ଆମ ଜିଲା ଖବର

ପ୍ରିୟଙ୍କାଙ୍କ ହାତ ଧରିଲେ ଦିବ୍ୟଶଙ୍କର

ଭବାନୀପାଟଣା,୨୬ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ରବିବାର ଦ୍ବିତୀୟ ବିବାହ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀସ୍ଥିତ ଦେକୋଟ ଗ୍ରାମର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କାଙ୍କ ହାତ ଧରିଛନ୍ତି ଦିବ୍ୟଶଙ୍କର। ପୁରୀ…

ସରିଲା ଦିବ୍ୟଶଙ୍କରଙ୍କ ନିର୍ବନ୍ଧ: ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ବିଧାୟକଙ୍କ ନିର୍ବନ୍ଧ ସରିଥିବା ବେଳେ ରବିବାର ହାତଗଣ୍ଠି ପଡ଼ିବ। ସୋସିଆଲ ମିଡିଆରେ ନିର୍ବନ୍ଧ ସମୟର ଏକାଧିକ ଫଟୋ ଭାଇରାଲ ହେଉଛି। ଏହାକୁ ନେଇ…

ହଟ୍ଟକେଶରଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଚୋରି

ଖୋର୍ଦ୍ଧା ଅଫିସ,୨୬।୨: ଖୋର୍ଦ୍ଧା ବାଘମାରୀ ଅଟ୍ରୀସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ହଟ୍ଟକେଶର ମହାଦେବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ଦାନବାକ୍ସ ଚୋରି ହୋଇଛି। ଦୁଇ ଦୁର୍ବୃତ୍ତ ମନ୍ଦିର ଭିତରୁ ଲୁଟ କରୁଥିବା ଦୃଶ୍ୟ ସିସିଟିଭିରେ କୟଦ ହୋଇଛି। ମନ୍ଦିର କମିଟି ଅଭିଯୋଗ…

ଶରଧାପୁରରେ ପଶିଲା ପିଟିସି ଗୁଳି

ଅନୁଗୋଳ ଅଫିସ,୨୬।୨: ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି)ର ଫାୟାରିଂ ରେଞ୍ଜରେ କ୍ୟାଡେଟ୍‌ମାନେ ଶନିବାର ବନ୍ଧୁକ ଚାଳନା ଅଭ୍ୟାସ ବେଳେ ଘଟିଛି ଅଘଟଣ। ନିକଟରେ ଥିବା ଶରଧାପୁର ଗାଁ ମଣ୍ଡାପାଳ ସାହିର ଜଣେ ଯୁବକଙ୍କ ଗୋଡ଼ରେ ବାଜିଛି କ୍ୟାଡେଟ୍‌ଙ୍କ ଗୁଳି। ତେବେ…

ଜଳୁଛି ଜଙ୍ଗଲ,ବଢୁଛି ଉତ୍ତାପ

ଚିକିଟି,୨୬।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଚିକିଟି ଅଞ୍ଚଳରେ ଚଳିତବର୍ଷ ଫେବୃୟାରୀରୁ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଖରା ଯୋଗୁ ସାଧାରଣ ଜୀବନ ପ୍ରଭାବିତ ହେଉଛି। ଦିଗପହଣ୍ଡି ବନାଞ୍ଚଳ ଚିକିଟି ସେକ୍ସନ ଅଧୀନରେ ଥିବା ରତନେଇ ଓ ଧାନ୍ୟରାଶିଆ ଜଙ୍ଗଲରେ ନିଅଁା…

ବର୍ଷାଜଳ ଅମଳ ପ୍ରକଳ୍ପ ଦିଗହରା

କେନ୍ଦୁଝର,୨୬।୨(ସ୍ବ.ପ୍ର.): କୋଭିଡ୍‌ ମହାମାରୀ ୨୦୨୦ ସମୟରେ ସହରାଞ୍ଚଳ ପ୍ରବାସୀ ଶ୍ରମିକଙ୍କ ଜୀବିକା ସୁଯୋଗ ସୁନିଶ୍ଚିତ ପାଇଁ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତପତ୍ର (ମୁକ୍ତା) ଯୋଜନା ଆରମ୍ଭ ହୋଇଥିଲା। ଯୋଜନାରେ କେନ୍ଦୁଝର…

ଭକ୍ତ ବିଦୁରଙ୍କ ପାଇଁ ଓଳକଣା ମେଳଣ

ଡେରାବିଶ,୨୬।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଓଳକଣା ମେଳନ ପଡ଼ିଆ ନିକଟ ଡେରାବିଶ ବ୍ଲକ ଅଧୀନ ଏଣ୍ଡର ପଞ୍ଚାୟତ ଅରାଖଣ୍ଡ ଗଁାରେ ପୂଜା ପାଉଥିବା ଭକ୍ତ ବିଦୂର ଏକ ଅନନ୍ୟ ପରମ୍ପରାର ପ୍ରତୀକ। ପୁରାଣ ବର୍ଣ୍ଣିତ ଦ୍ୱାପର ଯୁଗର…

ଦାଦନ ଖଟି ଯିବାକୁ ସଜବାଜ

ମହାକାଳପଡ଼ା,୨୬।୨(ଡି.ଏନ.ଏ.): ମୁଣ୍ଡଝାଳ ତୁଣ୍ଡରେ ମାରି ଶ୍ରମିକମାନେ ଗାଁ ରାସ୍ତାରେ ମାଟି କାମ କରିଥିଲେ ମଧ୍ୟ ୧ ମାସ ପରେ ବି ମଜୁରୀ ପାଇ ନାହାନ୍ତି। ଏଥିପାଇଁ ସେମାନଙ୍କ ପରିବାର ଆର୍ଥିକ ଅଟନଟ ମଧ୍ୟରେ ଦିନ କାଟୁଛନ୍ତି ା ଏ ସଂକ୍ରାନ୍ତରେ ବିଭାଗୀୟ…

ବିପଦରେ ପରିବେଶ ସମ୍ବେଦନଶୀଳ ୧୪୭ ଗାଁ

କେନ୍ଦ୍ରାପଡ଼ା ଅଫିସ, ୨୬।୨: କେନ୍ଦ୍ରାପଡ଼ା ଜିଲା ତାଳଚୁଆ ଥାନା ଅମରାବତୀ ଗ୍ରାମର ଚିଙ୍ଗୁଡ଼ି ଘେରିରେ ଲାଗିଥିବା ପାଣିଉଠା ମୋଟରରେ ମୟୁରଭଞ୍ଜ ଜିଲାର ଶ୍ରମିକ କଂଗ୍ରେସ ମୁଣ୍ଡାଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି ା କେବଳ କଂଗ୍ରେସ ନୁହନ୍ତି, ଗତ ୩ ବର୍ଷରେ ନିମ୍ନମାନର…

ଭଲ କାମ କଲେ ପୁରସ୍କାର, ଖରାପରେ ଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୨୬।୨: ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି। ବେସରକାରୀ ଭଳି ଏଣିକି ସରକାରୀ ବିଦ୍ୟାଳୟରେ ନୋଟ୍‌ ସିଟ୍‌ ଦିଆଯିବା ବ୍ୟବସ୍ଥା ହେବ। ପିଲାମାନଙ୍କୁ ଦିଆଯାଉଥିବା ଡ୍ରେସ ଓ ସାଇକେଲ ବାବଦରେ ଅଧିକ ଅର୍ଥ ବରାଦ…

ବନ୍ଦହେବାକୁ ଯାଉଛି ଏମ୍‌ଏମ୍‌ଟିସି

ପାରାଦୀପ,୨୬।୨(ସ୍ବ.ପ୍ର.): କେନ୍ଦ୍ର ସରକାର ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ ପୁଞ୍ଜିପତିଙ୍କ ହାତରେ ଟେକି ଦେଉଛନ୍ତି ବୋଲି ଦେଶରେ ଚର୍ଚ୍ଚା ଜୋର ଧରିଛି। ଏବେ ଆଉ ଏକ ସରକାରୀ ଉପକ୍ରମ ଓଡ଼ିଶାରେ ବନ୍ଦ ହେବାକୁ ଯାଉଛି। ତାହା ହେଲା ଏମ୍‌ଏମ୍‌ଟିସି (ମିନେରାଲ ମେଟାଲ…

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମିଶନଶକ୍ତି ଗୃହ

ମଙ୍ଗୁଳି-ଚୌଦ୍ୱାର, ୨୬।୨(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୯ନଂ. ଓ୍ବାର୍ଡରେ ୨ ବର୍ଷ ହେବ ଏକ ମିଶନଶକ୍ତି ଗୃହ ନିର୍ମାଣ ହୋଇଛି। ହେଲେ ଏପର୍ଯ୍ୟନ୍ତ ଏହା ଉଦ୍‌ଘାଟନ ହୋଇ ନ ଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?