ଆମ ଜିଲା ଖବର

ନାବାଳିକା ଝିଅଙ୍କୁ ତଣ୍ଟି ଚିପି ହତ୍ୟା କଲା ବାପା

ନୂଆପଡ଼ା,୨୫।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବଳିପଡିଲେ ନାବାଳିକା ଝିଅ। ନିଜ ୧୩ ବର୍ଷର ଝିଅ ଜ୍ୟୋତି ମାଝିଙ୍କୁ ତଣ୍ଟି ଚିପି ହତ୍ୟା କରିଛି ବାପା।…

ପୂର୍ବତନ ବିଧାୟକ ରମେଶ ସୋରେନଙ୍କ ପରଲୋକ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/: ଖୁଣ୍ଟା(ଦେବରଞ୍ଜନ ବେହେରା), ୨୬।୭: ମୟୂରଭଞ୍ଜ ଜିଲା ଖୁଣ୍ଟା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମେଶ ସୋରେନ(୮୨)ଙ୍କ ସୋମବାର ଭୁବନେଶରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ବୟସାଧିକ କାରଣରୁ ଦୀର୍ଘ ୩ ମାସ ଧରି ସେ ଚିକିତ୍ସାଧୀନ…

ଗଣତନ୍ତ୍ରର ୩ ସ୍ତମ୍ଭକୁ ଧରି ରଖିଛି ଗଣମାଧ୍ୟମ

ଜଗତ୍‌ସିଂହପୁର, ୨୬।୭ (ପ୍ରମୋଦ କୁମାର ନାୟକ ) ଗଣତନ୍ତ୍ରର ୩ଟି ସ୍ତମ୍ଭ କଥା ଆମେ ଜାଣିଛନ୍ତି, କିନ୍ତୁ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ କୁହାଯାଉଛି। ଏହା ଆଜିର ସମାଜରେ ସବୁଠାରୁ ମୁଖ୍ୟ ତତ୍ତ୍ବ। ଆମେ ଯେତେବେଳେ ଶିବଙ୍କ ପାଖରେ ବେଲପତ୍ର ଅର୍ପଣ କରୁଛୁ,…

ବଜ୍ରପାତରେ ୩ ଜୀବନ ଗଲା

ଉଦଳା,(ସନ୍ତୋଷ କୁମାର ବାଚ୍ଛିନୀ)/ବଡ଼ସାହି (ଦୀପକ ବୁଗୁଡେଇ/ସମ୍ବିତ କୁମାର ରାଉତ)/ ବାଙ୍ଗିରିପୋଷି(ସଞ୍ଜୟ ଅଗ୍ରଓ୍ବାଲ),୨୬।୭ ମୟୂରଭଞ୍ଜ ଜିଲା କପ୍ତିପଦା, ବଡ଼ସାହି ଓ ବାଙ୍ଗିରିପୋଷି ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। କପ୍ତିପଦା ଥାନା ଅଧୀନ ପଥରସାହି ଗ୍ରାମର ବିରଞ୍ଚତ୍ ନାଏକ ସୋମବାର…

ଯାଞ୍ଚରେ କଟକଣା ବଢ଼ାଉଛି ଦୁର୍ଘଟଣା

ଢେଙ୍କାନାଳ, ୨୬।୭(ରତନ ନାୟାର): କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରିଚାଳିତ ହେଉଛି ଶିଳ୍ପାନୁଷ୍ଠାନ। କେନ୍ଦ୍ର ସରକାର ଯେଉଁ ନିୟମ ଜାରି କରିବେ, ତାହାକୁ ମାନିବାକୁ ରାଜ୍ୟ ବାଧ୍ୟ। ହେଲେ କମ୍ପାନୀକୁ ସୁହାଇବା ଭଳି ନିୟମ ଏବେ ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ପ୍ରତି…

