ଆମ ଜିଲା ଖବର

ନାଁକୁ ଚାଲିଛି ଜଗତ୍‌ସିଂହପୁର ମୃତ୍ତିକା ସଂରକ୍ଷଣ ବିଭାଗ

ଜଗତସିଂହପୁର ଅଫିସ,୧୪ା୧୦: ରାଜ୍ୟ ସରକାର ମୃତ୍ତିକା ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରୁଥିବା କୁହାଯାଉଛି। ଏନେଇ ଓଡ଼ିଶା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି। ବିଭାଗର ୮ମ ବାର୍ଷିକ ଯୋଜନାରେ ୩ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରାଜ୍ୟ ଯୋଜନା(ଷ୍ଟେଟ…

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅସହାୟ ବୃଦ୍ଧା

ଯାଜପୁର ଅଫିସ,୧୪ା୧୦: ଗରିବ ଲୋକଙ୍କୁ ଆବାସ ଘର ଠାରୁ ଆରମ୍ଭ କରି ଭତ୍ତା, ଟଙ୍କିକିଆ ଚାଉଳ ସରକାର ଯୋଗାଇ ଦେଉଛନ୍ତି। ହେଲେ ସରକାରଙ୍କ ଏହି ସୁବିଧା କାହାକୁ ମିଳୁଛି ତ ଆଉ କିଏ ପାଇବା ପାଇଁ ବର୍ଷ ବର୍ଷ ଧରି ଚାହିଁ…

ଜାତିଆଣ କଟୁ ମନ୍ତବ୍ୟ ମାମଲା: ଛତ୍ରପୁରର ପୂର୍ବତନ ବିଧାୟକଙ୍କୁ ଜାମିନ

ବ୍ରହ୍ମପୁର ଅଫିସ,୧୪ା୧୦: ଜାତିଆଣ କଟୁ ମନ୍ତବ୍ୟ ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ଗୁରୁବାର ଜାମିନ ପାଇଛନ୍ତି। ୨୦୦୪ରେ ରାୟଗଡ଼ା ଜିଲା ଟିକିରିରେ ଏକ ଆଦିବାସୀ ସମ୍ମିଳନୀ ହୋଇଥିଲା। ଉକ୍ତ ସଭାରେ ଯୋଗଦେଇ ଏନ୍‌. ନାରାୟଣ ରେଡ୍ଡୀ ଏକ ଜାତିକୁ…

ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କୁ ପୁଣି ଆକ୍ରମଣ

ପୁରୀ ଅଫିସ,୧୪।୧୦: ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ନ ପୂରୁଣୁ ଶ୍ରୀମନ୍ଦିର ଭିତରେ ପୁଣିଥରେ ଜଣେ ହବିଷିଆଳିଙ୍କୁ ଆକ୍ରମଣ କରାଯାଇଛି। ଫଳରେ ହବିଷିଆଳିଙ୍କ ପ୍ରତି ଥିବା ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ନୟାଗଡ଼ ଖଣ୍ଡପଡ଼ା…

ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଅର୍ଜୁନ

ରସୁଲପୁର,୧୪ା୧୦(ଡି.ଏନ.ଏ.): ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୨ ଶିକ୍ଷାବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ଗ୍ରାମର ଅନନ୍ତ ବେହେରାଙ୍କ ପୁଅ ବୈଜ୍ଞାନିକ ଡ. ଅର୍ଜୁନ…

ଜବାବ ଦାଖଲ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୪ା୧୦: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଆଇନଗତ ଅଧିକାର ନ ଥାଇ ବିପୁଳ ପରିମାଣରେ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହୋଇଛି। ଏଥିରେ ନିୟୋଜିତ ଠିକାସଂସ୍ଥା ଗମନ ଇନ୍‌ଫ୍ରାଷ୍ଟ୍ରକ୍ଚର…

