ଆମ ଜିଲା ଖବର

ଯନ୍ତ୍ରୀଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ

ବେଗୁନିଆପଡ଼ା,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସିରେ ସଫେଇ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବିଭାଗୀୟ ଯନ୍ତ୍ରୀ ବାଧ୍ୟ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସଫେଇ କର୍ମଚାରୀ। ସୂଚନାନୁଯାୟୀ, ସଫେଇ କର୍ମଚାରୀମାନେ ପ୍ରତିଦିନ ଖଟିଲେ ନିଜର ପରିବାର ପ୍ରତିପୋଷଣ କରନ୍ତି।…

୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୮ା୩: ନିଶା ବେପାରୀଙ୍କୁ ସାବାଡ଼ କରିବା ପାଇଁ ଆକ୍ସନ ମୋଡରେ ବାଲେଶ୍ବର ପୋଲିସ। ଶୁକ୍ରବାର ବିଳମ୍ବିତ ରାତିରେ ଜଳେଶ୍ବର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଜଳେଶ୍ବର ଥାନା ଅନ୍ତର୍ଗତ କୃଷ୍ଣନଗର ନିକଟରେ ଚଢ଼ାଉ କରି କୁଖ୍ୟାତ ବ୍ରାଉନସୁଗାର…

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି: ସେଟ୍‌ ‘ବି’ ରେ ସେଟ୍‌ ‘ଏ’ର ପ୍ରଶ୍ନ

ବରଗଡ଼ ଅଫିସ,୧୮ା୩: ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ଏଚ୍‌ଏସ୍‌ସି) ଅର୍ଥାତ୍‌ ମାଟ୍ରିକ ପରୀକ୍ଷାର ଶନିବାର ହୋଇଥିବା ସାମାଜିକ ବିଜ୍ଞାନ (ଇତିହାସ, ଭୂଗୋଳ) ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଛି। ଉପରେ ସେଟ୍‌ ‘ବି’ ପ୍ରଶ୍ନପତ୍ର ଲେଖାଯାଇ ଥିବା ବେଳେ…

୧୫ ଡ୍ରାଇଭରଙ୍କ ଜାମିନ ଖାରଜ

ଛତ୍ରପୁର,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକଠାରେ ଗୁରୁବାର ସାରେ ପୋଲିସ-ଆନ୍ଦୋଳନରତ ଡ୍ରାଇଭର ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା। ଏପରିକି ଆନ୍ଦୋଳନକାରୀ ଡ୍ରାଇଭରମାନେ ପୋଲିସ ଉପରକୁ ଟେକାପଥର…

ଖଟୁଆକୁଦା ଆକ୍ରମଣ ଘଟଣା: ୭ ଅଭିଯୁକ୍ତ ଗିରଫ

ଗଞ୍ଜାମ,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ହୁମା ଫାଣ୍ଡି ଅନ୍ତର୍ଗତ ଖଟୁଆକୁଦା ଗ୍ରାମର ସୁବ୍ରତ ସାହୁଙ୍କୁ ଗତ ମଙ୍ଗଳବାର ଗ୍ରାମର କେତେଜଣ ବ୍ୟକ୍ତି ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରମ୍ଭା ପୋଲିସ ଏକ…

ମାଟ୍ରିକ ପରୀକ୍ଷା ସାରି ଫେରିବା ବେଳେ ଓଲଟିଲା ଅଟୋ

ବାଲେଶ୍ୱର ଅଫିସ, ୧୮।୩: ମାଟ୍ରିକ ପରୀକ୍ଷା ସାରି ଫେରିବା ବେଳେ ଦୁର୍ଘଟଣା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ପାଟଣା ଛକ ନିକଟରେ । ପରୀକ୍ଷା ସାରି ପିଲାଙ୍କୁ ଧରି ଫେରୁଥିବା ଏକ ଅଟୋ ଦୁର୍ଘଟଣା ଘଟି…

