ଆମ ଜିଲା ଖବର

ବଲାଙ୍ଗୀରରେ କାରବାର, ୟୁପିରୁ ନିୟନ୍ତ୍ରଣ

ବଲାଙ୍ଗୀର ଅଫିସ, ୨୬।୩: ବଲାଙ୍ଗୀର ଜିଲା ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା କେତେଜଣ ପ୍ରାର୍ଥୀ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ସନ୍ଦେହ କରି ଡାକ ଅଧୀକ୍ଷକ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପ୍ରାରମ୍ଭିକ ଯାଞ୍ଚ ପରେ ୩୭ ପ୍ରାର୍ଥୀଙ୍କ ସାର୍ଟିଫିକେଟ…

କେନ୍ଦୁଝର ଓକିଲ ସଂଘ ନିର୍ବାଚନ: ଆଶିଷ ସଭାପତି, ସଞ୍ଜିତ ସମ୍ପାଦକ

କେନ୍ଦୁଝର,୨୫ା୩(ସ୍ବ.ପ୍ର.): ଶନିବାର କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନ ଶାନ୍ତିପୂର୍ଣ୍ଣ ସହ ଶେଷ ହୋଇଛି।  ସଭାପତି ଭାବରେ ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ ପୁନର୍ବାର ଜିତିଥିବା ବେଳେ ସମ୍ପାଦକ ଭାବରେ ସଞ୍ଜିତ ଦାସ ବିଜୟ ଲାଭ କରିଛନ୍ତି। ଉପସଭାପତି ଭାବରେ ଆଲୋକ…

ମଦ ପିଇ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଜୁନାଗଡ଼,୨୫ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଥିବା ଦେଖିବାକୁ ମିଳିଛି। ଶନିବାର ପୁଣି ୩ ମଦ୍ୟପଙ୍କୁ ବାଇକ୍‌ ଚଳାଇଲା ବେଳେ ଧରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ପକ୍ଷରୁ ଏମ୍‌ଭିଆଇ ଗାଡ଼ି ଯାଞ୍ଚ…

୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ମୃତଦେହ ଗାଁକୁ ନେଲେ ପରିବାର ଲୋକେ

କୋକସରା,୨୫ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଘାଟିରେ ଶନିବାର ଟ୍ରକ୍‌ ଧକ୍କାରେ ଗୁରୁତର ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଆଜି ଆମପାଣି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଆମପାଣି ଘାଟିର କୁସୁମଜୋର ବୁଲାଣି…

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଲା, ଜଣେ ଅଟକ

କେନ୍ଦୁଝର,୨୫ା୩(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକ ତଳଚମ୍ପେଇ ରାସ୍ତା କୋଡରୁ ଶନିବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ତଳକଇଁସାର ଗାଁର ପ୍ରଶାନ୍ତ ଜୁଆଙ୍ଗ(୨୦) ବୋଲି ଜଣାପଡ଼ିଛି। ସୂଚନା ନୁସାରେ,ସାହିର ଚଗଲା ଜୁଆଙ୍ଗ(୨୦) ଓ ପ୍ରଶାନ୍ତ ଉଭୟ ମିଶି…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ହିଞ୍ଜିଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ହିଞ୍ଜିଳିକାଟୁ,୨୫ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଏହି ଦିନିକିଆ ଗସ୍ତରେ ପ୍ରାୟ ୧୫ ମାସ ପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଏକ ସାଧାରଣ ସଭାରେ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…

ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ ପାଇଁ ଦାବିପତ୍ର

କେନ୍ଦୁଝର,୨୫ା୩(ସ୍ବ.ପ୍ର.): କେନ୍ଦୁଝର ଭଳି ଆଦିବାସୀବହୁଳ ଏବଂ ଅବିଭାଜିତ ଜିଲାରେ ଆଦିବାସୀ ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ନିମିତ୍ତ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ଅନୁସୂଚିତ ଜନଜାତି ବିଭାଗର ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ…

ନିର୍ବାଚନରେ ଖାତା ଖୋଲିବାକୁ ଭାଜପାର କସରତ

ସରଣ୍ଡା,୨୫ା୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ତତ୍ପରତା ଦେଖିବାକୁ ମିଳୁଛି। ସହର ସାରା ଖେଳି ଗଲାଣି ଦଳୀୟ ପତାକା ଓ ପୋଷ୍ଟର। ବିଜେଡି ଓ କଂଗ୍ରେସ ଜୋର୍‌ଦାର୍‌ ପ୍ରଚାର ଜମାଇଥିବା ବେଳେ ଶନିବାର…

ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ : ଉପେନ୍ଦ୍ର ସଭାପତି , ସିମାଞ୍ଚଳ ସମ୍ପାଦକ

ପୁରୁଷୋତ୍ତମପୁର, ୨୫/୩(ଡିଏନଏ): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ନିର୍ବାଚନ ଅଧିକାରୀ ବାସୁଦେବ ଯେନାଙ୍କ ତତ୍ତ୍ୱାବଧାନ ଏହା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଉପେନ୍ଦ୍ର ପଣ୍ଡା, ଉପ ସଭାପତି ଭାବେ ଗୌରିଶଙ୍କର ରାଉଳ, ସମ୍ପାଦକ…

କବିସୂର୍ଯ୍ୟନଗରରେ ଆଜିଠୁ ଦଣ୍ଡଯାତ୍ରା

କବିସୂର୍ଯ୍ୟନଗର,୨୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଚୈତ୍ର ମାସରେ ହେଉଥିବା ପାରମ୍ପରିକ ଦଣ୍ଡଯାତ୍ରା ଶନିବାରରୁ ଆରମ୍ଭ ହୋଇଛି। ଆଜି ପ୍ରଥମ କରି ୨୧ ଦିନିଆ ଦଣ୍ଡ ଯାତ୍ରା ବାହାରିଛି। କବିସୂର୍ଯ୍ୟନଗରସ୍ଥିତ ମାଝି ପୁଞ୍ଜା, ଧୋବା ପୁଞ୍ଜା ଓ ପରିଡ଼ା ପୁଞ୍ଜା ଏଭଳି ୩ଟି ଦଣ୍ଡ…

ଇଣ୍ଟରଭ୍ୟୁ ବେଳେ ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୨୫।୩ : ଓଡ଼ିଶା ପୋଲିସ କନଷ୍ଟେବଳ ପଦର ଦୌଡ଼ ସମୟରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆରେ । ଗଞ୍ଜାମ ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଶ୍ୟାମସୁନ୍ଦର ଦାସ ଚାଲିଥିବା ଇଣ୍ଟରଭ୍ୟୁରେ ୧୬୦୦…

ମା’ଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା ଅଭିଯୋଗ ଆଣିଲେ ଝିଅ

ଭଦ୍ରକ ଅଫିସ,୨୫ା୩: ପୂର୍ବରୁ ମୋ ଭଉଣୀଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ। ଏବେ ମା’ଙ୍କୁ ଅପହରଣ କରି ବଳାତ୍କାର ପରେ ହତ୍ୟା କରି ଟ୍ରେନ୍‌ ଲାଇନରେ ଫିଙ୍ଗି ଦିଆଯାଇଛି। ଏପରିକି ବାପାଙ୍କୁ ଭୟଭୀତ କରାଇ ମା’ଙ୍କ ଟ୍ରେନ୍‌ରେ କଟି ମୃତ୍ୟୁ ଘଟିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri