ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି
ଚିତ୍ରକୋଣ୍ଡା,୯।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ୧୧ ତାରିଖରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହେବ l ଏଥିପାଇଁ ଚିତ୍ରକୋଣ୍ଡା ବ୍ଲକରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକୋଣ୍ଡା ବ୍ଲକ ବିଡ଼ିଓ ରଘୁନାଥ ମୁଣ୍ଡାରୀଙ୍କ ନେତୃତ୍ୱରେ ଏବଂ ବ୍ଲକ ଅଧ୍ୟକ୍ଷା…
ପୃଥକ୍ ଦୁର୍ଘଟଣାରେ ୪ ଗୁରୁତର
ପାପଡାହାଣ୍ଡି,୯।୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ପୃଥକ ସ୍ଥାନରେ ସୋମବାର ବାଇକ ଦୁର୍ଘଟଣା ଘଟି ୪ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଜିତୁ ହରିଜନ ଓ ହିମାଂଶୁ…
ଅଜଣା ଗାଡ଼ି ଧକ୍କାରେ ପରିବା ଦୋକାନୀ ମୃତ: ମୃତଦେହ ରଖି ରାସ୍ତାରୋକୋ
ବନ୍ତ,୯।୧(ଡି.ଏନ୍.ଏ): ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଲକ୍ଷ୍ମୀବଜାରଠାରେ ସୋମବାର ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ଦୋକାନୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚଣ୍ଡିପୁର ଗ୍ରାମର ଜାହାଙ୍ଗୀର ଖାଁ। ସୂଚନା ଅନୁଯାୟୀ, ଜାହାଙ୍ଗୀର ଲକ୍ଷ୍ମୀବଜାରଠାରେ ଥିବା ଦୋକାନ…
ବନଦୁର୍ଗା ଟ୍ରେଡର୍ସରେ ଜିଏସ୍ଟି ଚଢାଉ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ
କୋକସରା,୯।୧(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ରହିଥିବା ବନଦୁର୍ଗା ଟ୍ରେଡର୍ସରେ ସୋମବାର ଜିଏସ୍ଟି ଚଢାଉ ହୋଇଛି। ଜିଏସ୍ଟି ଫାଙ୍କିବା ନେଇ ଅଭିଯୋଗ ହେବାପରେ ଭବାନୀପାଟଣା ଜିଏସ୍ଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିସହ ଯାଞ୍ଚ…
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଚିକା ସହାୟିକା ସଂଘର ଦାବିପତ୍ର ପ୍ରଦାନ
ଆନନ୍ଦପୁର/ଘସିପୁରା,୯।୧(ସ୍ବ.ପ୍ର): ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ସୋମବାର ବିଭିନ୍ନ ଦାବିକୁ ନେଇ ବିଇଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛିି। ଏହି ପରିପ୍ରେକ୍ଷୀରେ ଘସିପୁରା ବ୍ଲକ ଶାଖା ପାଚିକାମାନେ ଘସିପୁରାସ୍ଥିତ ଖପରାଖାଇ ୧ନଂ ବସଷ୍ଟାଣ୍ଡଠାରୁ ରାଲିରେ ବାହାରି ଘସିପୁରା…
ଜିଲାସ୍ତରୀୟ ହକି କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ
ରାଇକିଆ,୯।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବାଳିକା ଉଚ୍ଚ ବିଦ୍ୟାଳୟ ଷ୍ଟାଡିୟମରେ ସୋମବାର ଜିଲାସ୍ତରୀୟ ସମୂହ ବିଦ୍ୟାଳୟ ହକି କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଜିଲାର ବିଭିନ୍ନ ବିଦ୍ୟାଳୟରୁ ହକି ଦଳ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଅତିଥି ଭାବେ ରାଇକିଆ…
ଅଭିଯୋଗ ଶୁଣାଣି ବେଳେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
ରାୟଗଡ଼ା,୯।୧(ସ୍ବ.ପ୍ର.): ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୋଲିସ ତାଙ୍କୁ ଉଦ୍ଧାରକରି ଉଠାଇନେଇଛି। ଦମ୍ପତି ହେଲେ ଫିଲିପ୍ସ ବେହେରା, ସ୍ତ୍ରୀ ବାସନ୍ତୀ ତୁରୁକ। ଉତ୍କଳ ଆଲୁମିନା କାରଖାନା ଜମି ଜବରଦଖଲ କରିଥିବା…
ତୀର୍ଥଯାତ୍ରାରେ ଆସିଥିଲେ, ଜଳିଗଲା ବସ୍
ସାକ୍ଷୀଗୋପାଳ,୯।୧(ଡି.ଏନ୍.ଏ.): ପୁରୀ ସାକ୍ଷୀଗୋପାଳସ୍ଥିତ ଶ୍ରୀ ଗୋପାଳ ଜୀଉଙ୍କ ପଶ୍ଚିମ ପାର୍ଶ୍ୱ ରାସ୍ତାରେ ଛିଡା ହୋଇଥିବା ଏକ ବସ୍ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ବସ୍ରେ ନିଆଁ ଲାଗିଥିବା ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଯାତ୍ରୀମାନେ…
ଗୋହିରା ଡ୍ୟାମ୍ରେ ଓଲଟିଲା ଡଙ୍ଗା: ମାଛ ବେପାରୀ ନିଖୋଜ
ଦେବଗଡ଼,୯।୧(ଡି.ଏନ୍.ଏ.): ଗୋହିରା ଡ୍ୟାମ୍ରେ ଏକ ଡଙ୍ଗା ଓଲଟି ଜଣେ ମାଛ ବେପାରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସେ ହେଲେ ବରଘାଟ ଗ୍ରାମର ନୀଳାମ୍ବର ସିଂ। ମିଳିଥିବା ସୂଚନା ମୁତାବକ, ନୀଳାମ୍ବର ରବିବାର ରାତିରେ ଡଙ୍ଗା ଯୋଗେ ମାଛ ଆଣିବାକୁ ଡ୍ୟାମ୍ ଭିତରକୁ…
ଅଟୋ-ଟାଟାଏସିଇ ମୁହାଁମୁହିଁ: ୩ ମୃତ, ୫ ଗୁରୁତର
ବାରିପଦା ଅଫିସ,୯।୧: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ସୋମବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋ ଏବଂ ମାଲବୋଝେଇ ଏସିଇ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ…
ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ
ପୁରୁଷୋତ୍ତମପୁର,୯।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଧୋବାପଲ୍ଲୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଲୋଭୀ ସ୍ବାମୀ ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ମାମା ସ୍ବାଇଁ। ଖବର ପାଇ ପୁରୁଷୋତ୍ତମପୁର…
ପୁରୁଷ ବିଶ୍ୱ ହକିକପ୍କୁ ଭଦ୍ରକରେ ସ୍ବାଗତ
ଭଦ୍ରକ ଅଫିସ,୯ା୧: ପୁରୁଷ ବିଶ୍ୱ ହକିକପ୍ ସୋମବାର ଭଦ୍ରକ ଜିଲା ପରିକ୍ରମା ଅବସରରେ ଜିଲା ପ୍ରଶାସନ ଓ ଜନପ୍ରତିନିଧିଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି। ସକାଳେ ବାସୁଦେବପୁର ପରିକ୍ରମା କରି ଫେରିବ ପରେ ଭଦ୍ରକ କଲେଜ, ନେହେରୁ ଷ୍ଟାଡିୟମ ଓ ପରେ…

