ଆମ ଜିଲା ଖବର

ପଟ୍ଟାମୁଣ୍ଡାଇରେ ନକଲି ଔଷଧ ବ୍ୟବସାୟ ବଢୁଛି

ପଟ୍ଟାମୁଣ୍ଡାଇ,୨୪୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିମ୍ନମାନର ଔଷଧ କାରବାର ସାଙ୍ଗକୁ ବେଆଇନ ଔଷଧ ଦୋକାନ ବଢ଼ି ଚାଲିଛି। ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଛତୁ ଫୁଟିବା ଭଳି ଔଷଧ ଦୋକାନ ଗଢ଼ି ଉଠୁଛି। ପଟ୍ଟାମୁଣ୍ଡାଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରାୟ…

କଇଁଛ ଦିବସ ପାଳିବାକୁ ବନ ବିଭାଗ ଭୁଲିଗଲା

ରାଜନଗର, ୨୪।୫(ଡି.ଏନ.ଏ.): ଅଲିଭ୍‌ରିଡେଲ କଇଁଛଙ୍କ ଅନ୍ତୁଡିଶାଳ ପାଇଁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ୧୯୭୫ ମସିହା ପରଠାରୁ ଅଲିଭ୍‌ରିଡେଲ କଇଁଛଙ୍କ ରହସ୍ୟମୟ ଜୀବନଶୈଳୀ ବଙ୍ଗୋପସାଗର ନାସୀ-୨ ସମେତ ସାତଭାୟା, ଅଗରନାସୀ ବେଳାଭୂମିରେ ସମୂହ…

ଏପ୍ରିଲ ସୁଦ୍ଧା ୮୫ ଦୁର୍ଘଟଣାରେ ୩୪ ମୃତ

ଜଗତ୍‌ସିଂହପୁର ଅଫିସ, ୨୪।୫: ଚଳିତବର୍ଷ ଏପ୍ରିଲ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ମୋଟ ୮୫ଟି ଦୁର୍ଘଟଣା ଘଟିଛି। ଏଥିରେ ୩୪ଜଣଙ୍କ ଜୀବନ ଯାଇଛି। ମଦ୍ୟପାନ ଓ ସ୍ପିଡ୍‌ ଡ୍ରାଇଭିଂ ଯୋଗୁ ଏଭଳି ଘଟୁଛି। ଚଳିତ ଜାନୁୟାରୀରୁ ଏପ୍ରିଲ ମାସ ମଧ୍ୟରେ ପରିବହନ…

ଖଟୁଆକୁଦା ସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ଦାବି ଜୋର ଧରିଲା, ବିଇଓ ଅଫିସରେ ଫେରାଦ ହେଲେ ଗ୍ରାମବାସୀ

ଗଞ୍ଜାମ,୨୪।୫(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆ କୁଦା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି ଜୋର ଧରିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ l…

ଆଜି ଦେବ ଦମ୍ପତ୍ତିଙ୍କ ବିବାହ

ଆରଡି, ୨୪।୫( ଡି.ଏନ.ଏ.): ଆଜି ଶିବ ବିବାହ। ଏହି ଉପଲକ୍ଷେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ସକାଳଠାରୁ ଉତ୍ସବମୁଖର ହୋଇଉଠିଛି। ପୂର୍ବାହ୍ନ୍ଣରେ ହନୁମାନ ମହାପ୍ରଭୁ ବରଧରା ବେଶରେ ନଗର ଭ୍ରମଣ କରୁଛନ୍ତି। ଶହଶହ ଭକ୍ତ ବରଧରା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି…

ମା’ ପାର୍ବତୀଙ୍କୁ ଚୋରିକଲେ ପଞ୍ଚମହାଦେବ

ପୁରୀ ଅଫିସ, ୨୪।୫: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ମଙ୍ଗଳବାର ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ପୀଠରେ କନ୍ୟାଚୋରି ନୀତି ସମ୍ପନ୍ନ ହୋଇଛି। ପରମ୍ପରା ମୁତାବକ, ପଞ୍ଚମହାଦେବ ପାର୍ବତୀଙ୍କୁ ଚୋରି କରିଛନ୍ତି। ବୁଧବାର ରୀତିନୀତି ଅନୁଯାୟୀ, ମା ପାର୍ବତୀଙ୍କୁ ମହାଦେବ ବିବାହ କରିବେ।…

