ଆମ ଜିଲା ଖବର

ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ଗିରଫ

କଟକ ଅଫିସ, ୧୦।୧୧: ଦାଦାବଟି ମାଗିବା ଅଭିଯୋଗରେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରାଯାଇଛି। ରଞ୍ଜିତାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗିଥିଲେ। ଏ ନେଇ ବ୍ୟବସାୟୀ ଜଣଙ୍କ ପୋଲିସର...

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଜୟପୁର, ୧୦।୧୧(ନି.ପ୍ର.): କୋରାପୁଟ -ଜୟପୁର ମଝିରେ ମାନବାର ଷ୍ଟେଶନ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏଥିଯୋଗୁ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଛି। ଛତିଶଗଡ଼ କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଟ୍ରେନ୍‌ଟି ଯାଉଥିଲା। ତେବେ...

ଝୁଲିଲା ରୁପା ଛାଉଣି ଡିଜାଇନ୍‌ ନିଷ୍ପତ୍ତି

ପୁରୀ ଅଫିସ, ୧୦।୧୧: ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପାରେ ଝଲସିବ। ଦ୍ୱାରଗୁଡ଼ିକର କବାଟକୁ ରୁପା ଛାଉଣି କରାଯିବ। ଏଥିପାଇଁ ଗଠିତ କମିଟିର ଦ୍ୱିତୀୟ ବୈଠକ ସୋମବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଥିଲା। ତଥାପି ନିଷ୍ପତ୍ତି ଝୁଲି ରହିଲା।...

ସାଢେ ୩ କୋଟିର ପ୍ରକଳ୍ପ ଦିଶାହୀନ

ପୁରୀ ଅଫିସ, ୧୦।୧୧: ଓଡ଼ିଶା ହସ୍ତଶିଳ୍ପୀ ଓ ହସ୍ତକଳାର ବିକାଶ ହେବ। ହସ୍ତଶିଳ୍ପୀଙ୍କ ଆର୍ଥିକ ମାନଦଣ୍ଡରେ ସୁଧାର ଆସିବ। ଦେଶ ବିଦେଶରେ ଓଡ଼ିଆ କାରିଗରଙ୍କ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସାମଗ୍ରୀ ସହଜରେ ପହଞ୍ଚତ୍ ପାରିବ। ପୁରୀକୁ ବି ପର୍ଯ୍ୟଟକଙ୍କ ଆଗମନ ବଢିବ।...

ଥାନାରେ ହାଜର ହେଲେ ଓଏଏସ୍‌ ଅଫିସର

ବାଲିଚନ୍ଦ୍ରପୁର,୧୦।୧୧(ସ୍ବ.ପ୍ର.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ରବିବାର ବିଳମ୍ବିତ ରାତିରେ ଥାନାରେ ହାଜର ହୋଇଛନ୍ତି। ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯାଇଥିବା ଥାନା ପକ୍ଷରୁ କୁହାଯାଇଛି। ପ୍ରମୋଦ...

ସ୍ବପ୍ନ ହେବ ସାକାର

ଅନୁଗୋଳ ଅଫିସ, ୧୦।୧୧ ଜରିପାଲ ତଳେ କି ଝାଟିମାଟି ଘରେ ଆଉ ମୁଣ୍ଡ ଗୁଞ୍ଜିବାକୁ ପଡ଼ିବନି। ପିଇବା ପାଣି ପାଇଁ ଘଣ୍ଟା ଘଣ୍ଟା ନଳ ନିକଟରେ ଅପେକ୍ଷା କରିବାକୁ ହେବନି। ଡିବିରି ଆଲୁଅ ଓ ଅପନ୍ତରା ରାସ୍ତାର କଷ୍ଟ ମଧ୍ୟ...

ଫସଲ ବଞ୍ଚାଇବାକୁ ସଂଘର୍ଷ

ବଇଣ୍ଡା, ୧୦ା୧୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଚାଲିଛି। ପ୍ରାୟ ମାସେ ହେଲା ୭ଟି ହାତୀ ନିୟମିତ ଭାବେ ଧାନଚାଷ ଖାଇ ନଷ୍ଟ କରୁଥିବାରୁ ଫସଲ ବଞ୍ଚାଇବାକୁ ଏଠାକାର ଚାଷୀଙ୍କୁ ସଂଘର୍ଷ କରିବାକୁ...

୫ ବର୍ଷ ପରେ ବି ଷ୍ଟାଣ୍ଡକୁ ଗଲାନି ବସ୍‌

ବ୍ରହ୍ମପୁର ଅଫିସ,୮ା୧୧-ଗୋପାଳପୁର ଏନ୍‌ଏସିର ଉନ୍ନତୀ ପାଇଁ ଯୋଜନା ପରେ ଯୋଜନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଆଲୋକ ସଜା, ଶିଶୁଉଦ୍ୟାନ, ରାସ୍ତାଘାଟ ନିର୍ମାଣରେ ବହୁ ଟଙ୍କା ବ୍ୟୟ ହେଉଛି। ଗୋପାଳପୁର ବେଳାଭୂମିକୁ ବହୁ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ,୯ା୧୧- ବିଲ୍‌ ପାସ୍‌ କରାଇଦେବା ପାଇଁ ମଧ୍ୟସ୍ଥଙ୍କ ଜରିଆରେ ୧୬ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ)ର ସହକାରୀ ଯନ୍ତ୍ରୀ ବିପିନ ଦାସ ସୋମବାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।...

କଲେଜ ଫି’ ବୃଦ୍ଧିକୁ ବିରୋଧ: ରାଜପଥ ଅବରୋଧ କଲେ ଛାତ୍ରୀଛାତ୍ର

ଆରଡ଼ି, ୯।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସାଅଁାଳପୁର ନିକଟସ୍ଥ ଆଇଜିଏମ୍‌ କଲେଜରେ ଫି’ ବୃଦ୍ଧି ପ୍ରତିବାଦରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ଏହାକୁ ବିରୋଧ କରି ପ୍ରଥମେ କଲେଜ ପରିସରରେ...

ଫିକା ପଡ଼ିଲା ସବୁ ପର୍ବ: ଦଶହରା ଭଳି କଟକଣାରେ ହେବ କାଳି ପୂଜା

କଟକ ଅଫିସ, ୯।୧୧: କରୋନା ପାଇଁ ଚଳିତ ବର୍ଷ ପ୍ରାୟ ସବୁ ପୂଜା ପର୍ବ ଫିକା ପଡ଼ିଛି। ଦଶହରାରେ ଯେଉଁପରି କଟକଣା ଲାଗୁ ହୋଇଥିଲା କାଳି ପୂଜାରେ ମଧ୍ୟ ସେହିଭଳି କଟକଣା ଲାଗୁ ହେବ। ଏ ନେଇ କଟକ ଡିସିପି...

ବାଲେଶ୍ୱରରୁ କାକଟପୁର, ଅସ୍ତରଙ୍ଗ ସପ୍ଲାଏ ହେଉଥିଲା ବ୍ରାଉନ୍‌ସୁଗାର: ୬ ଗିରଫ, ୨୯୮ଗ୍ରାମ ପାଉଡର ଜବତ

କାକଟପୁର,୯।୧୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ପୋଲିସ ରବିବାର ବିଳମ୍ବିତ ରାତିରେ ସୋମନାଥପୁର ଛକରେ ଚଢ଼ାଉକରି ୨୯୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଜଳେଶ୍ବର ଅଞ୍ଚଳର ମିର ରାହତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri