ଆମ ଜିଲା ଖବର

୧୮ରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ 

କଟକ ଅଫିସ,୧୬।୫: ଆସନ୍ତା ମେ୧୮ ତାରିଖରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ବୋର୍ଡ (ମାଧ୍ୟମିକ ଶିକ୍ଷା ପରିଷଦ) ପକ୍ଷରୁ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ୧୮ ତାରିଖ ଦିନ ୧୦ଟା ସମୟରେ ଫଳାଫଳ ଘୋଷଣା କରାଯିବ। ଦିନ…

ନିର୍ମାଣର ଏକ ମାସ ନ ପୂରୁଣୁ ପିଚୁ ଉଠିଲା

ପାଟଣା,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍‌ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣାଧୀନ ଧାନବେଣୀ-ବନବୀର ୨୦ କି.ମି ରାସ୍ତା ନିର୍ମାଣରେ ଅନିୟମିତତା ଦେଖାଯାଇଛି। ରାସ୍ତାର ଭାଳିଆ ଡାଳରୁ କଟାବେଡ଼ା ୨ କି.ମି. ରାସ୍ତା ନିର୍ମାଣକୁ ମାସେ ନ ପୁରୁଣୁ ପିଚୁ ଉଠିଗଲାଣି। ରାସ୍ତାରେ…

ଅଭିଯୁକ୍ତ ଦୁଇ ପୁତୁରାଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ,୧୬ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ପୁତୁରାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଥିବା ବେଳେ ଭାଇ ଓ ଭଣଜାଙ୍କୁ…

ଦୈନିକ ଆସୁଛି ୩୬୦ଟନ୍‌ ଆମ୍ବ

ବ୍ରହ୍ମପୁର ଅଫିସ,୧୬ା୫ଗଞ୍ଜାମ ଜିଲା ସମେତ ରାଜ୍ୟ ବାହାରୁ ଆମ୍ବ ରପ୍ତାନି କ୍ଷେତ୍ରରେ ବ୍ରହ୍ମପୁର ନୀଳକଣ୍ଠେଶ୍ୱର ଆମ୍ବ ବଜାରର ବିଶେଷ ଚାହିଦା ରହିଛି। ଏହି ବଜାରକୁ ପ୍ରତିଦିନ ୩୬୦ ଟନ୍‌ ଆମ୍ବ ଆସୁଛି। ଏଠାରୁ ଗଞ୍ଜାମ ସମେତ କଟକ, ଭୁବନେଶ୍ୱରକୁ ମଧ୍ୟ ପଠାଯାଉଛି।…

ରାସ୍ତା କାମ ଅଧାରୁ ବନ୍ଦ, ୩୦ ଗାଁ ଲୋକେ ହନ୍ତସନ୍ତ

ଧରାକୋଟ,୧୬ା୫(ଡି.ଏନ୍‌.ଏ.): ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲେ ଠିକାଦାର। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ହେଲେ ଗୁଣବତା ଭୁଲି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରିଥିବା ଯୋଗୁ ଗାଁ ଲୋକେ ଅଭିଯୋଗ କଲେ। ଏହା ଦେଖି ଅଧାରୁ କାମ ବନ୍ଦ…

କପିଳାସ ପୀଠ ସୁରକ୍ଷା ପ୍ରତି ଅଣଦେଖା

ଢେଙ୍କାନାଳ ଅଫିସ,୧୬ା୫: ରାଜ୍ୟର ପ୍ରମୁଖ ଶୈବପୀଠ ମଧ୍ୟରୁ ଢେଙ୍କାନାଳ ଜିଲାର ବିଶ୍ୱ ପ୍ରସିଦ୍ଧ କପିଳାସ ଅନ୍ୟତମ। ସେହିପରି ମହିମାଧର୍ମର ପୀଠ ଯୋରନ୍ଦା, ସବୁଜିମାମୟ ସପ୍ତଶଯ୍ୟା ମଧ୍ୟ ବେଶ୍‌ ପ୍ରସିଦ୍ଧ। ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ଭାବେ ସ୍ଥାନ ପାଇଥିବା ଏହି ୩ଟି ପୀଠକୁ…

୫ ମାସରେ ଗଲାଣି ୧୫ ଜୀବନ

ଅନୁଗୋଳ ଅଫିସ, ୧୬ା୫: ଜଙ୍ଗଲ ପାଖ ବଗିଚାରେ ପାଚିଲାଣି ଆମ୍ବ, ପଣସ। ହେଲେ ପରିବାର ପାଟିରେ ବାଜୁନି ଏହି ସ୍ବାଦିଷ୍ଟ ଫଳ। କାରଣ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହୋଇଥିବା ହାତୀପଲ କିଛିଦିନ ହେଲା ଏହି ବଗିଚା ଛାଡ଼ୁନାହାନ୍ତି। ୨୪ ଘଣ୍ଟିଆ…

