ଆମ ଜିଲା ଖବର

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଓ ବିଏସ୍‌ଏଫ୍‌ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅଞ୍ଚଳ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଏ ନେଇ ମାଲକାନଗିରି ଏସ୍‌.ପି. ନିତିଶ୍‌ ବାଧ୍ୱାନୀ…

ଘରେ ରଖିଥିଲେ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ, ଜବତ କଲା ପୋଲିସ

କୋରାପୁଟ,୧ା୭(ଅମିତାଭ ବେହେରା): ଘରେ ଗଚ୍ଛିତ ରଖିଥିବା ଗଞ୍ଜେଇକୁ ପୋଲିସ ଜବତ କରିଛି। ମାଛକୁଣ୍ଡ ପୋଲିସ ସୂଚନା ଅନୁସାରେ ମାଛକୁଣ୍ଡ ଥାନା ଅନ୍ତର୍ଗତ ମାହାଡ଼ା ଗ୍ରାମର ସମରା ବଡ଼ନାୟକଙ୍କ ଘରେ ବାହାର ରାଜ୍ୟକୁ ଚୋରା ଚାଲାଣ ହେବା ପାଇଁ ଗଚ୍ଛିତ ହୋଇ ରହିଥିବା…

ଅଧିକ ଟଙ୍କା ରୋଜଗାର ଆଶାରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ

ସୋରଡ଼ା,୧ା୭(ଲମ୍ବୋଦର ପାଣିଗ୍ରାହୀ): ଅଳ୍ପ ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଅଞ୍ଚଳର ଶତାଧିକ ଯୁବକ ଅର୍ଥ ଶ୍ରାଦ୍ଧ କରି ଏବେ ଚିନ୍ତାରେ ପଡ଼ିଛନ୍ତି। ଗଞ୍ଜାମ ଜିଲା ସୋରଡା ଏନ୍‌ଏସି ଓ ବ୍ଲକର ବିଭିନ୍ନ ଅଞ୍ଚଳରେ ୪ ମାସ…

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ଜୀବନ ଗଲା

କୋରାପୁଟ,୧ା୭(ଅମିତାଭ ବେହେରା): ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲା ଲମତାପୁଟ ବ୍ଲକ ତୁଷୁବା ପଞ୍ଚାୟତର କଞ୍ଚଣା ଗ୍ରାମରେ। ସୂଚନାନୁସାରେ, ସେଇ ଗ୍ରାମର ଅର୍ଜୁନ କିର୍ଷାଣୀଙ୍କ…

ଆଦର୍ଶ ଶିକ୍ଷକଙ୍କ ପରଲୋକ

ତିର୍ତ୍ତୋଲ,୧ା୭(ଗୌରାଙ୍ଗ ସ୍ବାଇଁ): ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାମୋଦରପାଟଣାର ଆଦର୍ଶ ଶିକ୍ଷକ ସୁରେନ୍ଦ୍ର କୁମାର ମହାପାତ୍ରଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଶୁକ୍ରବାର ତାଙ୍କ ବାସଭବନରେ ପରଲୋକ ହୋଇଛି। ସେ ଏକାଧାରରେ ଜଣେ ଶିକ୍ଷକ, ନାଟ୍ୟକାର, ନିର୍ଦ୍ଦେଶକ ଏବଂ…

ବିଜେଡି ନେତାଙ୍କୁ କାର୍‌ ମଡ଼ାଇ ହତ୍ୟା ଘଟଣା: ବ୍ରଜରାଜନଗର ଷ୍ଟେଶନରୁ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର,୧ା୭(ସୁବାସ ପାଢ଼ୀ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ ଜଣେ ବିଜେଡି ନେତାଙ୍କୁ କାର୍‌ ମଡ଼ାଇ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି କେ.ନୂଆଗାଁ ଥାନା ଅନ୍ତର୍ଗତ ଖାମ୍ଭାରିଗାଁର ରାମକୃଷ୍ଣ ମିଶ୍ର(୪୦)। ରାମକୃଷ୍ଣଙ୍କୁ…