ତେଲ ମିଲ୍‌ରେ ଶିଶୁ ଶ୍ରମିକଙ୍କ ହାତ କଟିଗଲା

ଲାଞ୍ଜିଗଡ଼,୧୮।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ଡୁମେରମୁଣ୍ଡାଠାରେ ଥିବା ଏକ ତେଲ ମିଲରେ ଜଣେ ୧୫ ବର୍ଷ ନାବାଳକର ବାମ ହାତ କଟି ଯାଇଛି। ଶୁକ୍ରବାର ଅପରାହ୍ନରେ ମିଲରେ ସୂର୍ଯ୍ୟମୁଖୀ ତେଲ ପେଡା ଯାଉଥିବାବେଳେ ମେଶିନ ଭିତରେ ହାତ…

ନବରଙ୍ଗପୁର ଜିଲା ଗସ୍ତରେ ୫-ଟି ସଚିବ

ଉମରକୋଟ, ୧୮।୩(ଡି.ଏନ୍‌.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସିଛନ୍ତି। ସେ ଶନିବାର ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେ ଧୋଡ୍ରାସ୍ଥିତ ମା’ ଘାଟଘୋଷାଣୀ ମନ୍ଦିର ଓ…

କନ୍‌ଷ୍ଟେବଲଙ୍କ ଉପରେ ଚଢ଼ିଗଲା ଟ୍ରକ୍‌ : ଚାପା ଉତ୍ତେଜନା

ପାଟଣା,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ନଂ. ମୁମ୍ବାଇ-କୋଲକାତା ରାସ୍ତାର ଝାରବେଡ଼ା ଥାନା ଛକ ନିକଟରେ ଶନିବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ତୁରୁମୁଙ୍ଗା ଥାନାର କାର୍ଯ୍ୟରତ କନ୍‌ଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ମୃତ କନ୍‌ଷ୍ଟେବଲ…

ଖୁବ୍‌ଶୀଘ୍ର ଆରମ୍ଭ ହେବ ବିମାନ ସେବା

ଭବାନୀପାଟଣା,୧୮।୩(ସ୍ବ.ପ୍ର.): ଖୁବଶୀଘ୍ର କଳାହାଣ୍ଡି ଜିଲାର ବହୁ ପ୍ରତୀକ୍ଷିତ ଉତ୍କେଲା ଏୟାରଷ୍ଟ୍ରିପ୍‌ରୁ ବିମାନ ଚଳାଚଳ ଆରମ୍ଭ ହେବ। ସରକାରଙ୍କ ଉଡାଣ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ଏହାର ପରିଦର୍ଶନ କରି ସମୀକ୍ଷା କରିଛନ୍ତି ଡିଜିସିଏର ୫ ଜଣିଆ ସ୍ବତନ୍ତ୍ର…

ମହାନଦୀ କୂଳର ସଭ୍ୟତା ବହୁ ପ୍ରାଚୀନ

ସୋନପୁର,୧୮।୩(ନି.ପ୍ର.): ପୃଥିବୀରେ ମାନବ ସଭ୍ୟତା ଗଢି ଉଠିବାରେ ବଡ଼ ବଡ଼ ନଦୀଗୁଡିକର ପ୍ରମୁଖ ଭୂମିକା ରହିଛି । ଏହି କ୍ରମରେ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଅବବାହିକାରେ ପୁରାତନ ମାନବ ସଭ୍ୟତା ଗଢି ଉଠିଥିଲା । ମହାନଦୀ କୂଳରେ ଥିବା ସୁବର୍ଣ୍ଣପୁରର…

ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ହୋଟେଲ, ରେଷ୍ଟୁରାଣ୍ଟ, ସ୍କୁଲରେ ଦିଆଯାଉ

କୋରାପୁଟ,୧୮।୩(ସ୍ବ.ପ୍ର.): ଚଳିତ ବର୍ଷ ଆନ୍ତର୍ଜାତୀକ ମାଣ୍ଡିଆ ବର୍ଷ ପାଳନ ନେଇ ରାଜ୍ୟ ମିଲେଟ ମିଶନ ପକ୍ଷରୁ କୋରାପୁଟ ଜିଲା ପ୍ରଶାସନର ସହଯୋଗରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?