ବର୍ଷା ଋତୁରେ ଉପାନ୍ତ ଅଞ୍ଚଳବାସୀଙ୍କ ବଢ଼ିଛି ଚିନ୍ତା
କେନ୍ଦ୍ରାପଡ଼ା,୩୦ା୭(ଜଗନ୍ନାଥ ଧଳ): ବର୍ଷାଋତୁ ଆରମ୍ଭ ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛିି ା ପ୍ରାକୃତିକ ବିପର୍ଯ୍ୟୟ ଭୟ ସଦାସର୍ବଦା ଲାଗି ରହୁଛି ା ତଟକ୍ଷୟ ଯୋଗୁ ସମୁଦ୍ର ପାଣି ଗ୍ରାମ ମଧ୍ୟକୁ ପଶିଆସିବା ଭୟ ରହୁଛି ା ରାଜନଗର…
ସରକାରୀ ଜମି ଜବରଦଖଲ: ଡ୍ରେନ୍ ସମସ୍ୟା ବଢୁଛି
ଜଗତ୍ସିଂହପୁର,୩୦ା୭ (ପ୍ରମୋଦ କୁମାର ନାୟକ)ଜଗତ୍ସିଂହପୁର ସହରରେ ଡ୍ରେନ୍ ସମସ୍ୟା ନେଇ ଦୀର୍ଘ ବର୍ଷ ଧରି ଅସନ୍ତୋଷ ଲାଗି ରହିଥିଲେ ସୁଦ୍ଧା ତା’ର କୌଣସି ପ୍ରତିକାର ହେଉନାହିଁ। କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜଗତ୍ସିଂହପୁର ଡ୍ରେନେଜ୍ ଡିଭିଜନ ଓ ପୌର…
କଟାହେଉନି ରିଜେକ୍ସନ ନୋଟ୍
ନୟାଗଡ଼,୩୦ା୭ (ଲୋକନାଥ ମିଶ୍ର)ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (ଓଏସ୍ଡବ୍ଲ୍ୟୁସି)ର ଚାଉଳ ଗୋଦାମକୁ ନୟାଗଡ଼ ଜିଲାର କେତେଜଣ ମିଲର ଅଧିକାଂଶ ସମୟରେ ଖରାପ ଚାଉଳ ଯୋଗାଣ କରୁଥିଲେ ମଧ୍ୟ ରିଜେକ୍ସନ ନୋଟ୍ କଟା ଯାଉ ନାହିଁ । ମିଲରକୁ ଅନୁକମ୍ପା ଦେଖାଯାଇ ବିଭିନ୍ନ…
ଅଧାପନ୍ତରିଆ ଭାବେ ପଡ଼ିଛି ନୂଆଗଁା କଲ୍ୟାଣ ମଣ୍ଡପ
ନୂଆଗାଁ,୩୦ା୭ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ଶୈବପୀଠ ନିକଟରେ ଆରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାମ ଅଢେଇ ବର୍ଷ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । ନିର୍ମାଣ କାର୍ଯ୍ୟ ପାଇଁ ଅନୁଦାନ ଥିଲେ ମଧ୍ୟ ପଞ୍ଚାୟତ…
୨ ବର୍ଷ ହେଲା କାମ ସରୁନି
ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ପୌରାଞ୍ଚଳରେ ବିକାଶ ଏକପ୍ରକାର ସ୍ଥାଣୁ ପାଲଟିଛି। ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ କାମ ଚାଲୁଛି। ତେବେ ପୁରୁଣା ପ୍ରକଳ୍ପ କାମ ସରୁନି। ଗତ ୨ବର୍ଷ ଧରି ଚାଲିଥିବା ବରୁଣେଇ ସ୍ମାର୍ଟ ପାର୍କ ଏବଂ ସାମନ୍ତରାପୁରସ୍ଥିତ ଜରି ପୋଖରୀ ସୌନ୍ଦର୍ଯ୍ୟକରଣ…
୬୦ ପ୍ରତିଶତ ଜମିରେ ହୋଇନି ତଳିରୁଆ
ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଜୁନ୍ରେ ନିଅଣ୍ଟିଆ ରହିଲା, ମୌସୁମୀ ବର୍ଷା ଯେତିକି ହେବା କଥା ସେତିକି ହେଲାନାହିଁ। ସ୍ବାଭାବିକଠାରୁ ପ୍ରାୟ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିଲା। ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିିଲା। ନିଅଣ୍ଟିଆ ବର୍ଷା ଯୋଗୁ ଜିଲାରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।…