ବିଦ୍ୟୁତ୍‌ ବିଭ୍ରାଟରୁ ରୋଗୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୧୪ା୧୦: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ହସ୍ପିଟାଲ ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଅବ୍ୟବସ୍ଥା ପିଛା ଛାଡୁନି। ବିଭିନ୍ନ ସମୟରେ ରୋଗୀ ସେବାରେ ନାନା ଅବ୍ୟବସ୍ଥା ଏବେ ପ୍ରତିଦିନ ଦୃଷ୍ଟିକୁ ଆସୁଛି। ଗୁରୁବାର ପୁଣିଥରେ ରୋଗୀସେବାର ବିକଳ ଚିତ୍ରର…

ପ୍ରାର୍ଥିତ୍ୱକୁ ନେଇ ବିଜେଡିରେ ବଢୁଛି ଅସନ୍ତୋଷ

ଭଦ୍ରକ ଅଫିସ, ୧୪।୧୦:ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା ପରେ ଧାମନଗର ବିଜେଡିରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ନିଷ୍ପତ୍ତିକୁ କେତେଜଣ ସ୍ବାଗତ କରିଥିବା ବେଳେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଟିକେଟ ନ ମିଳିବା…

ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ ଅଫିସ,୧୪ା୧୦: ବାରବାଟୀ-କଟକ ବିଧାୟକ ତଥା ମେଟ୍ରୋ ବିଲ୍‌କଡର୍ସର ପରିଚାଳନା ନିର୍ଦ୍ଦେଶକ ଇଂ. ମହମ୍ମଦ ମୋକିମଙ୍କ ପକ୍ଷରୁ ନିମ୍ନ ଅଦାଲତର ଦଣ୍ଡାଦେଶ ରାୟ ବିରୋଧରେ ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଶେଷ ହୋଇଛି। ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କ ଇଜଲାସରେ ଗୁରୁବାର ଶୁଣାଣି…

ପତିତପାବନଙ୍କୁ ଏନ୍‌ଆଇଏଲ୍‌ଡି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

କଣ୍ଟାପଡ଼ା, ୧୪ା୧୦(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ ଅଧୀନ କଟକ ଜିଲା ଓଲଟପୁରସ୍ଥିତ ଏସ୍‌ଭି ନିର୍‌ତାରର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଫେସର ଡା. ପତିତପାବନ ମହାନ୍ତିଙ୍କୁ କୋଲକାତାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଲୋକୋମୋଟର ଡିଜାବିଲିଟିଜ୍‌ (ଏନ୍‌ଆଇଏଲ୍‌ଡି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ…

କୁକୁର କାମୁଡ଼ାରେ ଶିଶୁକନ୍ୟା ମୃତ, ୧୨ ଗୁରୁତର

ବଲାଙ୍ଗୀର ଅଫିସ, ୧୪ା୧୦: ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବାଲିପଟା ଓ ସାନକଲଙ୍ଗାପାଲି ଗଁାରେ ଗୁରୁବାର ବୁଲା କୁକୁର ଆତଙ୍କରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଲା କୁକୁର ଉଭୟ ଗଁାର ୧୩ ଜଣଙ୍କୁ କାମୁଡ଼ି ଗୁରୁତର କରିଦେଇଥିଲା। ସବୁଠୁ…

ଭିତ୍ତିଭୂମି ଉପରେ ଭବିଷ୍ୟତ

ଅନୁଗୋଳ ଅଫିସ, ୧୪ା୧୦:ମଣିଷ ମାରିଲା ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ। ମରଣ ମୁହଁରେ ପଡ଼ିଲା ମହାବଳ ବାଘ ମହାବୀର। ବନ ବିଭାଗର ଚରମ ବିଫଳତା ପାଇଁ ବେଶ୍‌ ବଦନାମ ହୋଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ। ମହାବୀର ମରିବା ପରଠାରୁ ୨୦୧୮ ନଭେମ୍ବର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri