ସ୍ବାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍ଓଙ୍କୁ ଫେରାଦ
ବରଗଡ଼ ଅଫିସ୍,୧୮।୧: ବରଗଡ଼ ଜିଲା ଅଭିଭାବକ ସଂଘର ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମ୍ଓ) ଡା. ଚାରୁବାଳା ରଥଙ୍କୁ ଫେରାଦ ହୋଇ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୂତନ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ…
ନର୍ଦ୍ଦମାପାଣିରେ ଭାସୁଛି ବୈପାରିଗୁଡ଼ା
ବୈପାରିଗୁ୍ଡ଼ା,୧୮।୧(ଡି.ଏନ.ଏ.): ବୈପାରିଗୁ୍ଡ଼ା ବ୍ଲକ ସଦର ମହକୁମାରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। କେଉଁଠ ପାଇପ୍ ଫାଟି ପାଣି ବାହାରି କାଦୁଅ ହେଉଛି ତ କେଉଁଠି ନର୍ଦ୍ଦମାପାଣି ରାସ୍ତା ଉପରେ ବୋହୁଛି। ରାସ୍ତାକଡ଼ର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଜମା ହୋଇଥିବା ଦେଖିବାକୁ…
ଆଜିଠୁ ୫ ଦିନିଆ ଲୋକ ମହୋତ୍ସବ ଚଇତି
ରାୟଗଡ଼ା,୧୮।୧(ସ୍ବ.ପ୍ର.): ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତି ବୁଧବାର ଠାରୁ ସ୍ଥାନୀୟ ଜିସିଡି ପଡ଼ିଆ ଠାରେ ଆରମ୍ଭ ହେଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁୟାରୀ ୧୮ ରୁ ୨୨ ପର୍ଯ୍ୟନ୍ତ ଚଇତି ଏବଂ…
ଖତ ଖାଉଛି ସ୍ବଚ୍ଛ ସବାରି, ହୋଇପାରୁନାହିଁ ମରାମତି
ନବରଙ୍ଗପୁର,୧୮।୧(ବି.ପ୍ର.): ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ପ୍ରାୟ ୨ ବର୍ଷ ତଳେ ବ୍ୟାଟେରିଚାଳିତ ସ୍ବଚ୍ଛ ସବାରିର ବ୍ୟବସ୍ଥା କରାଯାଇଥିଲା। କେବଳ ପରିବେଶ ପ୍ରଦୂଷଣମୁକ୍ତ ନୁହେଁ, ମହିଳାଙ୍କୁ ସଶକ୍ତୀକରଣ କରିବା ନିମନ୍ତେ ଏହି ଗାଡ଼ିର ବ୍ୟବହାର ଅନ୍ୟ ଏକ ପ୍ରମୁଖ କାରଣ ରହିଥିଲା।…
ଉତ୍ତେଜନା ବଢ଼ାଇଲା ପିଏମ୍-ଆବାସ
ଛେଣ୍ଡିପଦା, ୧୮।୧(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକାଶିତ ତାଲିକାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ବହୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ କୋଡ଼ାସାହି ବାସୀ ତେଣ୍ଟୁଲୋଇ ପଞ୍ଚାୟତ…
ଆଜିଠାରୁ ଜିଲା ମହୋତ୍ସବ
ଅନୁଗୋଳ ଅଫିସ, ୧୮।୧: ଝୁମାଇବେ ବଲିଉଡ୍, ଓଲିଉଡ୍ କଳାକାର। ଶୀତୁଆ ସନ୍ଧ୍ୟାକୁ ରୋମାଞ୍ଚତ୍ତ କରିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଦୁଲୁକିବ ମଞ୍ଚ। ବୁଧବାର ଉଦ୍ଘାଟନୀ ସନ୍ଧ୍ୟାରୁ ୨୨ ତାରିଖ ଉଦ୍ଯାପନୀ ଦିବସ ଯାଏ ଦର୍ଶକଙ୍କ ଅସମ୍ଭାଳ ଭିଡ଼ର ସାକ୍ଷୀ ରହିବ ଅନୁଗୋଳ ଷ୍ଟାଡିୟମ୍।…
