ଆମ ଜିଲା ଖବର

ମନ୍ତ୍ରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ଇସ୍ତଫା ଦାବି କଲା ଭାଜପା

ବେଗୁନିଆପଡ଼ା,୧୫ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବିଧାୟକ ତଥା ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାକୁ ନେଇ ଶନିବାର କୋଦଳା ଭାଜପା ପକ୍ଷରୁ କୋଦଳା ଥାନାରେ ଏତଲା…

୨୦ ଦିନରେ ମୋହରିର ସଂଘର ଧାରଣା

ଆନନ୍ଦପୁର,୧୫ା୪(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ୨୦ ଦିନରେ ପହଞ୍ଚିଛି। ଆନନ୍ଦପୁର ବିକାଶ ପରିଷଦର ଆହ୍ବାନରେ ମାର୍ଚ୍ଚ ୨୭ରୁ ଜିଲା ଦାବି ପ୍ରସଙ୍ଗକୁ ନେଇ ଧାରଣା ଆରମ୍ଭ ହୋଇଥିଲା। ଏହି ଧାରଣାରେ…

ପ୍ରତିଶ୍ରୁତି ପାଣିର ଗାର, ବେସାହାରା ପରିବାର

ଭବାନୀପାଟଣା,୧୫।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବଡ଼ପୁଝାରିଗୁଡା ପଞ୍ଚାୟତ ବତାସୀଗୁଡା ଗ୍ରାମର ସ୍ବର୍ଗତ ମଦନ ମାଝିଙ୍କ ପରିବାର ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି। କେନ୍ଦୁଲିଭରେ କାମ କରି ପରିବାରକୁ ରୋଜଗାର ଯୋଗାଉ ଥିବା ମଦନଙ୍କ ଅକାଳ ବିୟୋଗ ପରେ ପରିବାର ଲୋକେ…

ବନ୍ଧାହେଲେ ପୂର୍ବତନ ସରପଞ୍ଚ

ଭଦ୍ରକ ଅଫିସ,୧୫।୪: ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ କେଦାରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀ ଶନିବାର ଗିରଫ ହୋଇଛନ୍ତି l ଗତ ୬ ତାରିଖରେ ବାରଭାଗ ଶାସନ ଗ୍ରାମରେ ବିଭିନ୍ନ ଫଣ୍ଡରୁ ମୋଟ ୩୯ଲକ୍ଷ ଟଙ୍କାର ସରକାରୀ…

ପୌରପାଳିକାରେ ହେଉନି ନିୟମିତ ବୈଠକ: ଜିଲାପାଳଙ୍କୁ ଭେଟିଲେ ପାରିଷଦ

ଭଦ୍ରକ ଅଫିସ,୧୫।୪: ଭଦ୍ରକ ପୌରପାଳିକାରେ ନିୟମିତ ବୈଠକ ହେଉ ନ ଥିବା ନେଇ ଶନିବାର ଜିଲାପାଳଙ୍କୁ ଭେଟି ବିଜେଡି ପାରିଷଦ ବିଭିନ୍ନ ଦାବି ଜଣାଇଛନ୍ତି l ସେମାନଙ୍କ ଦାବି ଅନୁସାରେ ବର୍ଷେ ହେଲା ନିର୍ବାଚିତ ହୋଇଥିଲେ ମଧ୍ୟ ନିଜ ୱାର୍ଡରେ ଉନ୍ନତିମୂଳକ…

ବନ୍ଧା ହେଲେ ପୂର୍ବତନ ସରପଞ୍ଚ

ଭଦ୍ରକ ଅଫିସ, ୧୫।୪: ଭଦ୍ରକ ଜିଲା ସାବରଙ୍ଗ ଥାନା ଅନ୍ତର୍ଗତ କେଦାରପୁର ପଞ୍ଚାୟତର ପୂର୍ତନ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀ ଶନିବାର ଗିରଫ ହୋଇଛନ୍ତି । ଗତ ୬ ତାରିଖରେ ବାରଭାଗ ଶାସନ ଗ୍ରାମରେ ବିଭିନ୍ନ ଫଣ୍ଡରୁ ମୋଟ ୩୯ ଲକ୍ଷ…

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ: ବଢ଼ିଲା ଅବଧି

ସମ୍ବଲପୁର ୧୫।୪(ବ୍ୟୁରୋ): ସମ୍ବଲପୁରରେ ବନ୍ଦ ଥିବା ଇଣ୍ଟରନେଟ ସେବା ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ। ଇଣ୍ଟରନେଟ ସେବା ବନ୍ଦ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ସଇଁନ୍ତଳା ରେଲୱେ ଷ୍ଟେଶନ ନିକଟରେ ଭୟାବହ ଅଗ୍ନିକାଣ୍ଡ

ଟିଟିଲାଗଡ଼,୧୫।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ରେଲୱେ ଷ୍ଟେଶନ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି।ଦୁଇ ଘଣ୍ଟା ବିତିଯାଇଥିଲେ…

କିଡ୍‌ନୀ ରୋଗରେ ଆକ୍ରାନ୍ତ ସରଗାଦି ଗାଁ

ଖଡ଼ିଆଳ,୧୫।୪(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁ ପଞ୍ଚାୟତ ସରଗାଦି ଗ୍ରାମରେ କିଡ୍‌ନୀ ରୋଗରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୫୦ରୁ ଅଧିକ ଲୋକ ଏହି ରୋଗରେ ପଡି ମୃତ୍ୟୁସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। କାହା…

ଯୋଜନାରେ ସୀମିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର

କଟକ ଅଫିସ,୧୫।୪: ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଅତ୍ୟାଧୁନିକ ହେବ। ପାଠାଗାରରେ ଇ-ଲାଇବ୍ରେରି ସୁବିଧା ରହିବ। ଏକାବେଳେ ୫୦୦ ଜଣ ବସି ପାଠ ପଢିଲା ଭଳି ହଲ୍‌ ନିର୍ମାଣ କରାଯିବ। ବସିବା ଓ ପଢିବା ପାଇଁ ଅଲଗା ପ୍ରକୋଷ୍ଠ, ବରିଷ୍ଠ ନାଗରିକ…

୨ ମାସ ମଧ୍ୟରେ ହାଇକୋର୍ଟରେ ତଥ୍ୟ ଦାଖଲ ନିର୍ଦ୍ଦେଶ

କାଏମା,୧୫।୪(ଡି.ଏନ.ଏ.): ଯାଜପୁର ଜିଲାର ବହୁ ଗରିବ, ଅସହାୟ, ବିଧବା ଓ ଶ୍ରମିକ ଶ୍ରେଣୀ ଲୋକମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଏକାଧିକ ବାର ଦରଖାସ୍ତ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି ା ସେମିତି ଏକ ଅଭିଯୋଗ ଧର୍ମଶାଳା…

କ୍ଷେତକୁ ଯିବା ପାଇଁ ବାଉଁଶ ଚାର ଭରସା

ରାଜକନିକା, ୧୫।୪ (ଡି.ଏନ୍‌.ଏ.): ରାଜକନିକା ବ୍ଲକ ପେଗରପଡ଼ା ପଞ୍ଚାୟତ ବଳିଭଣ୍ଡା ଗଁା ପାଖ ଚାଷ ଜମିକୁ ଲାଗି ଥିବା ବୈତରଣୀ ନଦୀର ଶାଖା ଚଢେଇଖିଆ ନାଳ। ଗ୍ରାମବାସୀ ଏହି ନାଳ ପାରି ହୋଇ ଚାଷ କରିବାକୁ କ୍ଷେତକୁ ଯାଇଥାନ୍ତି। ନାଳ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?