ଆମ ଜିଲା ଖବର

ରାୟଗଡ଼ାରେ ‘ଉଗାଦି’ ଉତ୍ସବ ପ୍ରସ୍ତୁତି ଜୋରଦାର

ରାୟଗଡା ଅଫିସ,୧୬/୩: ଆସନ୍ତା ତେଲୁଗୁ ସଂପ୍ରଦାୟର ନବବର୍ଷ ତଥା ‘ଉଗାଦି’ ଉତ୍ସବ ଆସନ୍ତା ୨୨ ତାରିଖରେ ହେବ। ଚଳିତବର୍ଷ ଉଗାଦି ପର୍ବ ପାଳନକୁ ନେଇ ରାୟଗଡା ସହର ଏବେ ଠାରୁ ଚଳଚଞ୍ଚଳ ହୋଇଛି। ପ୍ରଥମ କରି ସହରର ୨ଟି ସ୍ଥାନରେ ତେଲୁଗୁ…

ଆରମ୍ଭ ହେଲା ମୋବାଇଲ ଟାୱାର କାମ

ସେମିଳିଗୁଡ଼ା/ସୁନାବେଡା, ୧୬ା୩(ସ୍ବ.ପ୍ର.): ସେମିଳିଗୁଡ଼ା ବ୍ଲକ କାଣ୍ଟି ପଞ୍ଚାୟତ ଅଞ୍ଚଳରେ ମୋବାଇଲ ଟାଓ୍ବାର ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ କାମ ଆରମ୍ଭ ହୋଇଛି। ଉପର କାଣ୍ଟି ଗାଁରେ ପ୍ରାୟ…

ଅସ୍ତରଙ୍ଗରୁ ସନ୍ଦିଗ୍ଧ ପାରା ଉଦ୍ଧାର

ଅସ୍ତରଙ୍ଗ,୧୬।୩(ଡି.ଏନ୍‌.ଏ.): ଓଡ଼ିଶା ପ୍ରତି ବାହ୍ୟ ଶତ୍ରୁର ବିପଦ ବଢ଼ିବାରେ ଲାଗିଛି। ଗତ କିଛିଦିନ ତଳେ ପାରାଦୀପ ପୋର୍ଟ ଅଞ୍ଚଳରୁ ଏକ ସନ୍ଦିଗ୍ଧ ପାରା ଧରାପଡ଼ିଥିବା ବେଳେ ବିଭିନ୍ନ ତଦନ୍ତ କରାଯାଉଛି। ହେଲେ ଏବେ ପୁଣି ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ…

ନୂଆପଡ଼ା ଜିଲାରେ ପୁଣି ବାଘ ଆତଙ୍କ ,ଭୟରେ ତାଟିକବାଟ ବନ୍ଦ

ନୂଆପଡ଼ା ଅଫିସ,୧୬।୩:ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟ ପାଦଦେଶରେ ଥିବା ପ୍ରାୟ ୧୦ଟି ଗାଁରେ କଲରାପତରିଆ ବାଘ ଆତଙ୍କରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। ୧୦ ଦିନ ହେବ ଅଞ୍ଚଳରେ ବାଘ ବୁଲୁଥିବା ବେଳେ ୨ ଗାଈ ଓ ୨ ବାଛୁରୀ…

ଅଳଙ୍କାର ଚୋରି ପରେ ବୃଦ୍ଧାଙ୍କୁ ବଳାତ୍କାର: ଯୁବକ ଗିରଫ

ଗୋପ,୧୬।୩ (ଡି.ଏନ୍‌.ଏ.): ଗୋପ ଥାନା ଅନ୍ତର୍ଗତ ଶୋରଭା ପାଇକସାହି ଗ୍ରାମର ଜଣଙ୍କ ଘରେ ପଶି ସୁନା ଅଳଙ୍କାର ଚୋରି କରିବା ପରେ ଉପସ୍ଥିତ ବୃଦ୍ଧାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସେ…

୭୦% ସିଟ୍‌ ଓଡ଼ିଆ ଛାତ୍ରୀଛାତ୍ରଙ୍କ ପାଇଁ ସଂରକ୍ଷଣ

କଟକ ଅଫିସ, ୧୬ା୩: କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ(ଏମ୍‌ଏଲ୍‌ୟୁ)ରେ ଅଧ୍ୟୟନ ନିମନ୍ତେ ଓଡ଼ିଶାର ଛାତ୍ରୀଛାତ୍ରଙ୍କ ପାଇଁ ୭୦% ସିଟ୍‌ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୪ଟି ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ସୁବିଧା ମିଳିବ। ବାହାର…

