ଆମ ଜିଲା ଖବର

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୭ ଆହତ

ଭଦ୍ରକ ଅଫିସ,୨।୪: ଭଦ୍ରକ ଜିଲା ବନ୍ତ ଛକ ବୀଣା ପେଟ୍ରୋଲ ପମ୍ପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ଶୁଭ ନାମକ ଉକ୍ତ ବସ୍‌ ଭରସାମ୍ୟ ହରାଇ ଏକ ଟ୍ରକ୍‌…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିପାଟଣା,୨୪(ଡି.ଏନ୍‌.ଏ.): ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହି ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରଶ୍ମିରଞ୍ଜନ ବିଶ୍ୱାଳ। ହେଲେ ରଶ୍ମିରଞ୍ଜନଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ତାଙ୍କ ପରିବାରର ସମ୍ପର୍କୀୟମାନେ ଜୀବନରେ ମାରିଦେବା ପାଇଁ ଯୋଜନା…

ଶିକ୍ଷାନୁଷ୍ଠାନରେ କମ୍‌ ତାଲିକାରେ ଅଧିକ ଶିକ୍ଷକ

ନାଉଗାଁ,୨।୪(ସ୍ବ.ପ୍ର.): ନାଉଗାଁରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ସମୁଦାୟ ୭୯ଟି ରହିଛି। ଏସବୁ ବିଦ୍ୟାଳୟ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରକ୍ଷା ଓ ମଧ୍ୟାହ୍ନଭୋଜନର ତଦାରଖ ପାଇଁ ୯ଟି କ୍ଲଷ୍ଟର ରହିଛି। ଏହି ୯ କ୍ଲଷ୍ଟରରେ…

୬ରେ ଅଟକିଛି ଆଦର୍ଶ ଗ୍ରାମ ଯୋଜନା

ଯାଜପୁର ଅଫିସ,୨।୪: ଆଦର୍ଶ ଗ୍ରାମ ଯୋଜନା ସାଧାରଣ ଲୋକଙ୍କୁ ସମ୍ମାନ ଓ ସ୍ବାଭିମାନର ସହ ଜୀବନ ନିର୍ବାହର ଏକ ସର୍ବୋତ୍ତମ ଯୋଜନା। କେବଳ ସରକାରୀ ବିଭାଗ ବା ଦାୟିତ୍ୱ ନିର୍ବାହକାରୀ ସଂସ୍ଥା କୌଣସି ଅଞ୍ଚଳର ବିକାଶ ବା ଉନ୍ନୟନ କରିବା ସମ୍ଭବ…

ପୂର୍ବ ଶତ୍ରୁତାରୁ ପିଟି ମାରି ଦେଇଥିଲେ

ରସୁଲପୁର,୨।୪(ଡି.ଏନ.ଏ.): କୁଆଖିଆ ଥାନା ରାହାମ୍ବା ପଞ୍ଚାୟତ ଢିଅସାହିର ବିକାଶ ଲେଙ୍କା ହତ୍ୟା ମାମଲାରେ ସାମିଲ ଗୋଟିଏ ପରିବାରର ବାପା ଓ ୨ପୁଅଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ବାପା ହରେକୃଷ୍ଣ ବରାଳ, ବଡ଼ପୁଅ ଗରୁଡ଼ ଓରଫ୍‌…

ବିଷାକ୍ତ ଛତୁ ଖାଇ ୯ ଅସୁସ୍ଥ

ପଟ୍ଟାମୁଣ୍ଡାଇ,୨।୪ (ସ୍ବ.ପ୍ର.): ବିଷାକ୍ତ ଛତୁ ଖାଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଞ୍ଚାୟତ କଇଁକୁଳା ଗ୍ରାମର ୪ ପରିବାରର ୯ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ସୁକାନ୍ତି ସେଠୀ (୫୫), ପ୍ରେମଲତା ସେଠୀ (୫୦), ସାଗର ସେଠୀ (୧୮),…

