ଆମ ଜିଲା ଖବର

ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟକୁ ନେଇ ରାଜନୀତି

ବରଗଡ଼ ୧୯।୬ (ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟ କାର୍ଯ୍ୟ ଠପ୍‌ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିଦର୍ଶନ ଏବଂ ସମୀକ୍ଷା ପରଦିନଠାରୁ ପ୍ଲାଣ୍ଟରେ ଏଭଳି ସ୍ଥିତି ଉପୁଜିଥିବାରୁ ଏହାକୁ ନେଇ ରାଜନୀତି…

କେନାଲ ନବୀକରଣରେ ଦୁର୍ନୀତି ଅଭିଯୋଗ

ସମ୍ବଲପୁର, ୧୯ା୬(ଶୁଭାଶୀଷ ପାଢୀ): ଚାଷଜମିକୁ ସୁଷମ ଜଳ ବଣ୍ଟନ କରିବା ପାଇଁ ସରକାର ହୀରାକୁଦ ଜଳଭଣ୍ଡାର କେନାଲଗୁଡିକ ନବୀକରଣ କରି କଂକ୍ରିଟ କରୁଛନ୍ତି। ଶାସନ, ହୁମାଟେଲ, ପରମାଣପୁର କେନାଲର ଗତବର୍ଷଠାରୁ ନିର୍ମାଣ କାମ ଆରମ୍ଭ ହୋଇଛି। ଓସିସି ପକ୍ଷରୁ କାମ ତଦାରଖ…

ଫ୍ୟାସନ ଡିଜାଇନର ପରେ ଏବେ ରାଜନୀତିରେ ସୁଜିତ

ଭବାନୀପାଟଣା,୧୯।୬: (ଉତ୍ତମ କୁମାର ଦାଶ)ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କଳାହାଣ୍ଡି ଜିଲାରେ ଏବେଠୁ ରାଜନିତୀ ସରଗରମ ହେବାରେ ଲାଗିଛି। ବିଭିନ୍ନ ଦଳର ଆଶାୟୀ ନେତାମାନେ ବର୍ତ୍ତମାନ ଜନସମ୍ପର୍କରେ ଆଗାଇଛନ୍ତି। ଚା’ ଖଟିଠୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଆଗାମୀ…

ପୂର୍ତ୍ତ ବିଭାଗରେ ବି ଠିକାସଂସ୍ଥା

ଯାଜପୁର,୧୯ା୬: କେବଳ ଶିଳ୍ପାଞ୍ଚଳରେ ନୁହେଁ, ଏବେ ସରକାରୀ ପୂର୍ତ୍ତ ବିଭାଗରେ ମଧ୍ୟ ଠିକାସଂସ୍ଥା ଜରିଆରେ ନିଯୁକ୍ତି ମିଳୁଛି। ଅର୍ଥାତ୍‌ ଏଠାରେ ବି ଜିଲା କର୍ମ ନିୟୋଜନ ସଂସ୍ଥାରେ ପଞ୍ଜୀକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଅଣଦେଖା କରାଯାଉଛି। ଠିକାସଂସ୍ଥା ରାଣ୍ଡଷ୍ଟାଡ୍‌ ଇଣ୍ଡିଆ ପ୍ରାଇଭେଟ ଲିଃ…

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ କି ବିଜୁ ପକ୍କାଘର

ପଟ୍ଟାଙ୍ଗି,୧୯ା୬(ଶରତ ଧଳ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆବାସ ଏବଂ ବିଜୁ ପକ୍କା ଘର ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏବେ ମଧ୍ୟ ଅପହଞ୍ଚ ହୋଇରହିଛି। ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି।…

ଜାମୁକୋଳି ଦର ଆକାଶଛୁଆଁ

ବ୍ରହ୍ମପୁର,୧୯।୬(ତନୁଶ୍ରୀ ନାହାକ): ବ୍ରହ୍ମପୁର ବଜାରରେ ବର୍ତ୍ତମାନ ଜାମୁକୋଳିର ଯଥେଷ୍ଟ ଚାହିଦା ରହିଛି। ଦର ମଧ୍ୟ ଆକାଶଛୁଆଁ ହୋଇଛି। ଜାମୁକୋଳି ଖାଇବା ଦ୍ୱାରା ହିମଗ୍ଲୋବିନ ବୃଦ୍ଧି ହୋଇଥାଏ, ହୃଦୟରେ ରକ୍ତ ସଂଚାଳନ ଠିକ ହୋଇଥାଏ, ମେଦବହୁଳ ରୋଗୀଙ୍କ ନିମନ୍ତେ ମଧ୍ୟ ଜାମୁକୋଳି ଓଜନ…

