ଆମ ଜିଲା ଖବର

କାରଖାନା ପ୍ରତିଷ୍ଠାକୁ ନେଇ ତେଜିଲା ବିରୋଧ

କେନ୍ଦୁଝର,୮ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଏବଂ ନୂଆଗାଁ ପଞ୍ଚାୟତରେ ଏକ ଶିଳ୍ପ ପ୍ରତିଷ୍ଠାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଏହି କାରଖାନାର ଜମି ଚିହ୍ନଟ ପାଇଁ ବୁଧବାର ବୀରକିଶୋରପୁର, ଗୁହାଳହିଡି,ଦାବାଙ୍କ,ବିସ୍ତାପାଳ,ରତନପୁର ଗ୍ରାମରେ ଡ୍ରୋନ୍‌ ଜରିଆରେ ୨…

ନଳକୂପ ସ୍ଥାନାନ୍ତର ଦାବି ଜୋର ଧରିଲା

ବେଲଗୁଣ୍ଠା,୮ା୬ ଦୀର୍ଘ ବର୍ଷ ଧରି ରାସ୍ତା ମଝିରେ ଛିଡ଼ା ହୋଇଛି ନଳକୂପ। ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମଝିରୁ ଏହାକୁ ସ୍ଥାନାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କର ଆନ୍ତରିକତା ପ୍ରକାଶ ପାଉନ ଥିବାରୁ ଦିନକୁ ଦିନ ଦୁର୍ଘଟଣାର ବଢୁଛି। ଏହିଭଳି…

ଘରୁ ଗହଣା, ଟଙ୍କା ଚୋରି ଘଟଣାରେ ୪ ଗିରଫ

ବ୍ରହ୍ମପୁର ଅଫିସ, ୮।୬: ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ନିକଟ ଗାୟତ୍ରୀ ବିହାରରେ ସୁଶାନ୍ତ ମିଶ୍ରଙ୍କ ଘରୁ ଲୁଟେରା ଗ୍ୟାଙ୍ଗ ଗତ ୩୧ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି କରିନେଇଥିଲେ। ଏହି ଘଟଣାରେ ବଡବଜାର…

ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୮।୬: ଓଡ଼ିଶା ଉପକୂଳରେ ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବୁଧବାର ସନ୍ଧ୍ୟା ୭.୩୦ରେ ଓଡ଼ିଶା ଉପକୂଳବର୍ତ୍ତୀ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର…

ବିନା ଯାଞ୍ଚରେ ଫାଇନ୍‌ ଆଦାୟ କରୁଛି ପରିବହନ ବିଭାଗ

ସୋରଡ଼ା,୮ା୬(ଡି.ଏନ୍‌.ଏ.): ବିନା କୌଣସି ଯାଞ୍ଚରେ କିପରି ଫାଇନ ପକାଇବା ଅଭ୍ୟାସ ଆରମ୍ଭ କଲେଣି ପରିବହନ ବିଭାଗ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ଠାରେ। ଏଠାକାର କବିରାଜ ସାହିର ଏମ୍‌ ସୁନୀଲ କୁମାର ଆଚାରୀ ନିଜ କାର…

୩୦୦ କେଜି ଗଞ୍ଜେଇ ଜବତ, ଧରାପଡ଼ିଲେ ୨ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୮।୬- ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଟିମ୍‌ ସଦର ଥାନା ଅଧୀନ ବାଲିପଡା ଛକରୁ ଗୁରୁବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏପରିକି ୨ଜଣ ଚାଲାଣକାରୀଙ୍କୁ ଅବକାରୀ ଟିମ୍‌ କାବୁ କରିଛି।…

ପ୍ରାଣୀ ଚିକିତ୍ସାଳୟରେ କର୍ମଚାରୀ ନିଯୁକ୍ତି ଦିଆଯାଉ

ଲାଠୋର, ୮ା୬(ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଅଧିନ ଲାଠୋର ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ବିଭିନ୍ନ ପଦବୀ ଖାଲି ପଡ଼ିରହିଥିଲେ ମଧ୍ୟ ସେଠାରେ ନିଯୁକ୍ତି ଦିଆଯାଉ ନାହିଁ। ଫଳରେ ସ୍ଥାନୀୟ ଜନସାଧାରଣ ଗାଈ, ବଳଦ, ଛେଳି, ମେଣ୍ଢା ଇତ୍ୟାଦି…

ପୋଖରୀରେ ବୁଡ଼ି ଦୁଇ ମହିଳାଙ୍କ ଜୀବନ ଗଲା

ଜି.ଉଦୟଗିରି,୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତ ଲିଙ୍ଗାଗଡ଼ ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। କୁତୁଲୁମା ପୋଖରୀ ପାଣିରେ ଗୋଡ଼ ଖସି ଦୁଇ ଜଣ ମହିଳା ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ଦୁଇ…

ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ କାର୍ଯ୍ୟନିର୍ବାହୀ ଅଧିକାରୀ

ଗଞ୍ଜାମ,୮।୬(ଡିଏନଏ )ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୯ ବରପଲି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ବୋଲି ଗ୍ରାମବାସୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର…

ଗଛକଟାକୁ ନେଇ ଗଣ୍ଡଗୋଳ: ତିଲେଇମାଲ ଗ୍ରାମ ପୁରୁଷଶୂନ୍ୟ

ଅମରପାଲି, ୮ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ତିଲେଇମାଲ ଗ୍ରାମର କେତେଜଣ ବ୍ୟକ୍ତି ଆକ୍ରମଣ କରିବା ସହିତ ମାଡ ମାରିଛନ୍ତି। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସାଧା ପୋଷାକରେ ତଦନ୍ତ ପାଇଁ ଆସିଥିବା ଏଏସଆଇଙ୍କ ତଦନ୍ତ ନିରପେକ୍ଷ…

ଲଳିତାଙ୍କୁ ମେଡିକାଲରେ ଭର୍ତ୍ତି କଲା ପ୍ରଶାସନ

ନୂଆପଡ଼ା ଅଫିସ, ୮ା୬: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ପଲସିପାଣି ପଞ୍ଚାୟତ କାଶିପଲା ଗାଁ ଲଳିତା ଶବରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ମା’ଙ୍କ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଛନ୍ତି ଝିଅ, ପୁଅ ସମ୍ପର୍କିତ ଏକ…

ମା’ ବାପାଙ୍କ ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତି କରୁଛି ପୁଅ

ରାଉରକେଲା ଅଫିସ, ୮ା୬: ରାଉରକେଲା ବେଦବ୍ୟାସର ଗୋପାପାଳୀ ଝରାପଡ଼ାର ଜଣେ ୧୭ବର୍ଷର ବାଳକ ଦୁର୍ବଳ ଅବସ୍ଥାରେ ନିଜ ମା’ ବାପାଙ୍କ ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତି କରୁଛନ୍ତି। କ୍ରିିଷ୍ଣା ଝରା ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମରି ମରି ବଂଚୁଛନ୍ତି। ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?