ଆମ ଜିଲା ଖବର

ମାରାଂବୁରୁ ବଞ୍ଚାଅ ଅଭିଯାନ ଆରମ୍ଭ

ବାରିପଦା ଅଫିସ/ ରାଇରଙ୍ଗପୁର,୧୮।୧(ଡି.ଏନ.ଏ.): ଝାଡ଼ଖଣ୍ଡର ଗିରିଡିହି ଜିଲା ପୀରଟାଣ୍ଡ ବ୍ଳକରେ ଅବସ୍ଥିତ ପାରସନାଥ ପର୍ବତକୁ ସାନ୍ତାଳ ଆଦିବାସୀମାନେ ଇଶ୍ୱର ଭାବେ ପୂଜା କରି ଆସୁଛନ୍ତି। ଏହି ପର୍ବତରେ ଆଦିବାସୀମାନଙ୍କର ଜାହେର ଥାନ (ପୂଜାସ୍ଥଳ) ରହିଛି। ଏହାକୁ ଝାଡ଼ଖଣ୍ଡ ସରକାର ଜାନୁଆରୀ ୫ରେ…

୨ଟି ବସ୍‌ ମୁହାଁମୁହିଁ: ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଦାରିଙ୍ଗବାଡି,୧୮।୧(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ବସ୍‌ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଉଭୟ ବସ୍‌ର ଯାତ୍ରୀ ମାନେ ବଡ ଅଘଟଣରୁ ରକ୍ଷା…

ବାରିପଦା-ପୁରୀ ଟ୍ରେନ୍‌ ରହଣି ଦାବି ତେଜିଲା

ବୈଶିଙ୍ଗା,୧୮।୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟସ୍ଥ ଯୁଗପୁରା ରେଳ ଷ୍ଟେଶନଠାରେ ବାରିପଦା-ପୁରୀ ସାପ୍ତାହିକ ଟ୍ରେନର ଷ୍ଟପେଜ ନ ଥିବା ଯୋଗୁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଜାନୁୟାରୀ ୧୩ରେ ଏହି ରେଳ ସେବା ଶୁଭାରମ୍ଭ ହୋଇଥିଲା। ଏହି ରେଳ…

ରୋଜଗାର ବାଟ ବନ୍ଦ, ଚିକିତ୍ସା ଲାଗି ଅର୍ଥ ନାହିଁ

ଭଦ୍ରକ ଅଫିସ,୧୮।୧: ଦିନ ଥିଲା ସେ ତାଙ୍କ କଣ୍ଠର ଯାଦୁରେ ସମସ୍ତଙ୍କ ମନ ମୋହୁଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଷ୍ଟେଜ୍‌ରେ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ଭଦ୍ରକ ବାଇପାସ୍‌ ସାଇବିହାର ଜଗନ୍ନାଥ ମନ୍ଦିର ନିକଟରେ ବସବାସ କରୁଥିବା ଆନନ୍ଦ ପାତ୍ରଙ୍କ ପୁଅ…

ଆଜିଠାରୁ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା

ଚଣ୍ଡିଖୋଲ,୧୮ା୧(ଡି.ଏନ.ଏ.): ଓଡ଼ିଶାର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ବୁଧବାର ଭୋର ସମୟରୁ ଆରମ୍ଭ ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାଘ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସ ଅବସରରେ…

ଜଳାଶୟ କିସମ ବି ବାଦ୍‌ ପଡୁନି

ଅଭିଳାଷ ଦାସ ଯାଜପୁର ରୋଡ,୧୮ା୧: ଶିଳ୍ପାୟନ ଏବଂ ଦ୍ରୁତ ସହରୀକରଣ ଯାଜପୁର ଜିଲାର କଳିଙ୍ଗନଗର ଏବଂ ଏହାର ମୁଖଶାଳା ବ୍ୟାସନଗର ସହରରେ ଜମି ମାଫିଆଙ୍କୁ ଜନ୍ମ ଦେଇଛି । ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି…