ସମ୍ପର୍କ ସୃଷ୍ଟି କରୁଛି ଖବରକାଗଜ

ଖୋର୍ଦ୍ଧା ଅଫିସ,୧୬ା୩: ଖୋର୍ଦ୍ଧା ଗୁରୁଜଙ୍ଗର ଗଣେଶ ପାଟଶାଣୀ। ବୟସ ୬୫ ଟପିଲାଣି। ତେବେ ଏ ବୟସରେ ବି ସେ ବେଶ ଚଳଚଞ୍ଚଳ। ଦୀର୍ଘ ୨୮ବର୍ଷ ଧରି ଖୋର୍ଦ୍ଧା ସହରରେ ଖବରକାଗଜ ବିତରଣ କରୁଛନ୍ତି। ସକାଳ ପାଇଲେ ପେପର ପଏଣ୍ଟରେ ପହଞ୍ଚି ସମସ୍ତଙ୍କଠାରୁ…

ଦୁର୍ବିସହ ହୋଇପଡ଼ୁଛି ଯନ୍ତ୍ରଣାସିକ୍ତ ଜୀବନ

ଖୋର୍ଦ୍ଧା ଅଫିସ,୧୬ା୩: ଦିନେ ତାଙ୍କ ପରିବାରରେ ହସଖୁସି ଥିଲା। ଝିଅ ଓ ପୁଅଙ୍କୁ ପାଠ ପଢାଇ ସେ ବଡ଼ ମଣିଷ କରିବେ ବୋଲି ସ୍ବପ୍ନ ଦେଖିଥିଲେ। ହେଲେ ଆଜି ସବୁ ସ୍ବପ୍ନ ଏକପ୍ରକାର ଉଜୁଡ଼ିଯାଇଛି। ଯନ୍ତ୍ରଣାସିକ୍ତ ଜୀବନ ତାଙ୍କ ପାଇଁ ଦୁର୍ବିଷହ…

ବନାଗ୍ନି ଚିନ୍ତା: ଜିଲାରେ ୨୩ ହଟ୍‌ସ୍ପଟ୍‌ ଚିହ୍ନଟ

ଢେଙ୍କାନାଳ ଅଫିସ,୧୬।୩: ବନାଗ୍ନି କବଳରୁ ଜୈବ ବିବିଧତାକୁ ସୁରକ୍ଷା ଦେବାକୁ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲା କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।…

ଚିତ୍ରକୋଣ୍ଡାରେ କୁଆପଥର ବର୍ଷା

ଚିତ୍ରକୋଣ୍ଡା,୧୬ା୩(ଡି.ଏନ୍‌.ଏ.): ଚୈତ୍ର ଆରମ୍ଭରୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ କିଛି ଦିନ ଧରି ଖରାର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଗୁରୁବାର ଅଦିନିଆ ବର୍ଷା ସହ କୁଆପଥର ମାଡ଼ ହୋଇଛି। ବର୍ଷା ସାଙ୍ଗକୁ ଦୀର୍ଘ ସମୟ ଧରି ଘଡ଼ଘଡ଼ି ମାରିଛି। ୪୫ ମିନିଟ୍‌ରୁ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ

ଛତ୍ରପୁର, ୧୫ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ ମିଳିଛି। ଏଥିଲାଗି ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ଥିବା ତାମ୍ପରା…

ବୁଗୁଡ଼ା ସହରରେ ବଢୁଛି ବେପରୁଆ ଗାଡ଼ି ଚାଳନା

ବୁଗୁଡ଼ା,୧୫ା୩(ଡି.ଏନ.ଏ.): ବୁଗୁଡ଼ା ଅଞ୍ଚଳରେ ଦିନକୁଦିନ ଜନବସତି ବୃଦ୍ଧି ହେବାରେ ଲାଗିଛି। ଏହି ଅନୁପାତରେ ଯାନବାହନ ମଧ୍ୟ ବୃଦ୍ଧି ପାଇଛି। ବହୁ ସମୟରେ ବେପରୁଆ ଗାଡ଼ି ଚାଳନା ପାଇଁ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି। ସରକାର ୧୮ ବର୍ଷରୁ କମ୍‌ ବୟସ ଓ ବିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?