ଆମ ଜିଲା ଖବର

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ୍‌: ୩ ମୃତ, ୬ ଗୁରୁତର

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୯।୪(ସ୍ବ.ପ୍ର.): ଯାଜପୁର ଜିଲା ଚଣ୍ଡିଖୋଲ-ପାରାଦୀପ ୫୩ ନଂ.ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ଛକ ନିକଟରେ ଶନିବାର ସକାଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ…

ତାରସିଂ ରେଞ୍ଜରେ ଦନ୍ତା ଆତଙ୍କ, ଲୋକେ ଭୟଭୀତ

ଭଞ୍ଜନଗର,୯ା୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ରେଞ୍ଜରେ ଗୋଟିଏ ଦନ୍ତା ହାତୀ ଆଜକୁ ପ୍ରାୟ ୧୫ଦିନ ହେବ ଆତଙ୍କ ଚଳାଇଛି। ବିଳମ୍ବିତ ରାତି ହେଲେ ଜଙ୍ଗଲରୁ ବାହାରି ନିକଟବର୍ତ୍ତି ଗ୍ରାମଗୁଡ଼ିକରେ ପଶି ଘରର କବାଟ ବାଡ଼େଇ ଭାଙ୍ଗି…

ସୀମାନ୍ତରୁ ୨ ମାଓବାଦୀ ଗିରଫ

ମାଲକାନଗିରି,୯।୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ପୋଲିସ କୋମ୍ବିଂ ଅପରେଶନ ବେଳେ ୨ଜଣ ମାଓବାଦୀଙ୍କୁ ଶନିବାର ଗିରଫ କରିଛି। ସେମାନେ ହେଲେ ମୁଚାକି ସୁଖ୍ରାମ ଏବଂ ହଡମା ମାଡଭି। ସେମାନଙ୍କ ନାମରେ ପୂର୍ବରୁ ୧ ଲକ୍ଷ ଲେଖାଏ ଟଙ୍କାର ପୁରସ୍କାର…

ନୟାଗଡ଼ ଜିଲାରେ ଦୁର୍ଘଟଣାଜନିତ ମୃତାହତ ଶୂନ

ନୟାଗଡ଼ ଅଫିସ,୯।୪: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିବା ପରେ ସରକାର ଓଡ଼ିଶା ଦିବସରୁ ୭ ଦିନ ଅର୍ଥାତ୍‌ ଏପ୍ରିଲ୍‌ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ କରିଥିଲେ । ଦୁର୍ଘଟଣା ଜନିତ…

ଜଳ ସ୍ରୋତ ହ୍ରାସ: ମହାନଦୀ ମଝିରେ ବାଲିପଠା ସୃଷ୍ଟି

ମହାକାଳପଡ଼ା, ୯ା୪(ଡି.ଏନ.ଏ.): କେନ୍ଦ୍ରାପଡା ଓ ଜଗତ୍‌ସିଂହପୁର ଜିଲାର ପାରାଦୀପ ମଧ୍ୟଭାଗରେ ଚିରସ୍ରୋତା ମହାନଦୀ ପ୍ରବାହିତ ହେଉଛି। ମହାକାଳପଡା ବ୍ଲକର ରାମନଗର ଓ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସଂଲଗ୍ନ ପ୍ରବାହିତ ହୋଇଥିବା ମହାନଦୀ ବଙ୍ଗୋସାଗରର ମୁହାଣରେ ମିଶ୍ରଣ ହୋଇଛି।…

୧୧ରେ ବିଶ୍ୱ ଛେନାପୋଡ଼ ଦିବସ

ନୟାଗଡ଼ ଅଫିସ, ୯।୪: ଆସନ୍ତା ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଭଳିସ୍ଥଳେ ଏପ୍ରିଲ ୧୧ ପୂର୍ବାହ୍ନ ୧୧ଟାରେ…