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ତ୍ରୁଟି

ବରୀ,୧୮ା୧(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆବଣ୍ଟନ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ପାଇଁ ନିର୍ଦ୍ଦିଷ୍ଟ ନିୟମ ଜାରି କରାଯାଇଛି। ମାତ୍ର ବରୀ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଲାଗିଥିବା ତାଲିକା ତ୍ରୁଟିପୂର୍ଣ୍ଣ ଥିବା ଅଭିଯୋଗ ହୋଇଛି। ଫଳରେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ…

ସିଟି, ବି.ଏଡ୍‌ ତାଲିମରୁ ଛାତ୍ରୀଛାତ୍ର ବଞ୍ଚିତ

ଯାଜପୁର ଅଫିସ,୧୮ା୧: ଯାଜପୁର ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର (ଡିଆଇଇଟି)ରେ ଗତ ୨ ବର୍ଷ ହେଲା ସିଟି ଓ ବି.ଏଡ୍‌ ଆଡ୍‌ମିଶନ ବନ୍ଦ ରହିଛି। ପୂର୍ବରୁ ତାଲିମପ୍ରାପ୍ତ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ପ୍ରଦାନରେ ଅନିଶ୍ଚିତତା ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା…

ଶିଶୁଙ୍କୁ ଅଣ୍ଡା ବଦଳରେ ବଣଭୋଜି ବାସି ତରକାରି

ମହାକାଳପଡ଼ା,୧୮।୧(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଶିଶୁଙ୍କ କୁପୋଷଣ, ମୃତ୍ୟୁହାର ହ୍ରାସ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ପୁଷ୍ଟିକର ଭିଟାମିନ୍‌ ଖାଦ୍ୟ ଯୋଗାଇ ଦେଉଛନ୍ତି। ତେବେ କୋମଳମତି ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଅଣ୍ଡା ଦେବା…

ପାଣି ନ ପଡ଼ିଲେ ଧୂଳି, ପାଣି ପଡ଼ିଲେ ଦୁର୍ଘଟଣା

ଯୋଡା,୧୭।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଦେଇ ରାଜ୍ୟ ରାଜପଥ ନଂ.୨ରେ ନିର୍ମାଣାଧୀନ ଫ୍ଲାଏ ଓଭର କାର୍ଯ୍ୟ ଚାଲିଛି। ତେବେ ସହରରେ ଥିବା ସର୍ଭିସ ରୋଡ୍‌ଗୁଡ଼ିକ ଠିକ୍‌ ଭାବେ ନିର୍ମାଣ ହେଉ ନ ଥିବା ଏବଂ ରାସ୍ତା ନିର୍ମାଣରେ ବିଳମ୍ବ…

ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଖୁଣ୍ଟୁଣୀ, ୧୮ା୧(ଡି.ଏନ୍‌.ଏ.): ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମଙ୍ଗଳବାର ଗୁରୁଡିଝାଟିଆ ପୋଲିସର ହସ୍ତଗତ ହୋଇଛି। ହେଲେ ଏହି ରିପୋର୍ଟରେ ଥିବା ତଥ୍ୟକୁ ପୋଲିସ ଉପସ୍ଥାପନ କରିନାହିଁ। କିଭଳି ଓ କେଉଁ ପରିସ୍ଥିତିରେ ରାଜଶ୍ରୀଙ୍କର ମୃତ୍ୟୁ ଘଟିଲା, ତାହା…

ୟୁନିଫର୍ମ ପଲିସି ସରଳୀକରଣ ସହ ଚିଠା ଅନୁମୋଦିତ

ପୁରୀ ଅଫିସ, ୧୮ା୧: ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଲ୍ୟାଣ୍ଡ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସ୍‌ଆଇ ଅଧିକାରୀ, ଶ୍ରୀମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?