ବନ୍ଧୁକ ଦେଖାଇ ୮୦,୦୦୦ ଲୁଟ୍
କାମାକ୍ଷାନଗର, ୧୮।୧(ଡି.ଏନ୍.ଏ.): ବାଇକ୍ରେ ଆସିଲେ। ବନ୍ଧୁକ ମୁନରେ ଭୟଭୀତ କରାଇ ଆଖି ପିଛୁଳାକେ ଛଡ଼ାଇନେଲେ ୮୦,୦୦୦ ଟଙ୍କା। ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଧୋବାବାହାଳି ଛକ ନିକଟରେ ମଙ୍ଗଳବାର ଏଭଳି ଫିଲ୍ମ ଷ୍ଟାଇଲ୍ରେ ଲୁଟ୍ ହୋଇଛି। ଲୁଟ୍ର ଶିକାର…
ବିଭୋର କରୁଛି ବନ୍ୟଜୀବନ
ଢେଙ୍କାନାଳ ଅଫିସ,୧୮।୧: ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ଜଙ୍ଗଲ ସଫାରି। ପର୍ଯ୍ୟଟକଙ୍କୁ ପ୍ରକୃତି ଏବଂ ବନ୍ୟଜୀବନ ସହିତ ଯୋଡ଼ିବା ଲାଗି ୩ଦିନ ହେଲା ପରୀକ୍ଷାମୂଳକ ଭାବେ ଏହାର ଶୁଭାରମ୍ଭ ହୋଇଥିବାବେଳେ ଆସନ୍ତା ୭ଦିନ ମଧ୍ୟରେ…
ରୋମାଞ୍ଚ ଭରିଲେ ଶାନ
ବ୍ରହ୍ମପୁର ଅଫିସ,୧୮।୧: ସିଲ୍କ ସିଟି ଫେଷ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମହୋତ୍ସବ ମାଧ୍ୟମରେ ଗଞ୍ଜାମ ଜିଲାର ଲୋକ କଳା, ସଂସ୍କୃତିର ପ୍ରଚାରପ୍ରସାର ହୋଇପାରିଛି।…
ମେଶିନ ଲଗାଇ ଏମ୍ଜିଏନ୍ଆର୍ଇଜିଏସ୍ କାମ
ବୁଗୁଡ଼ା,୧୮।୧(ଡି.ଏନ.ଏ.): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା (ଏମଜିଏନଆରଇଜିଏସ)ରେ ପ୍ରକଳ୍ପ ଚୟନ କରାଯାଇ ମଞ୍ଜୁର ହେବା ପରେ ଶ୍ରମିକ ପାଇଁ ଡିମାଣ୍ଡ ଦିଆଯାଉଛି ଏବଂ ଡିମାଣ୍ଡ ଦିଆଯିବା ପରେ ମଞ୍ଜୁରପ୍ରାପ୍ତ ପ୍ରକଳ୍ପଗୁଡିକରେ…
ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ସାଇକେଲ ରାଲି
କେନ୍ଦୁଝର,୧୮।୧(ସ୍ବ.ପ୍ର.): ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ ବୁଧବାର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରି ଟ୍ରାଫିକ୍ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ।…
ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ
ସିମୁଳିଆ,୧୮।୧(ଡି.ଏନ୍.ଏ.): ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଖୋ-ଖୋ, ସଫ୍ଟବଲ ଓ ଟେନିକଏଟ ପ୍ରତିଯୋଗିତା ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଉଦ୍ଘାଟିତ ହୋଇଛି। ଏଥିରେ ୧୪ ଓ ୧୭ବର୍ଷ ବୟସରୁ…