ଇଟାଭାଟି, ହୋଟେଲ, ଦୋକାନରେ ଚଢ଼ାଉ

କଟକ ଅଫିସ, ୨୪।୫: କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ହୋଟେଲ, ରେଷ୍ଟୁରାଣ୍ଟ, ନର୍ସିଂହୋମ୍‌ ଓ ଅନ୍ୟାନ୍ୟ ଦୋକାନରେ କିଛିଦିନ ହେବ ଚଢ଼ାଉ ଜାରି ରହିଛି। ଦୋକାନରେ ଥିବା ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ବାସିଖାଦ୍ୟ ଥିବା ଜଣାପଡ଼ିବା…

ଟୋଲଗେଟ୍‌ କର୍ମଚାରୀ-ପର୍ଯ୍ୟଟକ ଗଣ୍ଡଗୋଳ

ଆଠଗଡ଼,୨୪।୫(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ମୁଣ୍ଡଳୀ ମହାନଦୀ ବ୍ରିଜ ଟୋଲ ଗେଟ୍‌ରେ କର୍ମଚାରୀଙ୍କ ସହ ୨ ବସ୍‌ ଚାଳକ ଓ ପର୍ଯ୍ୟଟକଙ୍କ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଛତିଶଗଡ଼ର ୪…

ପାଣି ଟାଙ୍କି ପରିସରରେ ନାବାଳିକାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜମନକିରା,୨୪।୫(ଡି.ଏନ.ଏ): ଜମନକିରା ବ୍ଲକ ଗୁଣ୍ଡରୁଚୁଆଁ ପଞ୍ଚାୟତ ଓଭର ହେଡ ପାଣି ଟାଙ୍କି ପରିସରରେ ବୁଧବର ଏକ ନାବାଳିକାଙ୍କ ମୃତ ସେହ ଉଦ୍ଧାର କରାଯାଇଛି। ସେ ହେଲେ ଅମ୍ରିତା ସିଂ (୧୭)। ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ କୁଚିଣ୍ଡା ପୋଲିସ…

ଦର୍ପଦଳନ ରଥକୁ ଧକ୍କା ଦେଲା ଅଟୋ

ପୁରୀ ଅଫିସ, ୨୪।୫: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ତିନି ରଥର ନିର୍ମାଣ କାମ ଜାରି ରହିଛି। ମହାରଣା ସେବକ ଓ ଭୋଇ ସେବକମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ବଡ଼ଦାଣ୍ଡରେ ନିର୍ମାଣାଧୀନ ତିନିରଥ ଦଣ୍ଡାୟମାନ…

ବିଡିଓଙ୍କ ଜାଲ୍‌ ଦସ୍ତଖତ କରି ଭାଜପା ନେତା ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୨୩ା୫ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବିଡିଓ ଐଶ୍ୱର୍ଯ୍ୟା ସାମନ୍ତରାୟଙ୍କ ଦସ୍ତଖତକୁ ଜାଲ୍‌ କରି ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ଟାଙ୍ଗୀ ଥାନା ପୋଲିସ ଜଣେ ଠିକାଦାରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେ ହେଲେ…

ଜଳେଶ୍ୱର ଝିଅ ରଶ୍ମିଙ୍କ କମାଲ

ଜଳେଶ୍ୱର, ୨୪।୫(ଡି.ଏନ୍‌.ଏ): ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଝାଡପିମ୍ପଳ ଗାଁର ଝିଅ ରଶ୍ମି ପ୍ରଧାନ ସର୍ବଭାରତୀୟ ସ୍ତରରେ ୪୦୫ ର଼୍ୟାଙ୍କ ରଖି ସଫଳତା ହାସଲ କରିଛନ୍ତି। ରଶ୍ମିଙ୍କ ବାପା ରାଧାଶ୍ୟାମ ଭୁବନେଶ୍ୱରର ଭୂତଳଜଳ ଉନ୍ନୟନ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?