ବେଆଇନ ପାକିର୍ଂକୁ ନେଇ ଚିନ୍ତା

ନୟାଗଡ଼,୧୯।୬(ଲୋକନାଥ ମିଶ୍ର): ନୟାଗଡ଼ ଟ୍ରାଫିକ ଛକରୁ ବସଷ୍ଟାଣ୍ଡ ପୁରୁଣା ସହରକୁ ସ୍ଥାନାନ୍ତରିତ ହେବା ପରେ ନୟାଗଡ଼ ସହରରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଯିଏ ଯେଉଁଠି ପାଇଲା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଉପରେ ବସ, ଟ୍ରକକୁ ବେଆଇନ…

ଚଳିତ ବର୍ଷ ଛେରାପହଁରା କରିବେନି ରଣପୁର ରାଜା

ରଣପୁର,୧୯ା୬(ସୁକାନ୍ତ କିଶୋର ଡାକୁଆ): ରଣପୁର ରାଜା ଚଳିତ ବର୍ଷ ଠାକୁରଙ୍କ ୩ରଥରେ ଛେରାପହଁରା କରିବେ ନାହିଁ ବୋଲି ଲିଖିତ ଆକାରରେ ଏଣ୍ଡାଓମେଣ୍ଟ କମିଶନର, ମୁଖ୍ୟ ଶାସନ ସଚିବ, ନୟାଗଡ଼ ଜିଲାପାଳଙ୍କ ସହିତ ରଣପୁର ଦେବୋତ୍ତର ବିଭାଗର ଅଧିକାରୀ ତଥା ତହସିଲଦାରଙ୍କୁ ଜଣାଇଛନ୍ତି।…

ତାତିରେ ଡହଳବିକଳ କାନପୁର ଡ୍ୟାମ ବିସ୍ଥାପିତ

ଯୋଡ଼ା,୧୯ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବିରିକଳା ପଞ୍ଚାୟତର ୫୨୦ନଂ. ଜାତୀୟ ରାଜପଥ ନିକଟରେ ଥିବା କାର୍ତ୍ତିକା ସାହିରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ପ୍ରବଳ ତାରିରେ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାରୁ ଲୋକେ…

ବିହନ ଧରି ବର୍ଷା ଅପେକ୍ଷାରେ ଚାଷୀ

ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଲାଣି। ଅତ୍ୟଧିକ ଉତ୍ତାପ ଯୋଗୁ ଜଳୁଛି ଗାଁ ଆଉ ସହର। ଏଥିଯୋଗୁ ଲୋକେ ଘରୁ ପଦାକୁ…

ବିପର୍ଯ୍ୟସ୍ତ ଅବସ୍ଥାରେ ହାତୀଖାଲ ଶଙ୍ଖ

ବୁଗୁଡ଼ା,୧୯ା୬(କାଳୀଚରଣ ଦାଶ): ବୁଗୁଡା ବାଘୁଆ ଜଳସେଚନ ବିଭାଗ ଅଧୀନରେ ଥିବା କତକଲା ଛକଠାରୁ କୁବେରେଶ୍ୱର ମନ୍ଦିର ଯାଏ ଥିବା ବାଘୁଆ କେନାଲ ରାସ୍ତାରେ ନିର୍ମିତ ହାତୀଖାଲ ଶଙ୍ଖର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଏହାର ଗାର୍ଡ ୱାଲ୍‌ ଭାଙ୍ଗିଯାଇ ବିପଦକୁ ଆହ୍ବାନ…

ଠିକାଦାରଙ୍କୁ ଗୁଳିକରି ହତ୍ୟା

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୯ା୬(ପ୍ରଭାତ ପାଣିଗ୍ରାହୀ/ମାନସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଚଣ୍ଡେଶ୍ବର ଛକରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ହେଲେ ରାଧାମୋହନପୁରର ରମେଶ ଚନ୍ଦ୍ର ରାଉତ(୪୮)। ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?