କମୁଛି ଲୁଣା ନଦୀର ଜଳସ୍ତର

କେନ୍ଦ୍ରାପଡ଼ା ଅଫିସ, ୨।୪: ଗତ ଡିସେମ୍ବରରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣା ନଦୀର ଜଳସ୍ତର କମିବାରେ ଲାଗିଛି ା ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ପିଇବା ପାଣି ସମସ୍ୟା ଉଭା ହେବା ସହିତ ଅବବାହିକାରେ ଥିବା ଚାଷ ଜମି ପଡ଼ିଆ…

ଯାତ୍ରୀବାହୀ ବସ୍‌ ପୋଡ଼ିଲେ ମାଓବାଦୀ

ମାଲକାନଗିରି,୨।୪(ଡି.ଏନ.ଏ.): ମାଓବାଦୀ କ୍ରମାଗତ ଭାବେ ଛତିଶଗଡ଼ ରାଜ୍ୟରେ ହିଂସା ଘଟାଇ ଚାଲିଛନ୍ତି। ନିକଟରେ ସେମାନେ ରାସ୍ତା କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ୧୦ଟି ଗାଡି ପୋଡ଼ିଦେଇଥିଲେ। ଶୁକ୍ରବାର ଏକ ଗ୍ରାମରେ ଥିବା ମୋବାଇଲ ଟାଓ୍ବାର ପୋଡ଼ିଥିବା ବେଳେ ଶନିବାର ସେମାନେ ଏକ ଯାତ୍ରୀବାହୀ…

ମଧୁସୂଦନଙ୍କ ଜନ୍ମପୀଠ, ସଂଗ୍ରହାଳୟ ବିକାଶ ଉପରେ ଗୁରୁତ୍ୱାରୋପ

ସାଲେପୁର,୨।୪(ଡି. ଏନ.ଏ.): ଓଡ଼ିଶା ଦିବସ ଅବସରରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଶନିବାର କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁରରେ ପହଞ୍ଚତ୍ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି। ଏହି ଅବସରରେ ପୀଠ ଓ ସଂଗ୍ରହାଳୟର ବିକାଶ ଉପରେ…

ଜାଲ୍‌ ସାର୍ଟିଫିକେଟ୍‌: ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/ ଭୁବନେଶ୍ୱର,୨।୪(ବ୍ୟୁରୋ): ବଲାଙ୍ଗୀର ଡାକମଣ୍ଡଳରେ ଚାକିରି ପାଇଁ ଜାଲ୍‌୍‌ ସାର୍ଟିଫିକେଟ୍‌ କାରବାର ଘଟଣା ଧରାପଡ଼ିବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଘଟଣାର ଗୁରୁତ୍ୱକୁ ଲକ୍ଷ୍ୟ କରି ରାଜ୍ୟ ସରକାର…

ବିନା ଭାତରେ ୨୧ବର୍ଷ

ମାଥିଲି,୨।୪(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଜଣେ ଯୁବକ ଅଛନ୍ତି ଯିଏ ଜନ୍ମ ହେବାଠାରୁ ଏ ପର୍ଯ୍ୟନ୍ତ ଭାତ ଖାଇନାହାନ୍ତି। କେବଳ ଚୁଡ଼ା ମୁଢ଼ି ଖାଇ ବଞ୍ଚତ୍ଛନ୍ତି। ସେ ହେଲେ ଗ୍ରାମର ମୀନ କୁମାର ସଗରିଆ ଓ ପାର୍ବତୀ ସାଗରିଆଙ୍କ ପୁଅ କିଶୋର।…

କୋଟିଆରେ ଧର୍ମେନ୍ଦ୍ର: ଗୋ ବ୍ୟାକ୍‌ ଆନ୍ଧ୍ର

ପଟ୍ଟାଙ୍ଗୀ,୨।୪(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମକୁ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରିଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଆନ୍ଧ୍ର ପୋଲିସକୁ ସେ କଡ଼ା ତାଗିଦ କରିଛନ୍ତି। ନୋ ଆନ୍ଧ୍ର ଓନ୍‌ଲି ଓଡ଼ିଶା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?