ଆମ ଜିଲା ଖବର

ଧୁରୁଷିଆ-ରମ୍ପାବନ୍ଧରେ ୨୦ ଫୁଟର ଘାଇ, ଦେଢ଼ ହଜାର ହେକ୍ଟର ଚାଷଜମିରେ ପଶିଲା ବନ୍ୟାଜଳ

ଖୁଣ୍ଟୁଣୀ,୩ା୮(ସଚ୍ଚିଦାନନ୍ଦ ପଣ୍ଡା): ୩୬ ଘଣ୍ଟା ଧରି ଲଗାଣ ବର୍ଷା ଯୋଗୁ ସାପୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇ କଟକ ଜିଲାର ଆଠଗଡ଼ର ଧୁରୁଷିଆଠାରେ ରମ୍ପାବନ୍ଧରେ ୨୦ ଫୁଟର ଘାଇ ହୋଇ ବନ୍ୟାଜଳ ମାଡିଯିବାରୁ ଧୁରୁଷିଆ,କଖଡ଼ି, ମଞ୍ଚେଶ୍ୱର, ଅନନ୍ତପୁର ଓ ଘଣ୍ଟିଖାଲ ପଞ୍ଚାୟତର…

ଗାଁରେ ପଶିଲେ ହାତୀ, ଲୋକେ ଆତଙ୍କିତ

ଢେଙ୍କାନାଳ,୩ା୮(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଖଜୁରିଆକଟା , ବେଡ଼ା ଗ୍ରାମ ମଧ୍ୟରେ ଯାଇଥିବା ରାସ୍ତାରେ ଗୁରୁବାର ସକାଳେ ୨ଟି ବଡ଼ ହାତୀ ଉପଦ୍ରବ କରୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ୨ଟି ଯାକ ଦନ୍ତାହାତୀ ଗୋଠଛଡ଼ା ହୋଇ ଗ୍ରାମ…

ରାଧାଦେଇପୁରରେ ପଶିଲା ବ୍ରାହ୍ମଣୀ ବନ୍ୟାଜଳ: ବୁଡ଼ିଲା ମନ୍ଦିର, ଭାସିଗଲେ ଜଣେ

ଢେଙ୍କାନାଳ,,୩ା୮(ରତନ ନାୟାର): ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କରି କରମୁଳ, କଙ୍କା, ଓ ସଦର ବ୍ଲକ ରାଧାଦେଇପୁର ଅଞ୍ଚଳରେ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପ୍ରବେଶ କରିଛି। ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କଙ୍କା ଓ ବାଇସିଙ୍ଗା ଗ୍ରାମ ମଧ୍ୟରେ ଯୋଗାଯୋଗ…

ସ୍ବତନ୍ତ୍ର ଯୋଜନା ଅଧିକାରୀ ହେଲେ ଅବିନାଶ ମିଶ୍ର

ଗଞ୍ଜାମ,୩ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର କିଛି ଏନ୍‌ଏସି ଓ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ)ଙ୍କ କାର୍ଯ୍ୟ ଶୈଳୀକୁ ପ୍ରଂଶସା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଉକ୍ତ ଅଧିକାରୀମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଗୃହ ନଗର ଉନ୍ନୟନ ବିଭାଗ ଓଡ଼ିଶା…

ପୋଲ ଉପରେ ୫ ଫୁଟର ବନ୍ୟାଜଳ, ପାଣିରେ ବୁଡ଼ିଛି ଟ୍ରକ୍‌

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ଜିଲା ବାଂଶପାଳ ସିଂପୁର ବଇଙ୍ଗା ନାଳପୋଲ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ପାଣିରେ ବୁଡ଼ି ରହିଛି…

ବର୍ଷା ଧୋଇନେଲା ପୋଲ, ଯାତାୟାତ ଠପ୍‌

ଅମରପାଲି,୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ଯୋର ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି l ବୁଧବାର ସକାଳୁ ଠେଙ୍ଗା ଡ୍ୟାମରୁ ୬ ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ହେବା ଫଳରେ ହରିହର…

