କମାଣି ଦେଇଛି କୋଳି
ଢେଙ୍କାନାଳ ଅଫିସ, ୧୨।୩: ଗଛରେ ଭର୍ତ୍ତି ହୋଇଛି ଲାଲ୍ ଟହଟହ ବରକୋଳି। ହୃଷ୍ଟପୁଷ୍ଟ କଦଳୀ, ଆମ୍ବ, ମକା, ଟମାଟୋ ଗଛ ଦେଖିଲେ କୁଣ୍ଢମୋଟ ହୋଇଯାଉଛି ଛାତି। ହେଲେ ସଫଳ ଚାଷର ଏହି ଯାତ୍ରା ଜମାରୁ ନ ଥିଲା ସହଜ। ନା…
ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ଯୋଗ୍ୟତା ହାସଲ
ଅନୁଗୋଳ ଅଫିସ, ୧୨।୩: ଅନୁଗୋଳ ଜିଲାର କ୍ରିକେଟର ଶ୍ରେୟାଂଶ ଭରଦ୍ବାଜ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଜାତୀୟ କ୍ରିକେଟ ପ୍ରଶିକ୍ଷଣ ଶିବିର ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ୧୨ ବର୍ଷ ବୟସରୁ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ଶ୍ରେୟାଂଶ ୧୬ ବର୍ଷରୁ କମ୍…
ବିନା ଅନୁମତିରେ ଗୋଚର ଜମିରୁ ଖୋଳାଚାଲିଛି ମାଟି
ନାଉଗାଁ ,୧୨।୩(ସ୍ବ.ପ୍ର.): ନାଉଗାଁ ତହସିଲ ଅଧୀନ ଦେଇ ଗୋଠଦାଠାରୁ ଇଚ୍ଛାପୁର (ନରଣପୁର) ଓ ନାଉଗଁା ବ୍ଲକ ଛକ ଠାରୁ ବାଲିକୁଦା ବ୍ଲକକୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏସବୁ ରାସ୍ତା ନିର୍ମାଣ ପାଇଁ ଶହ ଶହ ଟ୍ରିପ୍ ମାଟି ଆବଶ୍ୟକ…
ଆଖୁଚାଷ ସ୍ଥିତି ଅନୁଧ୍ୟାନ କଲା ଉଚ୍ଚସ୍ତରୀୟ କମିଟି
ଆସିକା, ୧୨।୩ (ଡି.ଏନ୍.ଏ): ଆସିକା ସମବାୟ ଚିନିଶିଳ୍ପ ପରିସରଭୁକ୍ତ ଗଞ୍ଜାମ ଜିଲା ଅର୍ଦ୍ଧାଧିକ ଅଞ୍ଚଳରେ ଦିନକୁ ଦିନ ଆଖୁଚାଷ କମୁଥିବାରୁ ଚିନିଶିଳ୍ପ ଓ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି ା ଏହି ପରିସ୍ଥିତିରେ କୃଷି ବିଭାଗର ଏକ ଉଚ୍ଚସ୍ତରୀୟ କମିଟି…
ଅଗ୍ନିକାଣ୍ଡରେ ୨୬ ବଖରା ଜଳିଗଲା
ଭଞ୍ଜନଗର/ବେଗୁନିଆପଡ଼ା, ୧୨।୩(ଡି.ଏନ୍.ଏ)ଭଞ୍ଜନଗର ଓ ବେଗୁନିଆପଡ଼ା ଅଞ୍ଚଳରେ ପୃଥକ ଭାବେ ନିଆଁ ଲାଗି ୨୬ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଭଞ୍ଜନଗର ତହସିଲ ଅନ୍ତର୍ଗତ ଚାକୁଣ୍ଡାପଲ୍ଲୀରେ ଶନିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୮ ପରିବାରର ୧୧ ବଖରା ଜଳିଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର…
ଲିଭୁନି ନିଆଁ, ବର୍ଷା ଭରସା
ବାରିପଦା ଅଫିସ,୧୨।୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଜଳୁଛି। ନିଅଁା ଓ ଧୂଅଁାରେ ପରିବେଶ ଅସ୍ବାସ୍ଥ୍ୟକର ହୋଇପଡ଼ିଛି। ଅଭୟାରଣ୍ୟକୁ ଧ୍ୱଂସ କରିବା ପାଇଁ ଯୋଜନାକାରୀଙ୍କ ବିରୋଧରେ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଶନିବାର ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ…
