ଆମ ଜିଲା ଖବର

ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡି ପାଲଟିଛିି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ଦାରିଙ୍ଗବାଡି,୮।୬(ଡି.ଏନ.ଏ): ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡି ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟି ଗଲାଣି। ଅପରାଧ ଘଟାଇ ସେଠାରେ ଲୁଚି ରହୁଛନ୍ତି। କନ୍ଧମାଳ ଜିଲା ଦାରିଙ୍ଗବାଡିର ଏକ ହୋଟେଲରେ ୩ ଜଣ ଅପରାଧୀ ଲୁଚିରହିଥିଲେ।ଖବର ପାଇ ମଙ୍ଗଳବାର ସଂଧ୍ୟାରେ ଭୁବନେଶ୍ୱର କମିଶନରେଟ ପୋଲିସ ସ୍ଥାନୀୟ ପୋଲିସ ସହାୟତରେ…

ପୋଲିସ ଏସ୍‌ଆଇଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ

ସମ୍ବଲପୁର୍‌, ୮ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନାମରେ ଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ବୁର୍ଲା ଥାନା ଅନ୍ତର୍ଗତ କିରବା ଅଞ୍ଚଳର ପରମିତା ଧଳ ନାମ୍ନୀ ମହିଳା ବୁଧବାର ପୋଲିସ ଅଧିକାରୀ ଅଭିନ୍ନ ମିଶ୍ରଙ୍କ ନାମରେ ସମ୍ବଲପୁର…

କେନାଲ କାମକୁ ନେଇ ଚାଷୀ ଅସନ୍ତୋଷ

ସମ୍ବଲପୁର୍‌, ୮ା୬(ବ୍ୟୁରୋ): ଯୁଯୁମୁରା ବ୍ଲକରେ କ୍ଷୁଦ୍ର ଜଳସେଚନ (ଏମ୍‌ଆଇ) ବିଭାଗ ପକ୍ଷରୁ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କେନାଲ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି…

ଆଶାଜନକ ନୁହେଁ ଧାନର ଏମ୍‌ଏସ୍‌ପି ବୃଦ୍ଧି

ବରଗଡ଼ ଅଫିସ୍‌, ୮ା୬: କେନ୍ଦ୍ର ସରକାର ବୁଧବାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କାରୁ ୨୧୮୩ ଟଙ୍କା ଏବଂ ଗ୍ରେଡ୍‌-ଏ(ଏଫଏକ୍ୟୁ) ଧାନ କୁଇଣ୍ଟାଲ ପ୍ରତି ୨୦୬୦ ଟଙ୍କାରୁ ୨୨୬୩ ଟଙ୍କାକୁ ବୃଦ୍ଧି…

ସହର ସାରା ଦେଶୀ ମଦ ପାଉଚ ବିକ୍ରି

ରାଉରକେଲା ଅଫିସ, ୮ା୬: ରାଉରକେଲା ସହରରେ ପ୍ରାୟ ୧୪ ମାସ ହେଲା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଖୋଲୁନାହିଁ। ତଥାପି ସହର ସାରା ଦେଶୀ ମଦ ପାଉଚ ବିକ୍ରି ଚାଲିଛି। ଦେଶୀ ମହୁଲି ମଦ ଚୋରା କାରବାର ଓ ଦେଶୀ ମଦ ପାଉଚ…

ସ୍କାନରରେ ୯ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୮ା୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଛି। ବୁଧବାର ଦ୍ୱିତୀୟ ଦିନରେ ସିବିଆଇ ସହିତ ଫୋରେନସିକ୍‌ ଟିମ୍‌ ବାହାନଗା ଷ୍ଟେଶନ ନିକଟ ଲେଭଲକ୍ରସିଂ,…

