ଆମ ଜିଲା ଖବର

ପୂର୍ବ ଶତ୍ରୁତାରୁ ମାରପିଟ, ୨ ଗୁରୁତର

ରସୁଲପୁର,୧୯।୩(ଡି.ଏନ.ଏ.): କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ଖଣ୍ଡିତର ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଗୋଟିଏ ପରିବାରର ସୁଶାନ୍ତ ପଣ୍ଡାଙ୍କ ବଡ଼ ଭାଇ ଅରୁଣ ପଣ୍ଡା…

୬ ଦିନର ଝିଅକୁ ହତ୍ୟା କଲେ ମା’

ଭୋଗରାଇ, ୧୯।୩(ଡ଼ି.ଏନ.ଏ.): ଆଗରୁ ଝିଅଟିଏ ଥିଲା। ପୁଣି ଗୋଟିଏ ଝିଅ ହେବାରୁ ମା’ ମନରେ ସୃଷ୍ଟି ହୋଇଥିଲା ବିତୃଷ୍ଣା। ପରିବାର ଲୋକେ ତାଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ଭାରାକ୍ରାନ୍ତ କରିବାରୁ ସେ ଅତିଷ୍ଠ ହୋଇପଡ଼ିଥିଲେ। ଶେଷରେ ସେ ସାନଝିଅକୁ ଜୀବନରୁ ହଟାଇବାକୁ…

ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୫ ହଜାର ଲାଞ୍ଚ

କେନ୍ଦୁଝର,୧୯।୩(ସ୍ବ.ପ୍ର.): ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ପରେ ଘଟଣା ପଦାକୁ ଆସିଛି। କେନ୍ଦୁଝର ଜିଲା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏଭଳି…

ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

କେନ୍ଦୁଝର,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତଜନକ ସ୍ଥିତିରେ ରହିଛି। ଲୋକମାନେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଥିବାରୁ ଏହା ବିଶେଷ କରି ବୃଦ୍ଧା/ବୃଦ୍ଧ, ଶିଶୁମାନଙ୍କ ପାଇଁ ବିପଦଜନକ ସ୍ଥିତି ସୃଷ୍ଟି କରୁଛି। ବହୁସଂଖ୍ୟାରେ ଲୁହାପଥର, ବାଲି/ଗୋଡ଼ି…

ବିପଦରେ କଲେଜ ମୁଖ୍ୟ ଫାଟକ

ନିରାକାରପୁର,୧୮ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ୧୯୫୯ରୁ ସ୍ଥାପିତ ହୋଇଥିବା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ମୁଖ୍ୟ ଫାଟକଟି ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ରୁଗ୍‌ଣ ଅବସ୍ଥାରେ ପଡ଼ିରହିଛି। ଏପରିକି ରଙ୍ଗ…

ସ୍ବଧାର ଗୃହରୁ ନାବାଳିକା ନିଖୋଜ

ଆନନ୍ଦପୁର,୧୮ା୩(ସ୍ବ.ପ୍ର.): ଘସିପୁରା ଥାନା ଧକୋଠାଠାରେ ଥିବା ସ୍ବାଧାର ଗୃହରୁ ଜଣେ ନାବାଳିକା ନିଖୋଜ ଥିବା ସୂଚନା ମିଳିଛି। ନାବାଳିକା ଜଣଙ୍କ ଗୁରୁବାର ରାତିରୁ ନିଖୋଜ ଥିବା ଜଣାପଡ଼ିଛି। ଏନେଇ ଘସିପୁରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ନିଖୋଜ ନାବାଳିକାଙ୍କର ଏଯାଏ…

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଡାକ୍ତର ମାଗୁଥିଲେ ଲାଞ୍ଚ, ସାମ୍ନାକୁ ଆସିଲା ଘଟଣା

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଡାକ୍ତର ଲାଞ୍ଚ ନେବା ଘଟଣାର ଭିଡିଓ ଭାଇରାଲ ହେବା ଚର୍ଚ୍ଚାର ବିଷୟ ହୋଇଛି। ଷ୍ଟିଙ୍ଗ ଅପରେଶନରେ ଜଣେ ଡାକ୍ତର ଲାଞ୍ଚ ନେଉଥିବା ଘଟଣା ପଦାକୁ ଆସିଛି। ମୋବାଇଲରେ ଏହି ଭିଡିଓ ରେକର୍ଡ ହୋଇଛି।…

ହାଇଓ୍ବା-ବାଇକ୍‌ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ହିଞ୍ଜିଳିକାଟୁ,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକ ଜାତୀୟ ରାଜପଥ ନଂ ୫୯ରେ ଶନିବାର ଅପରାହ୍ନରେ ହାଇଓ୍ବା ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି।…

କପି କରି ଗୋଟିଏ କେନ୍ଦ୍ରରୁ ଧରାପଡ଼ିଲେ ୩୩ ଛାତ୍ରୀଛାତ୍ର

କେନ୍ଦୁଝର,୧୮ା୩(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ଏସ୍‌ସି/ଏସ୍‌ଟି ବିଭାଗ ଦାରା ପରିଚାଳିତ ହାଇସ୍କୁଲର ରାଇସୁଆଁ କେନ୍ଦ୍ରରେ ସ୍ବତନ୍ତ୍ର ସ୍କ୍ବାଡ(୧୬ ନଂ) ଚଢ଼ାଉ କରି ୩୩ ଜଣ କପି କରୁଥିବା ବେଳେ ଧରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଡକ୍ଟର ଅକ୍ଷୟ କୁମାର ରଣା…

କାଶୀପୁରରେ କୁଆପଥର ବର୍ଷା

ଟିକିରି,୧୮ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ ପ୍ରବଳ କୁଆପଥର ସହ ବର୍ଷା ହୋଇଛି। ଏହି ସମୟରେ ଗୋରଖପୁରଠାରୁ ମାରିଭଟା ପର୍ଯ୍ୟନ୍ତ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ଫଳରେ କିଛି ସମୟ ପାଇ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ…

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ କର୍ତ୍ତୃପକ୍ଷ

କଟକ ଅଫିସ,୧୮ା୩: ମାଟ୍ରିକ ପରୀକ୍ଷାରେ ଶନିବାର ଇତିହାସ ଓ ଭୂଗୋଳ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଜଣାପଡ଼ିଥିଲା। ସେଟ୍‌ ‘ବି’ ଭିତରେ ‘ଏ’ ସେଟ୍‌ର ପ୍ରଶ୍ନ ପଡ଼ିଥିଲା। ଆଜି ବରଗଡ଼, ଢେଙ୍କାନାଳରୁ ଏପରି ଖବର ଆସିଥିଲା। ତେବେ ଏହି ଭୁଲ୍‌କୁ ସ୍ବୀକାର କରିଛନ୍ତି…

ନଦୀପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କେସିଙ୍ଗା,୧୮ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ତେଲ୍‌ ନଦୀପଠାରୁ ଏକ ଶିଶୁପୁତ୍ର ଶନିବାର ଉଦ୍ଧାର ହେଇଛି। ସୂଚନାନୁଯାୟୀ, କେସିଙ୍ଗା ବ୍ଲକ ତହସିର ଗ୍ରାମର ଜଣେ ଲୋକ ଶୌଚ ପାଇଁ ନଦୀପୀଠକୁ ଯାଇ ଥିବା ବେଳେ ପ୍ରଥମେ ସେ ସେହି ଶିଶୁଟିକୁ ଦେଖିଥିଲେ। ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?