ଆମ ଜିଲା ଖବର

ବନ୍ଦାଳୋ-ଏଣ୍ଡରପଦା ରାସ୍ତା ଅବସ୍ଥା ସୁଧୁରୁନି

ଚଣ୍ଡିଖୋଲ,୨।୭(ପ୍ରଦୀପ୍ତ କୁମାର ପୃଷ୍ଟି):କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନର ବଡ଼ଚଣା ଉପଖଣ୍ଡ ଅଧୀନରେ ରହିଛି ବନ୍ଦାଳୋ-ଏଣ୍ଡରପଦା ରାସ୍ତା। ଏହି ରାସ୍ତାଟି ବଡ଼ଚଣା ବ୍ଲକରେ ଅବସ୍ଥିତ ହୋଇଥିବାବେଳେ ଢେଙ୍କାନାଳ ଜିଲାକୁ ଗମନାଗମନ ପାଇଁ ସ୍ପର୍ଶ କରିଛି। ହେଲେ ରାସ୍ତାର ଅବସ୍ଥା ଦିନକୁ ଦିନ…

ଶିଳ୍ପାଞ୍ଚଳରୁ ଚାଲିଛି ଗଛ କଟା

କଳିଙ୍ଗନଗର,୨।୭(ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳ ଦିନେ ଘଞ୍ଚ ଜଙ୍ଗଲ ଥିଲା। କାଳକ୍ରମେ ଜନବସତି ପରେ ବିଭିନ୍ନ କଳକାରଖାନା ବସିଲା। ଏଥିନିମନ୍ତେ ହଜାର ହଜାର ଗଛ କଟାଗଲା ଏବଂ କିଛି ଚାରାରୋପଣ କରଗଲା, ଯାହାକି ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆବଶ୍ୟକ ଥିଲା।…

ବୌଦ୍ଧପୀଠ ହାତିଆଶୁଣୀ ରାସ୍ତା ଶୋଚନୀୟ

କାଏମା,୨।୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ମଧ୍ୟଭାଗରେ ଐତିହାସିକ ବୌଦ୍ଧ କୀର୍ତ୍ତିରାଜି କାଏମା ପାହାଡ଼ ଅବସ୍ଥିତ ଓ ଏହାର ପାଦଦେଶରେ ବୌଦ୍ଧକୀର୍ତ୍ତି ସମ୍ପନ୍ନ ହାତିଆଶୁଣୀ ପୂଜା ପାଉଛନ୍ତି। ରାଜ୍ୟ ସଂସ୍କୃତି ବିଭାଗ ଓ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ୨୦୦୪ରେ…

ଅବହେଳିତ ଦାମୋଦର ବିଦ୍ୟାପୀଠ

କାଏମା,୨।୭(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଭୟପୁର ପଞ୍ଚାୟତର ଅଚ୍ୟୁତପୁରଠାରେ ଥିବା ଦାମୋଦର ବିଦ୍ୟାପୀଠ ଏବେ ଅବହେଳିତ ଅବସ୍ଥାରେ ରହିଛି। ସ୍ମାର୍ଟ ସ୍କୁଲ୍‌ ଯୋଜନାରେ ଏହି ବିଦ୍ୟାପୀଠକୁ ୨୦୨୨ ଜୁନ୍‌ରେ ରୂପାନ୍ତରଣ କରାଯାଇଥିଲା। ହେଲେ ଏହାର ରକ୍ଷଣାବେକ୍ଷଣ ଉପରେ କାହାର ନଜର ନ…

କୋହଳ ଦଫା ଲଗାଇ ମାମଲାକୁ ଦୁର୍ବଳ କରୁଛି ପୋଲିସ

ରଘୁନାଥପୁର,୨।୭(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ଥାନା କୋଟକଣା ଗ୍ରାମର ଶରତ ଚନ୍ଦ୍ର ସ୍ବାଇଁ(୭୫)ଙ୍କୁ ଜୁନ ୧୫ରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏ ସମ୍ପର୍କରେ ସ୍ତ୍ରୀ ସରୋଜିନୀ ରଘୁନାଥପୁର ଥାନାରେ ପୁତୁରା କୃତ୍ତିବାସ ସ୍ବାଇଁଙ୍କ ସହାୟତାରେ ଅଭିଯୋଗ କରିଥିଲେ। ମାତ୍ର ଏହି ମାମଲାରେ ପୋଲିସ…