ଭଙ୍ଗା ଛଣ ଛପର କୁଡ଼ିଆରେ ବିତୁଛି ଜୀବନ

ଦଶମନ୍ତପୁର, ୮ା୬ ( ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଦେଓଖଡ଼କ ଗ୍ରାମର ଡମୁଣୀ ପ୍ରଧାନୀ । ବୟସ ୮୫ ଟପିଲାଣି। ୨ ବର୍ଷ ତଳେ ବର୍ଷାରେ ଭୁଶୁଡ଼ିଥିବା ଭଙ୍ଗା ଛଣ ଛପର କୁଡ଼ିଆରେ ଦୟନୀୟ ଭାବେ ଜୀବନ…

ଖବର ପ୍ରକାଶ ପରେ ଶିଶୁକନ୍ୟାଙ୍କ ଘରେ ପହଞ୍ଚତ୍ଲେ ବିଡିଓ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ

ପଡିଆ, ୮ା୬(ଡି.ଏନ୍‌.ଏ.): ‘ଅଜଣା ରୋଗରେ ଛଟପଟ ଶିଶୁକନ୍ୟା’ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପଡିଆ ବିଡିଓ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଶିଶୁକନ୍ୟାଙ୍କ ଘରେ ପହଞ୍ଚତ୍ ସହାୟତା ଦେଇଛନ୍ତି। ଶିଶୁକନ୍ୟାର ଚିକିତ୍ସା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ପରିବାର…

ରାସ୍ତା କଡ଼ ଧାନ ମିଲ୍‌ ଯୋଗୁ ବଢ଼ୁଛି ପ୍ରଦୂଷଣ

ତେନ୍ତୁଳିଖୁଣ୍ଟ,୮ା୬( ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳର ରାସ୍ତା କଡରେ ବଡ଼ ବଡ଼ ଧାନ ମିଲ ଓ ବ୍ଲକ ମାର୍କେଟ ସ୍ଥାନରେ ପଲିଥିନର ବହୁଳ ବ୍ୟବହାର ଯୋଗୁ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ ପାଇଁ…

ଦୁର୍ବଳ ପ୍ରଦର୍ଶନ ଦାୟୀ

ବ୍ୟାଙ୍କ ହେଉ କି ବଜାର, ଗଁା ହେଉ କି ସହର, ସବୁଠି ସକ୍ରିୟ ଏରାଗୋଲା ଗ୍ୟାଙ୍ଗ। ସୁଯୋଗ ପାଇବା ମାତ୍ରେ ଝାମ୍ପି ନେଉଛନ୍ତି ଟଙ୍କା ବ୍ୟାଗ। ଡିକି ଭାଙ୍ଗି କରୁଛନ୍ତି ଲୁଟ୍‌। ବିରୋଧ କଲେ ଆଖିରେ ଲଙ୍କା ଗୁଣ୍ଡ ପକାଉଛନ୍ତି। କେମିକାଲ…

ଟେନଶନ ବଢ଼ାଉଛି ହରିପୁର ଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ଜିଲା ଇଟାମାଟି ଥାନାର ହରିପୁର ଗଁାରେ ଗତ ୪ ତାରିଖରେ ଗୋଷ୍ଠୀ ସଂଘର୍ଷ ପରେ ବିବାଦ ବଢ଼ି ଚାଲିଛି । ଗଁାରେ ୧ ପ୍ଲାଟନ୍‌ ଫୋର୍ସ ମୁତୟନ ଥିବାବେଳେ ଏସ୍‌ପି ଓ ଏସ୍‌ଡିପିଓ ଏହାର ସମୀକ୍ଷା କରୁଥିଲେ…

ବଦଳାଯାଉନି ପୁରୁଣା ପାଇପ୍‌

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ମେଗା ପାନୀୟ ଜଳପ୍ରକଳ୍ପ କାର୍ଯ୍ୟରେ ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ନୂଆ ପାଇପ୍‌ ବଦଳରେ ପୂରୁଣା ପାଇପ୍‌ ପକା ଯାଉଥିବା ଅଭିଯୋଗ ଉଠିଛି । ସାଧାରଣତଃ ଜଙ୍କସନ ସ୍ଥାନରେ ଏପରି ଅନିୟମିତତା କରାଯାଉଛି । ନୟାଗଡ଼ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?