ରାଇପାହାଡ଼ର ୧୮ପରିବାର ଆନ୍ଧ୍ର ହିତାଧିକାରୀ
ନନ୍ଦପୁର,୩୦ା୭(ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଳକ ଚାଟୁଆ ବୈଠକକୁ ଆନ୍ଧ୍ର-ଓଡ଼ିଶା ସୀମା ସମ୍ପର୍କିତ କୌଣସି କାଗଜପତ୍ର ଓ ମାନଚିତ୍ର ନ ଆଣି ଆସିଥିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ। ଫଳରେ ବୈଠକରେ ଆଲୋଚନା ଫଳପ୍ରଦ ହୋଇପାରି ନ ଥିଲା। ତେବେ ରାଇପାହାଡ଼ ଗ୍ରାମବାସୀଙ୍କୁ…
ଖଣି ଅଞ୍ଚଳ ଏବେ ପର୍ଯ୍ୟଟନସ୍ଥଳ
ଯୋଡ଼ା,୩୦ା୭(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳ ଓଡ଼ିଶାରେ ଖଣି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ଭାବେ ପରିଗଣିତ ହେଉଛି। ଜଙ୍ଗଲ ଶୋଭାରାଜିରେ କୁଳୁକୁଳୁ ହୋଇ ବୋହିଯାଉଥିବା ଏକାଧିକ ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ…
୨୯୭ ବନ୍ୟା ଆଶ୍ରୟସ୍ଥଳୀରେ ଲାଗିବ ବିଜୁଳି ରୋଧକ ଯନ୍ତ୍ର
ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା)ଓଡ଼ିଶାକୁ ପ୍ରାୟତଃ ଭାରତର ବିପର୍ଯ୍ୟୟ ହଟସ୍ପଟ ବୋଲି କୁହାଯାଏ। ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ଧନଜୀବନ ହାନି କରୁଥିବାବେଳେ ବଜ୍ରପାତରେ ରାଜ୍ୟର ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ ବଜ୍ରପାତରେ ବାର୍ଷିକ ହାରାହାରି ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି।…
୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ
ବାଲେଶ୍ୱର,୩୦ା୭(ମାନସ ବିଶ୍ୱାଳ)ବହୁ ଚର୍ଚ୍ଚିତ ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ପ୍ରଥମ ଥର ପାଇଁ ଆକ୍ସନ ମୋଡ୍କୁ ଆସିଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ସି)। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି, ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ…
ନିର୍ମାଣର ଦୁଇ ମାସ ନ ପୂରୁଣୁ ଦବିଲା ରାସ୍ତା
କୋକସରା,୨୯ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। କାର୍ଯ୍ୟ ସମ୍ପାଦନ ହୋଇ ୨ ମାସ ହୋଇ ନ ଥିବା ବେଳେ ଅନେକ…
୩ ବାଇକ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍
ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ଥାନା ଅନ୍ତର୍ଗତ ଖାରିନାଳ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ଜୁଡ଼ାବାଲିରୁ କୋଟଗଡ଼ ଆଡ଼କୁ ମନ୍ଦିର ଯିବା ରାସ୍ତାରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ପଡ଼ିରହିଛି ନଡ଼ିଆ, ପୂଜା…

