Odisha Elections 2024

ଆମ ଜିଲା ଖବର

ଅନ୍ଧାରରେ ତିନି ରଥ

ପୁରୀ ଅଫିସ,୨୩।୬: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଞ୍ଚଳରେ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିଲା। ଫଳରେ ପ୍ରାୟ ଦେଢ଼ ଘଣ୍ଟା  ଧରି ମହାପ୍ରଭୁ ଅନ୍ଧାରରେ ରହିଥିଲେ । କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଅନ୍ଧାରରେ ତିନି ରଥ ରହିଥିବା ସୂଚନା...

ସଂକ୍ରମିତ କୋଭିଡ୍‌ ଯୋଦ୍ଧାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଓଲଟିଲା

ଗୋପାଳପୁର,୨୩ା୬- ଗଞ୍ଜାମ ଜିଲା କନିଷି ବ୍ଲକର ଜଣେ କରୋନା ଯୋଦ୍ଧାଙ୍କ ଗତ ୧୮ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ କଟକ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର...

ଗାର୍ଡଙ୍କୁ ମାଡ ମାରି ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ

ଗଞ୍ଜାମ,୨୩ା୬(ଡି.ଏନ୍‌.ଏ.)- ଗଞ୍ଜାମ ସହର ଦୁର୍ଗାଦେବୀ ସାହି ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ରୁ ସୋମବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଜିତୁ ପଣ୍ଡାଙ୍କୁ ମାଡମାରି ଦୁର୍ବୃତ୍ତ ଲୁଟ୍‌ ଉଦ୍ୟମ କରିଥିଲେ। ସାହିଲୋକେ ପହଞ୍ଚିଥିବାରୁ ସେମାନେ ଦୌଡି...

ସାନ ରାମଚନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ: ପୋଲିସର ମୃଦୁ ଲାଠିଚାଳନା, ୭୦ରୁ ଉର୍ଦ୍ଧ୍ୱ ଅଟକ

ଗଞ୍ଜାମ,୨୩ା୬(ଡି.ଏନ.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ଗ୍ରାମରେ ଓଡିଆର୍‌ପି ଯୋଜନାରେ ମିଳୁଥିବା ଗୃହକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ଛକାପଞ୍ଝା ଲାଗି ରହିଥିଲା। ଗତ ଦୁଇ ଦିନ ତଳେ ଗ୍ରାମର କୋଠ ଟଙ୍କାକୁ ନେଇ...

ସେବାୟତଙ୍କୁ ମିଳିବ ‘ପାଳିଆ ପୁରସ୍କାର’, ୩ୟ କିସ୍ତିର ୫ହଜାର ଟଙ୍କା

ପୁରୀ ଅଫିସ,୨୩।୬: ଶୃଙ୍ଖଳିତ ରଥଟଣା ପାଇଁ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ସେ ସେବାୟତଙ୍କୁ ୩ୟ କିସ୍ତିର ୫ ହଜାର ଟଙ୍କା ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି। ରଥ...

ପୁରୀ ଜିଲାରେ କୋହଳ ହେଲା କର୍ଫ୍ୟୁ

ପୁରୀ ଅଫିସ,୨୩।୬: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନେଇ ପୁରୀ ଜିଲାରେ ଏକ ପ୍ରକାର କର୍ଫ୍ୟୁ ଲଗାଯାଇଥିଲା। ଏହାକୁ ମଙ୍ଗଳବାର ସନ୍ଧ୍ୟା ୭ଟାରୁ କର୍ଫ୍ୟୁ କୋହଳ କରାଯାଇଥିବା ଜିଲାପାଳ ବଲଓ୍ବନ୍ତ ସିଂ ସୂଚନା...

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ

ପୁରୀ ଅଫିସ, ୨୩।୬: ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଶ୍ରୀଜଗନ୍ନାଥ। ଶରଧାବାଲିରେ ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ରଥ ପହଞ୍ଚିଥିଲା। ଶେଷରେ ୫ଟା ୧୦ରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରେ ସମ୍ମୁଖରେ ପହଞ୍ଚିଛି। ଅପରାହ୍ନ ୪ଟା...

ଅମାନିଆଙ୍କଠାରୁ ୪୫ ହଜାର ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ ,୨୩।୬: ଲକ୍‌ଡାଉନ ସମୟରେ ଅମାନିଆଙ୍କୁ ପୋଲିସ ଅଟକାଇ ପ୍ରତିଦିନ ଯାଞ୍ଚ କରି ଜରିମାନା ଆଦାୟ କରୁଛି। ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଉଛିଦ୍‌। ସୋମବାର ସକାଳୁ ମଙ୍ଗଳବାର ସକାଳ...

ଶରଧାବାଲିରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ ଅଫିସ, ୨୩।୬: ଶରଧାବାଲିରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ପହଞ୍ଚିବାର କିଛି ସମୟ ପରେ ଅର୍ଥାତ୍‌ ଅପରାହ୍ନ ୪ଟା ୧୦ରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଛି। କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡକୁ ଯିବାକୁ ବାରଣ...

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତାଳଧ୍ୱଜ ରଥ

ପୁରୀ ଅଫିସ, ୨୩।୬: ନବ ଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଭାଉଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ମହାପ୍ରଭୁ। ପ୍ରଥମେ ପୂର୍ବାହ୍ନ ୧୧ଟା ୫୫ରେ ସିଂହଦ୍ୱାର ସମ୍ମୁଖକୁ ଗଡ଼ିଥିଲା ବଡ଼ ଠାକୁର ବଳଭଦ୍ରଙ୍କ ରଥ। ଏକ ଘଣ୍ଟା ବ୍ୟବଧାନରେ...

ସୁପ୍ରିମକୋର୍ଟ କଟକଣା: ମନ୍ଦିର ବେଢ଼ା ଭିତରେ ହେଲା ପହଣ୍ଡି, ଭକ୍ତଙ୍କୁ ବାରଣ

ମାଲକାନଗିରି,୨୩।୬(ଡି.ଏନ.ଏ): ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି ମାଲକାନଗିରିରେ ଘୋଷଯାତ୍ରା ପାଳିତ ହୋଇଯାଇଛି ା ଜିଲା ସଦର ମହକୁମାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଖ୍ୟ ଫାଟକରେ ତାଲା...

ପୁରୁଷୋତ୍ତମପୁରରେ ରଥଯାତ୍ରା ବନ୍ଦ: ଦେବନୀତିରେ ପୂଜା ପାଇଲେ କଳାଠାକୁର

ପୁରୁଷୋତ୍ତମପୁର, ୨୩।୬(ଡି.ଏନ.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସମେତ ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମ୍ପୁର୍ଣ୍ଣ ରୂପେ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ମାତ୍ର ବିଧି ପରମ୍ପରା ରକ୍ଷା କରି କେବଳ ସୀମିତ ସେବାୟତ ଜଗନ୍ନାଥ ମନ୍ଦିର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri