ଗଞ୍ଜାମ ଜିଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ

ଛତ୍ରପୁର,୧।୪(ଡି.ଏନ୍‌.ଏ.): ୮୮ ତମ ଗଞ୍ଜାମ ଜିଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁରସ୍ଥିତ ପୋଲିସ ପରେଡ ପଡିଆଠାରେ ପାଳିତ ହୋଇଛି। ଉକ୍ତ ଦିବସରେ ଗଞ୍ଜାମ ଏସ୍‌ପି ଜଗମୋହନ ମିନା ମଧ୍ୟ ଅତିଥି ଭାଦେ ଯୋଗ ଦେଇ ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପାଠ କରିଥିଲେ। ପୋଲିସ ମାନଙ୍କ ଦ୍ୱାରା ପ୍ୟାରେଡ଼ ପରିବେଷଣ କରାଯାଇଥିଲା। ଶେଷରେ ଉତ୍ତମ ସେବା ପାଇଁ ଆସ୍କା ଥାନାର ସବ୍‌ ଇନିସପେକ୍ଟର ବିଶ୍ୱଜିତ ନାୟକ, ପୁରୁଷୋତ୍ତମପୁର ଥାନାର ଏଏସ୍‌ଆଇ ସିଧେସ୍ବର ରଣବୀର, ମୁଖ୍ୟାଳୟ ଛତ୍ରପୁର ହାବିଲଦାର ସୁଶାନ୍ତ କୁମାର ପ୍ରଧାନ କନେଷ୍ଟବଲ ଗାୟତ୍ରୀ ବେହେରା, ଭଞ୍ଜନଗର ଥାନାରେ କାର୍ଯ୍ୟରତ କନେଷ୍ଟବଳ ଆଲୋକ ରଞ୍ଜନ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ କ୍ରିୟାଂଶ ପାତ୍ର: ଛୁଟୁଛି ଶୁଭେଚ୍ଛାର ସୁଅ

କୃଷ୍ଣପ୍ରସାଦ,୨୪ା୪(କୈଳାସ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ପାରିକୁଦଗଡ଼ର ୨ ବର୍ଷ ୪ ମାସର କ୍ରିୟାଂଶ ପାତ୍ର ଇଣ୍ଡିଆ ବୁକ୍ସ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।…

ବର୍ବରତା…ମାଆର ମୁଣ୍ଡ କାଟିଲେ; ବାପା-ଭଉଣୀଙ୍କୁ ଆକ୍ରମଣ କଲେ ଝିଅ, କଟା ମୁଣ୍ଡ ପାଖରେ ରାତିସାରା ଜଗି ବସିଲେ

ନୂଆଦିଲ୍ଲୀ,୨୪ା୪: ଆସାମର ପଶ୍ଚିମ କାର୍ବି ଆଙ୍ଗଲଙ୍ଗ ଜିଲାର ଡେରାମୁଖ ଲାଲୁଙ୍ଗ ଗାଁରୁ ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଠାରେ ଜଣେ ୧୯ ବର୍ଷୀୟା ଯୁବତୀ…

ଚଳିତ ଶିକ୍ଷାବର୍ଷରେ ଏତିକି ଦିନ ସ୍କୁଲ ଖୋଲା, ଜାଣନ୍ତୁ କେଉଁ ମାସରେ କେତେ ଦିନ…

ଭୁବନେଶ୍ବର,୨୪ା୪(ସୁଚିସ୍ମିତା ସାହୁ):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର…

ଗାଁ ଓଡ଼ିଶାରେ, ଭୋଟ ଦେଲେ ପଶ୍ଚିମବଙ୍ଗରେ: ଜାଣନ୍ତୁ କେମିତି…

ଭୋଗରାଇ,୨୪ା୪(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ସୀମାକୁ ଲାଗିଥିବା ପଡ଼ୋଶୀ ପଶ୍ଚିମବଙ୍ଗର ୧୬ ଜିଲାରେ ୧୫୨ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡ଼ା ନିରାପତ୍ତା ମଧ୍ୟରେ ଗୁରୁବାର…

୨୦୨୩ ହିଂସା ମାମଲା, ପଞ୍ଜାବ ଏମ୍‌ପି ଅମ୍ରିତପାଲ୍‌ ସିଂ ଗିରଫ

ଚଣ୍ଡିଗଡ଼,୨୪।୪: ୨୦୨୩ର ଅଜନାଲା ହିଂସା ମାମଲାରେ ପଞ୍ଜାବ ଏମ୍‌ପି ଅମ୍ରିତପାଲ୍‌ ସିଂଙ୍କୁ ଗୁରୁବାର ଗିରଫ କରାଯାଇଛି। ଅଜନାଲା ଥାନା ଆକ୍ରମଣ ସହ ଅମ୍ରିତପାଲ୍‌ ସମ୍ପୃକ୍ତ ଥିଲେ। ତାଙ୍କର…

ଖରା ଛୁଟିକୁ ନେଇ ମନ୍ତ୍ରୀଙ୍କ ବଡ଼ ସୂଚନା, ଏଥର ଆଗୁଆ…

ଭୁବେଶ୍ୱେର,୨୩।୪: ଖରା ଛୁଟି ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ୨୭ ତାରିଖ ସୁଦ୍ଧା ସ୍କୁଲ ଛୁଟି ଘୋଷଣା ହୋଇପାରେ…

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ

କୋଲକାତା/ଚେନ୍ନାଇ,୨୩ା୪: ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା, ବୋମାମାଡ଼, ସଂଘର୍ଷ ଖବର…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ

ମୁମ୍ବାଇ,୨୩ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ପରସ୍ପରକୁ ଭେଟିଛନ୍ତି। ସଞ୍ଜୁ ସାମସନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri