧୨: ବୈଦ୍ୟନାଥପୁର ଥାନା ନିକଟ କମାପଲ୍ଲି ଓଭରବ୍ରିଜରେ ନଭେମ୍ବର ୨୫ ତାରିଖରେ ଜଣେ ଶିକ୍ଷକଙ୍କୁ ଆକ୍ରମଣ କରି ଲୁଟେରା ଗ୍ୟାଙ୍ଗ ତାଙ୍କ ସୁନାଚେନ, ପକେଟରୁ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଲୁଟେରାମାନେ ନେଇଯାଇଥିବା ମୋବାଇଲ ଫୋନକୁ ପୋଲିସ…

ଆର.ଉଦୟଗିରିରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ

ଆର.ଉଦୟଗିରି,୩୦ା୧୨(ଡି.ଏନ.ଏ.): ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଗୁରୁବାର ଗଜପତି ଜିଲା ଆର୍‌.ଉଦୟଗିରିରେ ସ୍ବାଗତ କରିଯାଇଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସହରର ପ୍ରବେଶପଥ ତଥା ପୋଲିସ ଛକଠାରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ,…

ଗଞ୍ଜାମ ଏସ୍‌ପିଙ୍କ ପଦୋନ୍ନତି

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଏସପି ବ୍ରିଜେଶ କୁମାର ରାୟଙ୍କ ଡିଆଇଜି ଭାବେ ପଦୋନ୍ନତିି ହୋଇଛି। ୨୦୦୯ ବ୍ୟାଚର ଆଇପିଏସ ଅଫିସର ରାୟ ପ୍ରଥମେ ନବରଙ୍ଗପୁର ଜିଲାରେ ନିଯୁକ୍ତି ପାଇଥିଲେ। ଏହାପରେ କଳାହାଣ୍ଡି ଓ ଅନୁଗୋଳ ଜିଲାରେ ଏସ୍‌ପି ଭାବେ ଦାୟିତ୍ୱ…

ଅଟୋକୁ ପଛରୁ ଧକ୍କାଦେଲା ଟ୍ରେଲର: ୩ ଶିଶୁ ସମେତ ୮ ଆହତ

ଛତ୍ରପୁର,୩୦ା୧୨(ଡି.ଏନ୍‌.ଏ.): ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥରେ ଏକ ଅଟୋ ରିକ୍ସାକୁ ଟ୍ରେଲର ଧକ୍କା ଦେବା ଫଳରେ ୩ ଶିଶୁଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରମା ପ୍ରଧାନ (୪୫), ଶିବରମ ପ୍ରଧାନ(୨୫), ନର୍ମଦା…

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବଡ଼ଗାଁ,୩୦।୧୨: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ଜରଙ୍ଗଲୋଇ କୁଟମାମୁଣ୍ଡା ନିକଟ ଝାରମୁଣ୍ଡା ଗ୍ରାମରେ ଏକ ଅଘଟଣ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଏକ ଦନ୍ତା ହାତୀ ଦଳି ମାରିଦେଇଛି। ମୃତକ ହେଲେ ବିଲିୟମ୍‌ ବିଲୁଙ୍ଗ(୬୩)। ମିଳିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?