ଆମ ଜିଲା ଖବର

ମେଶିନରେ ଚେକ୍‌ ଡ୍ୟାମ କାମକୁ ଗ୍ରାମବାସୀଙ୍କ ବିରୋଧ

ଲୋଇସିଂହା,୨୫।୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗରୀ ଗାଁରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ ଦୁଇଟି ଚେକ୍‌ ଡ୍ୟାମ କାମ କରାଯାଉଛି। ବିନା ସୂଚନା ଫଳକରେ ଏବଂ ଶ୍ରମିକ ବଦଳରେ ବେଆଇନ ଭାବେ ଜେସିବି ମେଶିନ ଲଗାଯାଇ କାମ କରାଯାଉଥିବାରୁ…

୨୨୮ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ

ସୋନପୁର,୨୫।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲାତୁରପେଟସ୍ଥିତ ରୁଦ୍ର ମହାକୁଡଙ୍କ ବାସଭବନରେ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି। ରୁଦ୍ର ନିଜ ବାସଭବନରେ ବେଆଇନ ଭାବରେ ବିପୁଳ ପରିମାଣର ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଦୀର୍ଘ ବର୍ଷ ଧରି ବ୍ୟବସାୟ…

ସ୍ୱାସ୍ଥ୍ୟକର୍ମୀ ଦ୍ୱାରା ଚାଲିଛି ରୋଗୀ ସେବା

କେସିଙ୍ଗା,୨୫।୩(ଡି.ଏନ.ଏ.): ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ବିଭିନ୍ନ ମେଡିକାଲର ଭିତ୍ତିଭୂମି ସଜାଡ଼ିବା ଦିଗରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ଅନେକ ମେଡିକାଲରେ ଆବଶ୍ୟକ ଡାକ୍ତର ନ ଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ…

କ୍ବାର୍ଟର୍ସ ନିର୍ମାଣ ନେଇ ପ୍ରଶାସନ ଜନତା ମୁହାଁମୁହିଁ

ସୁନ୍ଦରଗଡ଼,୨୫।୩(ଡି.ଏନ.ଏ.): ଦିନକୁ ଦିନ ସୁନ୍ଦରଗଡ଼ ସହରରେ ଲୋକସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାସ୍ତାଘାଟ ଓ ଛକ ସ୍ଥାନଗୁଡିକରେ ଟ୍ରାଫିକ ସମସ୍ୟା ମଧ୍ୟ ଜଟିଳ ହେବାକୁ ଲାଗିଲାଣି। ଦୋକାନ ବଜାର ବଢିଚାଲିଥିବାବେଳେ ପୂଜା ପାର୍ବଣ ସମୟରେ ଅଣଓସାରିଆ ରାସ୍ତାଘାଟ ଓ ସଙ୍କୁଚିତ ଛକ ସ୍ଥାନଗୁଡିକରେ…

ଅଢ଼େଇ ମାସରେ ୩୮ ମୃତ

ଢେଙ୍କାନାଳ ଅଫିସ, ୨୫।୩: ଢେଙ୍କାନାଳରେ ଗତ ଅଢ଼େଇ ମାସରେ ସଡ଼କ ଦୁର୍ଘଟଣାରେ ୩୮ ଜୀବନ ଗଲାଣି। ଜାତୀୟ ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ, ବେପରୁଆ ଗାଡ଼ିଚାଳନା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାକୁ ରୋକିବା ଲାଗି ଜିଲାପାଳ ସରୋଜ କୁମାର…

ଟିକରପଡ଼ାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ ୩ ଗୁରୁତର

ସାନଖେମୁଣ୍ଡି,.୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ତୋଫାନ ଗୌଡ଼ । ୩ ଗୁରୁତରଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି…

୧୯୩୩ଙ୍କୁ ମିଳିଛି ଶହେ ଦିନର କାମ

ଛେଣ୍ଡିପଦା,୨୫।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଆବାସ ଯୋଜନା ୨୦୨୨-୨୩ ବର୍ଷର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ତ୍ରିବିକ୍ରମ କୁମୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ସହରବାସୀଙ୍କ ଉତ୍ତମ ଚିକିତ୍ସା ସମ୍ପର୍କରେ ଆଲୋଚନା

ଅନୁଗୋଳ ଅଫିସ, ୨୫ା୩: ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ନ୍ୟାଶନାଲ ଅର୍ବାନ ହେଲ୍‌ଥ ମିଶନ୍‌ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସହରୀ ଲୋକଙ୍କୁ କିଭଳି ଉତ୍ତମମାନର ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବ ସେ ନେଇ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ…

୯ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟ୍‌

ଭୁବନ, ୨୫।୩(ଡି.ଏନ୍‌.ଏ.): କିଛିଦିନର ନୀରବତା ପରେ ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ପୁଣିଥରେ ଲୁଟେରାଙ୍କ ଦୌରାତ୍ମ୍ୟ ଦେଖାଦେଇଛି। ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ କଳାକନା ବୁଲାଇଛନ୍ତି। ପ୍ରାୟ ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ…

ନିଶା ବେପାରୀ ମହିଳାଙ୍କୁ ୫ ବର୍ଷ ଜେଲ

ଅନୁଗୋଳ ଅଫିସ, ୨୫ା୩: ଅନୁଗୋଳ ଜିଲାରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ଜଣେ ମହିଳାଙ୍କୁ ଅତିରିକ୍ତ ସ୍ବତନ୍ତ୍ର ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ସ୍ବତନ୍ତ୍ର ଜିଲା ଓ ଦୌରା ଜଜ୍‌ ରଞ୍ଜିତା ଜ୍ୟୋତିଶି ମାମଲାର…

ଅସହାୟ ଜୀବନ କାଟୁଛନ୍ତି ସୈନ୍ଦ୍ରୀ

ଖଜୁରିପଡ଼ା,୨୫ା୩: ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଏକା ହୋଇ ଅସହାୟ ଜୀବନ କାଟୁଛନ୍ତି ଖଜୁରିପଡ଼ା ବ୍ଲକ ନୂଆଗଁା ପଞ୍ଚାୟତ ରଣପାଟୁଲି ଗ୍ରାମରସୈନ୍ଦ୍ରୀ ପ୍ରଧାନ (୫୯)। ଘରଖଣ୍ଡେ ନାହିଁ ପଲିଥିନ ଟଣା ଘରେ ରହୁଛନ୍ତି। ତାଙ୍କର ନିଜର କହିଲେ କେହି ନାହାନ୍ତି।…

ଏମ୍‌କେସିଜିରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ ୨୫ା୩ : ଛତ୍ରପୁର ପୋଲିସ ଜିଲାରେ କନଷ୍ଟେବଳ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ଶୁକ୍ରବାର ଅପରାହ୍ନରେ ଅଘଟଣ ଘଟିଛି। ୧୬୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ଟ୍ରାକ୍‌ରେ ଦୌଡୁଥିବା ଥିବା ଜଣେ ପରୀକ୍ଷାର୍ଥୀ ହଠାତ୍‌ ପଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?