ଛିଡ଼ାହୋଇଥିବା ଟ୍ରକ୍‌ ପଛରେ ପିଟିହେଲା ବସ୍‌: ୨ ଚାଳକ ଗୁରୁତର

ଜମନକିରା,୧ା୭:(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଜାତୀୟ ରାଜପଥ ୫୩ନଂ. ବାଇପାସ୍‌ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ବିଭାଗ ପକ୍ଷରୁ କରାଯାଇଥିବା ନୂତନ ରାସ୍ତାର ଭିତ୍ତିପ୍ରସ୍ତର ଠିକ୍‌ ନଥିବା ଯୋଗୁ ଏଭଳି ଅସୁବିଧା ହେଉଥିବା ନେଇ ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି। ଏଭଳି…

ଘର ଭିତରକୁ ପଶିଗଲା କାର

  ବାରିପଦା ଅଫିସ,୧।୭: ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ମଞ୍ଚାବନ୍ଧାଠାରେ ଦୁଇ କାର ମଧ୍ୟରେ ଧକ୍କା ହୋଇଛି। ଏଥିରେ ଗୋଟିଏ କାର ଜଣଙ୍କ ଘର ଭିତରକୁ ପଶିଯାଇଛି। ଅନ୍ୟ କାରଟି ରାସ୍ତା ପାଶର୍‌ବରେ ଓଲଟି ପଡିଥିଲା । ଫଳରେ କାର ମଧ୍ୟରେ…

ମାଓବାଦୀଙ୍କ ତାଣ୍ଡବ ଜାଳିଦେଲେ ୯ ମେଶିନ

ମୁନିଗୁଡା,୧।୭(ରାଧେଶ୍ୟାମ ଅଗ୍ରୱାଲ): ରାୟଗଡ଼ା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା ଏକ କ୍ରସରରେ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ଉକ୍ତ କ୍ରସରରେ ଥିବା ଦୁଇଟି ପ୍ରୋକ୍ଲିନ, ୫ଟି ହାଇଓ୍ବା ଓ ୨ଟି ଲୋଡର…

୫ ଦିନ ହେଲା ପଞ୍ଚାୟତ ଅଫିସରେ ତାଲା

ଲାଞ୍ଜିଗଡ଼,୧।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତରେ ୫ ମାସରୁ ଊଦ୍ଧ୍ୱର୍ର୍ ହେଲା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ମିଳିନାହିଁ। ଏହାର ପ୍ରତିବାଦରେ ଗତ ୫ ଦିନ ହେଲା ପଞ୍ଚାୟତ ଅଫିସରେ ହିତାଧିକାରୀମାନେ ତାଲା ପକାଇଛନ୍ତିି।…

୨ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ

ବୌଦ୍ଧ,୧ା୭(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ବିକ୍ରମ କୁମାର ପ୍ରଧାନ ଶୁକ୍ରବାର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାରକରି ୨ଜଣ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା…

ଆନ୍ତଃ ରାଜ୍ୟ ର଼୍ୟାକେଟ ସମ୍ପୃକ୍ତି: ୯ ଗିରଫ

ସମ୍ବଲପୁର,୧ା୭(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ଗଡଗଡବାହାଲ ନିକଟ ଗାୟତ୍ରୀ କମ୍ପାନୀ ଅଫିସ ନିକଟରେ ଗୁରୁବାର ହାଇୱାଗୁଡିକୁ କାଟି ବିକ୍ରି କରାଯାଉଥିବାବେଳେ ପୋଲିସ ଚଢାଉ କରିଥିଲା। ଶୁକ୍ରବାର ଏହି ଆନ୍ତଃରାଜ୍ୟ ସ୍କ୍ରାପ ଚୋରି ର଼୍ୟାକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?