ନିଶା ଦେଇ ଯୁବତୀଙ୍କୁ ବଳାତ୍କାର
ନୀଳଗିରି,୧୨।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ବଳାତ୍କାରୀ ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ମାରି ପୋଲିସ ଜିମା ଦେଇଛନ୍ତି। ନୀଳଗିରି ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି…
ଶିକ୍ଷା, କ୍ରୀଡ଼ା, ମିଶନ ଶକ୍ତି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା
ସୁନ୍ଦରଗଡ଼/ଟେନ୍ସା/କୁଅଁାରମୁଣ୍ଡା, ୧୨୩(ଡି.ଏନ୍.ଏ.) ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ଼ ଜିଲା ଗସ୍ତରେ ଆସି ଶନିବାର ବଣାଇ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବୀରମିତ୍ରପୁର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ୫-ଟି…
ଜେଲରେ ସାମ୍ବାଦିକତା ପରୀକ୍ଷା ଦେଲେ ଅଭିଯୁକ୍ତ ପୁଞ୍ଜିଲାଲ୍
ବଲାଙ୍ଗୀର ଅଫିସ,୧୨।୩: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବଲାଙ୍ଗୀର ଜିଲା କାରାଗାରରେ ଶନିବାର ଗଣମାଧ୍ୟମ ଓ ଗଣଯୋଗାଯୋଗ ବିଷୟରେ ସ୍ନାତକୋତ୍ତର ପ୍ରଥମ ସେମିଷ୍ଟର ପରୀକ୍ଷା ଦେଇଛନ୍ତି। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରୁ ଜଣେ ପରୀକ୍ଷକ ଜେଲ୍କୁ…
ଜଳିଗଲା ୧୭ ବଖରା
ବସ୍ତା,୧୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ବିଦ୍ୟାଧରପୁର ଗ୍ରାମରେ ଶନିବାର ନିଅଁା ଲାଗି ୯ ପରିବାରର ୧୭ ବଖରା ଘର ପୋଡ଼ିଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ବିଦ୍ୟୁତ୍ ଶର୍ଟ ସର୍କିଟ ଯୋଗୁ ପ୍ରଥମେ ଏସ୍କେ ମନୁଆରଙ୍କ…
ଗ୍ୟାସ୍ ସିଲିଣ୍ଡରରେ ଗଞ୍ଜେଇ ଚାଲାଣ ୨୭ କେଜି ଗଞ୍ଜେଇ, ୨ ଗାଡ଼ି ଜବତ, ୩ ଗିରଫ
ବ୍ରହ୍ମପୁର ଅଫିସ,୧୩।୩: ଅବକାରୀ ଗୋଇନ୍ଦା ପୋଲିସ ଶନିବାର ପୃଥକ ଭାବେ ଦୁଇଟି ଗାଡି ଓ ଗୋଟିଏ ଯାତ୍ରୀବାହୀ ବସ୍ରୁ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ କନ୍ଧମାଳରୁ ଭଞ୍ଜନଗର ହୋଇ ବ୍ରହ୍ମପୁର ଚାଲାଣ ହେଉଥିବା ଖବର ପାଇ ଏକ ଟିମ୍ ଦୁର୍ଗାପ୍ରସାଦ ନିକଟରେ ଜଗି…
ଅଗ୍ନିଶମ ବିଭାଗ ଗାଡ଼ି ଧକ୍କାରେ ଯୁବକ ଆହତ
ଗଞ୍ଜାମ,୧୨।୩(ଡି.ଏନ୍.ଏ.): ଗଞ୍ଜାମ ସହର ପଣ୍ଡାସାହିରେ ଥିବା ନିତ୍ୟାନନ୍ଦ ପଣ୍ଡାଙ୍କ ଘରେ ରବିବାର ସକାଳେ ଦୀପରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଗ୍ରାସୀମ କମ୍ପାନୀର ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଯାଉଥିବା ବେଳେ ଢାମଣା ସାହି ଛକ ମେଡିକାଲ ସମ୍ମୁଖ ବୁଲାଣିଆରେ ଦୁର୍ଘଟଣା…
Archives


