ଅଳିଆ ଗୋଟାଳିଙ୍କୁ ପ୍ରଶଂସାର ସୁଅ
କେନ୍ଦ୍ରାପଡ଼ା ଅଫିସ, ୨୭ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୮ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବର୍ଜ୍ୟବସ୍ତୁରୁ ସମ୍ପଦ ସହ ସ୍ବଚ୍ଛତା ଅଭିଯାନ ସମ୍ପର୍କରେ ଆଲୋଚନା ସମୟରେ କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମର କମଳା…
ମହାପ୍ରଭୁଙ୍କୁ ଦର୍ଶନ କଲେ ନବନିଯୁକ୍ତ ମୁଖ୍ୟ ଶାସନ ସଚିବ
ପୁରୀ ଅଫିସ, ୨୭ା୨:ଆସନ୍ତା ମାର୍ଚ୍ଚ ୧ତାରିଖରେ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ଜେନା ତାଙ୍କ ସହଧର୍ମିଣୀଙ୍କ ସହ ରବିବାର ରାତି ପ୍ରାୟ ୧୦.୩୦ରେ…
ସଞ୍ଜ ହେଲେ ଗାଁରେ ଭାଲୁ
ଆନନ୍ଦପୁର,୨୭।୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଅଳତୀ ଓ ବେଲସୁନ୍ଦରୀ ଅଞ୍ଚଳରେ ଭାଲୁ ଆତଙ୍କ ଦେଖାଯାଇଛି। ସଞ୍ଜ ହେଲେ ପଲ ପଲ ହୋଇ ଭାଲୁ ଗଁାକୁ ପଶି ଆସୁଛନ୍ତି। ଫଳରେ ଲୋକେ ଘରୁ ବାହାରି ପାରୁ ନ ଥିବା ବେଳେ…
ଟ୍ରକ୍ ଧକ୍କାରେ ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ
ଦେବଗଡ଼,୨୬।୨(ଡି.ଏନ୍.ଏ.): ଦେବଗଡ଼ ଥାନା ବଳମ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ବସାଲଇ ଗ୍ରାମର ଭୁବନେଶ୍ୱର କଲେତ ରବିବାର…
ଅନ୍ଲାଇନରେ ମଗାଇଥିଲେ ମୋବାଇଲ୍, ଆସିଲା ନକଲି
ବ୍ରହ୍ମପୁର ଅଫିସ,୨୬ା୨: ଅନ୍ଲାଇନରେ ମୋବାଇଲ ଅର୍ଡର କରି ବ୍ରହ୍ମପୁରର ଜଣେ ଯୁବକ ହଟହଟ୍ଟା ହୋଇଛନ୍ତି। ଅସଲି ମୋବାଇଲ ବଦଳରେ ତାଙ୍କୁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଏକ ନକଲି ତଥା ଡମି ମୋବାଇଲ ମିଳିଛି। ଏ ନେଇ ଯୁବକ ଜଣଙ୍କ ସାଇବର ଥାନାରେ…
ମାର୍ଚ୍ଚ ୫ରେ କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
କୋକସରା,୨୬।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ୍ ୱେକୁ ଆସନ୍ତା ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏପରି କି ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ସମେତ ବିଭିନ୍ନ ପ୍ରକଳ୍ପର…
ପାଇପ୍ଲାଇନ କାଟି କରୁଥିଲେ ଡିଜେଲ ଚୋରି: ପେଟ୍ରୋଲପମ୍ପ୍ ମାଲିକଙ୍କ ସମେତ ୬ ଗିରଫ
ସମ୍ବଲପୁର,୨୬ା୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଧୀନ ହାତିବାରୀଠାରେ ପାରାଦୀପ-ରାୟପୁର ପାଇପ୍ଲାଇନ କାଟି ତେଲ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ କଳାହାଣ୍ଡି ଜିଲା ଏମ୍ ରାମପୁରସ୍ଥିତ ପେଟ୍ରୋଲପମ୍ପ୍ ମାଲିକ ଅଟଳ ବିହାରୀ ସାହୁଙ୍କୁ ଚୋରି ତେଲ କିଣିବା…
ସଞ୍ଜ ନଇଁଲେ ଗାଁ ଭିତରକୁ ପଶିଆସୁଛନ୍ତି ଭାଲୁ ପଲ: ଲୋକେ ଆତଙ୍କିତ
ଆନନ୍ଦପୁର,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଳତୀ ଓ ବେଲସୁନ୍ଦରୀ ଅଞ୍ଚଳରେ ଭାଲୁ ଆତଙ୍କ ଲୋକଙ୍କୁ ନାକେଦମ୍ କରିଛି। ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ସଞ୍ଜ ନଇଁଲେ ଭାଲୁପଲ ଗାଁ ଭିତରକୁ ପଶିଆସୁଛନ୍ତି। ଫଳରେ ରାତି ୮ଟା ପରେ ଘରୁ…
ଛାତ୍ରୀଙ୍କୁ ମାଡ଼ମାରି ଜେଲ ଗଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅ
ବରଗଡ଼ ଅଫିସ,୨୬।୨: ବରଗଡ଼ ସହର ଖଜୁରଟିକ୍ରାସ୍ଥିତ ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହେବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବରଗଡ଼ ଟାଉନ ଥାନା ପୋଲିସ ପ୍ରଧାନ ଶିକ୍ଷୟିତ୍ରୀ…
ପ୍ରଶ୍ନପତ୍ର ଲିକ୍ ଭାଇରାଲ ମେସେଜ୍କୁ ଖଣ୍ଡନ କଲେ ଏସ୍ପି
ବ୍ରହ୍ମପୁର ଅଫିସ,୨୬।୨: ରାଜ୍ୟ ଚୟନ ସମିତି(ଏସ୍ଏସ୍ବି) ଆନୁକୂଲ୍ୟରେ ଜିଲାସ୍ତରୀୟ ଚୟନ ସମିତି (ଡିଏଲ୍ଏସ୍ବି)ପକ୍ଷରୁ ରବିବାର କନ୍ଷ୍ଟେବଲ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଜିଲାରେ ୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ୧୩୯୨ଜଣ ପରୀକ୍ଷାର୍ଥୀ…
୪୦୯ କେଜି ଗଞ୍ଜେଇ ଜବତ
ବ୍ରହ୍ମପୁର ଅଫିସ,୨୬।୨: ଅବକାରୀ ଗୋଇନ୍ଦା ବିଭାଗ ରବିବାର ମହୁରୀକଳୁଆ ଛକରୁ ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଚାଲାଣକାରୀଙ୍କୁ ଅବକାରୀ ଗିରଫ କରିଛି। ଯାଞ୍ଚ ବେଳେ ଗାଡିରୁ ୪୦୯ କେଜି ଗଞ୍ଜେଇ ଜବତ…
କୋରାପୁଟ ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ
କୋରାପୁଟ,୨୬ା୨(ସ୍ବ.ପ୍ର.): ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର କୋଟିଆ ପଞ୍ଚାୟତର ଜାନିଗୁଡ଼ା ଷ୍ଟ୍ରବେରୀ ଫାର୍ମ ପରିଦର୍ଶନ କରିଛନ୍ତି। ଚାଷୀ ବାସନା ଗେମେଲଙ୍କ ସହ ଆଲୋଚନା କରି କେତେ ଅର୍ଥ ପାଉଛନ୍ତି ତାହା ପଚାରି ବୁଝିଥିବା ଜଣାପଡ଼ିଛି। ସେଠାରେ…