ବିସ୍ଥାପିତଙ୍କ ଦୁଃଖ ଦ୍ୱିଗୁଣିତ କଲା ଲଗାଣବର୍ଷା

ବଲାଙ୍ଗୀର,୩ା୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ଯୋଗୁଁ କିଛିଦିନ ତଳେ ବିସ୍ଥାପିତ ହୋଇଥିବା ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମର ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ପରିବାର ଏବେ ଝାଙ୍କରପାଲି ଥଇଥାନ କଲୋନୀର ଅସ୍ଥାୟୀ ଘରେ ରହୁଛନ୍ତି। ଅସ୍ଥାୟୀ ଘର ନିମ୍ନମାନର ହୋଇଥିତ୍ବାରୁ ଲୋକେ…

ମନ୍ଦିର, ଘର ଭିତରେ ଲହଡ଼ି ମାରିଲା ଡ୍ରେନ୍‌ପାଣି

ବଲାଙ୍ଗୀର,୩ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଏକ ପୁରୁଣା ଏବଂ ଯୋଜନବଦ୍ଧ ସହର ଭାବେ ସାରା ଓଡିଶାରେ ପରିଚିତ। ଏଠାକାର ବାଗଡି ଘର ଭଳି ବର୍ଗାକାର ରାସ୍ତା, ଜଳ ପରିଚାଳନା ଦିନେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଗୋଟିଏ ବର୍ଷ ହେଲେ…

ଲଘୁଚାପଜନିତ ବର୍ଷାରେ ଭାଙ୍ଗିଲା ୩ଜଣଙ୍କ ଘର

ଖଡ଼ିଆଳ,୩।୮(ସୁଜିତ୍‌ କୁମାର ପ୍ରଧାନ): ନୂଆପଡା ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଖଡ଼ିଆଳ ବ୍ଲକରେ ଗତ ଦୁଇ ଦିନ ହେଲା ବର୍ଷା ହେବା ଦ୍ୱାରା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ଖଡ଼ିଆଳ ବ୍ଲକ ତିଖାଲି ଗ୍ରାମର ଏକଲବ୍ୟ…

ଭାଙ୍ଗିଲା ଘର, ଉଜୁଡ଼ିଲା ଫସଲ

ଦେଓଗାଁ,୩ା୮(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବ୍ୟାପକ ଅଞ୍ଚଳ ପାଣିଘେରରେ ରହିଛି। ବିଭିନ୍ନ ଗାଁରେ ଗଛ ଉପୁଡି ପଡିବା ସହ ଲୋକଙ୍କ ଘର ଭାଙ୍ଗିଯାଇଛି। ଧାନ ଓ…

ବସ୍ତିକୁ ମାଡ଼ିଲା ବର୍ଷାପାଣି

ଲୋଇସିଂହା,୩।୮(ସୁଶାନ୍ତ ବାରିକ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତ ବିରକେଲ ଗ୍ରାମରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ମହାଲିଙ୍ଗ ଜଳାଶୟକୁ ଉଦବୃତ୍ତ ବର୍ଷା ଜଳକୁ କେତେକ ଗ୍ରାମବାସୀ ପ୍ରବେଶ କରି ନ…

୩ ସ୍କୁଲ ଭିତରେ ପଶିଲା ବନ୍ୟାଜଳ

ଅମରପାଲି,୩ା୮(ପୀତାମ୍ବର ସାହୁ): ଗତ ୪ ଦିନ ହେଲା ବୀରମହାରାଜପୁର ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଭଳି ପରିସ୍ଥିତିରେ ବୁଧବାର ଠେଙ୍ଗୋ ଡ୍ୟାମରୁ ୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳରେ ତଳମୁଣ୍ଡରେ ଅନେକ ଗାଁକୁ ବନ୍ୟାଜଳ ପ୍ରବେଶ କରିଛି। ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?