ଭିତରକନିକା ଆର୍ଦ୍ରଭୂମିକୁ ଉଜାଡ଼ିବ ପ୍ରଦୂଷିତ ଜଳ

କେନ୍ଦ୍ରାପଡ଼ା,୨।୭ (ଜଗନ୍ନାଥ ଧଳ)ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିଛି ା ତେବେ କେନ୍ଦ୍ରାପଡ଼ା ଜିଲାରେ ଆଶାନୂରୂପକ ବର୍ଷା ହୋଇନାହିଁ ା ଫଳରେ ଜିଲାରେ ଉତ୍କଟ ଜଳାଭାବ ଦେଖାଦେଇଛି। ଏପରି କି ଭିତରକନିକା ଆଦ୍ରଭୂମିକୁ ସଂଲଗ୍ନ ଥିବା ୩ ନଦୀ ସିଷ୍ଟମ ଜଳାଭାବରୁ…

ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା

ଖଣ୍ଡପଡ଼ା,୨।୭(ଅଜୟ କୁମାର ମହାରଣା)କେନ୍ଦ୍ର ହେଉ ଅବା ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରି ବିକାଶର ପ୍ରଚାର କରୁଥିବା ବେଳେ ତାହା ପ୍ରକୃତପକ୍ଷେ ତୃଣମୂଳସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ସେଥିପ୍ରତି ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି…

ଅଫିସ ଆସିବାକୁ ନିର୍ଦ୍ଧାରିତ ସମୟ ନାହିଁ

ନୂଆଗାଁ,୨।୭(ଧନେଶ୍ୱର ସାହୁ)ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନେ ସକାଳ ୧୦ଟାରେ ପହଞ୍ଚତ୍ କାର୍ଯ୍ୟାରମ୍ଭ କରିବାର ନିର୍ଦ୍ଦେଶ ରହିଛି। କିନ୍ତୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ଦିନ ୧୧ଟା ସୁଦ୍ଧା କର୍ମଚାରୀଙ୍କ ଦେଖା ମିଳୁନି। ଫଳରେ କୌଣସି କାମରେ ଆସି ଲୋକେ…

ବ୍ୟବଚ୍ଛେଦ ନ କରି ନେଇ ଯାଉଛନ୍ତି ମୃତଦେହ

ନୟାଗଡ଼,୨।୭(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ବ୍ୟବଚ୍ଛେଦ ନ କରି ମୃତଦେହଗୁଡିକୁ ଜୋରଜବରଦସ୍ତ ଘରକୁ ନେଇ ଯାଉଛନ୍ତି। ଖର୍ଚ୍ଚରୁ ମୁକ୍ତି ପାଇଁ ମୃତଦେହଗୁଡିକୁ ବାଇକ୍‌ରେ ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। କାର୍ଯ୍ୟାନୁଷ୍ଠାନ ନ ଥିବାରୁ ୧୦ ଦିନ ମଧ୍ୟରେ ୨ଟି ଘଟଣା…

୯ ବର୍ଷ ପରେ ମହାରାଷ୍ଟ୍ରରୁ ବାପା ଗିରଫ

କଟକ,୨।୭ (କାର୍ତ୍ତିକ ସାହୁ)କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଞ୍ଚଳରେ ୧୦ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ଅଭିଯୁକ୍ତ ପ୍ରଶାନ୍ତ ସାହାଣୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ ମୁରବାଦରୁ ଧରି ଶନିବାର ସନ୍ଧ୍ୟାରେ କଟକରେ…

ପୁରୀରୁ କାକଟପୁର ମୋ ବସ୍‌ ସେବା ଆରମ୍ଭ

ପୁରୀ,୨।୭(ଅଜିତ୍‌ ମହାନ୍ତି)ଜୁଲାଇ ୧ଠାରୁ ବିଧିବଦ୍ଧ ଭାବେ ପୁରୀରୁ କାକଟପୁର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାରା ମୋ ବସ୍‌ ସେବା ଆରମ୍ଭ ହୋଇଯାଇଛି। ଏହି ବସ୍‌ ଭାୟା ବାଲିଘାଇ ଛକ ଓ କୋଣାର୍କ ହୋଇ ଯାତାୟାତ କରିବ। କୋଣାର୍କ ଏକ ଅନ୍ତର୍ଜାତୀୟସ୍ଥରୀୟ ପର୍ଯ୍ୟଟନସ୍ଥଳୀ,…

ଆଜି ମହାପ୍ରଭୁଙ୍କୁ ଲାଗି ହେବ ନୀଳାଚଳ ଅବଢ଼ା

ପୁରୀ,୨।୭(ଅଜିତ୍‌ ମହାନ୍ତି)ନବଦିନାମତ୍କ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀଭାଇଙ୍କ ସହ ଏବେ ଶ୍ରୀମନ୍ଦିର ରତ୍ନସିଂହାସନରେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି। ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦି ମହାପ୍ରଭୁଙ୍କ ବିଜେ ପରେ ପୁଣି ଶ୍ରୀମନ୍ଦିର ପୂର୍ଣ୍ଣ ହୋଇଉଠିଛି। ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?