ଛଦ୍ମଚାଷୀ ଟାର୍ଗେଟ୍‌ ପୂରଣ କଲେ

ପଟ୍ଟାମୁଣ୍ଡାଇ,୯ା୪(ସ୍ବ.ପ୍ର.): ଚଳିତ ଖରିଫ ଋତୁ ପାଇଁ ଧାନକିଣା ଅବଧି ମାର୍ଚ୍ଚ ୩୦ରେ ଶେଷ ହେଇଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ୧୪ଟି ମଣ୍ଡିରୁ ୫୮୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨…

ଜଣ୍ଡିସ୍‌ ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ,୯ା୪: ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ନିକଟରେ ପ୍ରତ୍ୟହ ଅଭିଯୋଗର ସଂଖ୍ୟା ବଢ଼ୁଛି। ଅପରପକ୍ଷରେ ଜିଲାର ଏବେ…

ଅବଧି ଶେଷ ପରେ ବି ସରୁନି ରାସ୍ତା ନିର୍ମାଣ

ଚଣ୍ଡିଖୋଲ,୯ା୪(ଡି.ଏନ.ଏ.): ମାତ୍ର ୩ ବର୍ଷ ହେବ ଜଳ ସମ୍ପଦ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ରାସ୍ତା ନିର୍ମାଣ ଆଳରେ ବିପୁଳ ଟଙ୍କା ବିଭାଗୀୟ ଅଧିକାରୀମାନେ ଲୁଟ୍‌ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବୈରୀ-ଚଣ୍ଡିଖୋଲ ହାଇଲେଭଲ କେନାଲ ବନ୍ଧ…

୯୮,୨୯୪ ବର୍ଗଫୁଟ୍‌ର ରିବନ୍‌ରେ ମାନସିକ ସ୍ବାସ୍ଥ୍ୟ ସଚେତନତା

ଯାଜପୁର ରୋଡ୍‌,୯ା୪(ଡି.ଏନ୍‌.ଏ.): ଯାଜପୁର ରୋଡ୍‌ର ବ୍ୟାସନଗର ଷ୍ଟାଡିୟମଠାରେ ଶନିବାର ମାନସିକ ସ୍ବାସ୍ଥ୍ୟ ସଚେତନତାକୁ ନେଇ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୋଟାରାକ୍ଟ କ୍ଳବ ଭୁବନେଶ୍ୱର ରୟାଲ ଓ ରୋଟାରାକ୍ଟ କ୍ଳବ ବ୍ୟାସଭୂମି ଯାଜପୁର ରୋଡ୍‌ର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ…

ବିଷାକ୍ତ ପାଣି ଛାଡୁଛନ୍ତି ରାଇସ୍‌ ମିଲ୍‌

ଯାଜପୁର ଅଫିସ୍‌/କୋରେଇ (ଡି.ଏନ୍‌.ଏ.),୯ା୪: ଯାଜପୁର ଜିଲାର ବିଭିନ୍ନ ରାଇସ୍‌ ମିଲ୍‌ରୁ ବାହାରୁଥିବା ବର୍ଜ୍ୟ ପାଣି ପରିବେଶ ଏବଂ ସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ହୋଇଛି। ଏହାର ବିଶୋଧନ ପାଇଁ ଉନ୍ନତମାନର ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଇଟିପି) ଲଗାଯାଇ ନ ଥିବାରୁ ବେଳକୁ ବେଳ…

ବଜ୍ରପାତ ନେଲା ୪ଜୀବନ: ଶବ ସଂସ୍କାର କରିବାକୁ ଯାଇଥିବା ୩ ମହିଳା ମୃତ

ପ୍ରକୃତି କୋପର ଶିକାର କିଏ କେତେବେଳେ ଯେ ହେବ ତାହା କେହି କଳନା କରି ପାରିବେ ନାହିଁ। କେହି କିଛି ଭାବିବା ପୂର୍ବରୁ ଅକାଳରେ ଚାଲିଯାଏ ଜୀବନ। ଶନିବାର ବଜ୍ରପାତରେ ୨ଟି ସ୍ଥାନରେ ୪ ଜୀବନ ଚାଲିଯାଇଛି । ମୟୂରଭଞ୍ଜ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?