ସ୍ବାସ୍ଥ୍ୟସେବା ନାଁରେ ଶୋଷଣ

ନୟାଗଡ଼ ଅଫିସ,୧୬।୫: ନୟାଗଡ଼ ଜିଲା ସଦର ମହକୁମାରେ ଘରୋଇ କ୍ଲିନିକ୍‌ କର୍ମକର୍ତ୍ତାଙ୍କ ମନମାନି ଉପରେ ଲଗାମ ଦେବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଛି । ଭଲ ସ୍ବାସ୍ଥ୍ୟସେବା ପାଇବା ପାଇଁ ଘରୋଇ କ୍ଲିନିକ୍‌ ମୁହଁା ରୋଗୀ ଉପଯୁକ୍ତ ସେବା ନ ପାଇ…

ଋଷିକୁଲ୍ୟା ସେତୁ ପ୍ରତି ବଢୁଛିି ବିପଦ

ଧରାକୋଟ,୧୬ା୫(ଡି.ଏନ୍‌.ଏ.): ଧରାକୋଟ ବ୍ଲକର ଜୀବନରେଖା ଋଷିକୁଲ୍ୟା ସେତୁ ପ୍ରତି ବିପଦ ବଢୁଛି। ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି ଋଷିକୁଲ୍ୟା ସେତୁ। ଜାତୀୟ ରାଜପଥ ୫୯କୁ ମୁକ୍ତେଶ୍ୱର ମନ୍ଦିର ନିକଟରେ ଯୋଡୁଥିବା ଏହି ସେତୁ ପ୍ରାୟ ୧୦ ବର୍ଷ ପୂର୍ବେ…

ଚମ୍ପୁଆ ସେକ୍ସନକୁ ଫେରିଲେ ୨୪ ହାତୀ

ଚମ୍ପୁଆ,୧୬ା୫(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାଲିବନ୍ଧ ସେକ୍ସନରୁ ରବିବାର ରାତିରେ ୨୪ ଟିକିଆ ହାତୀପଲ ଚମ୍ପୁଆ ସେକନ୍ସକୁ ଫେରିଛନ୍ତି। କାଳିକାପ୍ରସାଦ ରିଜର୍ଭ ଜଙ୍ଗଲରେ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଅସହ୍ୟ ଗରମ ହେତୁ ଦିନରେ ହାତୀପଲ ଉକ୍ତ…

ଅଭିନୟ ପୂର୍ବରୁ ଟଳିପଡ଼ିଲେ ଯାତ୍ରା ଅଭିନେତା ଜୟନ୍ତ

ନୀଳଗିରି,୧୬।୫(ସ୍ବ.ପ୍ର): କିଛି ସମୟ ପରେ ମଞ୍ଚ ଉପରେ କରିଥାନ୍ତେ ଅଭିନୟ। ଗ୍ରୀନରୁମ୍‌ରେ ସଜବାଜ ହୋଇ ବସିଥିଲେ। ମେଲୋଡି ସରିବା ପରେ ପ୍ରଥମ ଦୃଶ୍ୟରେ ଥିଲା ତାଙ୍କର ଅଭିନୟ। ହେଲେ ହଠାତ୍‌ ଅଚେତ ହୋଇ ଟଳିପଡ଼ିଲେ। ସାଥୀ କଳାକାର ଓ ଯାତ୍ରା କମିଟି…

ବିକ୍ରି ହେଉଛି ବିଷାକ୍ତ କେମିକାଲ ଯୁକ୍ତ ମାଛ

ଯାଜପୁରରୋଡ୍‌,୧୬ା୫(ଡି.ଏନ.ଏ.): ବ୍ୟାସନଗର ସହରରେ ଦିନକୁଦିନ ମାଛ ବ୍ୟବସାୟୀଙ୍କ ଠକାମି ବଢ଼ିବାରେ ଲାଗିଛି। ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ମାଛଗୁଡ଼ିକର ଅବସ୍ଥା ଖରାପ ହୋଇଯାଉଥିବା ଦେଖିବାକୁ ମିଳୁଛି। ତେଣୁ ବ୍ୟବସାୟୀମାନେ ଅଧିକ ଦିନ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?