ମାସେ ନ ପୁରୁଣୁ ଭୁଶୁଡିଲା ମଣ୍ଡପ କୋଠା, ଉଚ୍ଚସ୍ତରୀୟ ତଦନ୍ତ ଦାବି

ନିରାକାରପୁର, ୨୫।୭(ମାନସ ଚନ୍ଦ୍ର ପଟ୍ଟନାୟକ ):ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ଜଙ୍କିଆ ଥାନା ଅନ୍ତର୍ଗତ ଅଚୁତପୁର ପଞ୍ଚାୟତରରେ ମାସେ ହେଲା ନିର୍ମାଣ ହୋଇଥିବା ମଣ୍ଡପ କୋଠା ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ କି, ମାସକ ତଳେ ପଞ୍ଚାୟତ ଅନୁଦାନ ୧ଲକ୍ଷ ୭0ହଜାରରୁ…

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) ): ମଙ୍ଗଳବାର ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନିକାନ୍ତ ସାହୁ କେନ୍ଦୁଝର ଜିଲା ରସ୍ତ କରିଛନ୍ତି। ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ମୁଖ୍ୟ ଉନ୍ନୟନ ଅଧ୍ୟାଜାରୀ ତଥା ନିର୍ବାହୀ ଅଧ୍ୟାକାରୀ ଜିଲ୍ଲା ପରିଷଦ, କେନ୍ଦୁଝର ବିଷ୍ଣୁ…

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

କୋକସରା,୨୫।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)କଳାହାଣ୍ଡି ଜିଲା କଲମପୁରର ଜଣେ ମହିଳା ନିଜ ଭାଇ ଘର ବଡ ପୋଡାଗୁଡା ପଞ୍ଚାୟତ ସର୍ଗିଗୁଡ଼ା ଗାଁକୁ ଆସିଥିବା ବେଳେ ଏକ ନାଗ ସାପ ଦଂଶନରେ ଗୁରୁତର ହୋଇଥିଲେ । ସମ୍ପର୍କୀୟମାନେ କୋକସରା ଡାକ୍ତରଖାନାରେ ଆଣି ସୋମବାର ସଂଧ୍ୟା…

ପେଟ୍ରୋଲରେ ପୋଡି ହୋଇ ବିବାହିତ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପା

କୋକସରା,୨୫।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ବାମୀ, ଶାଶୁ ଓ ବଡ଼ ଯାଆ ନିର୍ଯାତନା ଓ ଶେଷରେ ପେଟ୍ରୋଲ ଢାଳି ମହିଳାଙ୍କୁ ପୋଡି ହତ୍ୟା କରିଥିବା ନେଇ ସଙ୍ଗିନ ଅଭିଯୋଗ ଆଣିିଛନ୍ତି ମୃତ ଝିଅଙ୍କର ବାପା। ସୂଚନା ମତେ କଳାହାଣ୍ଡି…

ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣ, ଗ୍ରାମବାସୀଙ୍କ ବିରୋଧ

ସିଂହପୁର,୨୫।୭ (ଅନଙ୍ଗ ଉଦୟ ବେଉରିଆ) ବିଂଝାରପୁର ଥାନା ତଥା ବରୀ ତହସିଲ ଅନ୍ତର୍ଗତ ମଧୁସୁଦନପୁର ରାଜସ୍ବ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିକଟ ସୁନ୍ଦରପୁର ଗ୍ରାମରେ ବେଆଇନ ଗୃହ ନିର୍ମାଣକୁ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ସୁନ୍ଦରପୁର ଗ୍ରାମର ଭରତ ଚନ୍ଦ୍ର ମଲିକ…

ଟଙ୍କା ଲୋଭରେ ଫେକ ଅସ୍ତ୍ରୋପଚାର

ହିଞ୍ଜିଳିକାଟୁ,୨୫।୭(ଦ୍ବିତୀକୃଷ୍ଣ ପଣ୍ଡା): ଆଖିର ରେଟିନାରେ ଛୋଟିଆ ଛିଦ୍ର ଥିବା କହି ତ୍ରୁଟିପୂର୍ଣ୍ଣ ଓ ଫେକ ଅସ୍ତ୍ରୋପଚାର କରିବା କାରଣରୁ ଦୃଷ୍ଟି ଶକ୍ତି ହରାଇଥିବା ଜଣେ ଆଇନଜୀବୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ହେଲେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବାର ଆସୋସିଏଶନର…

ମଣିପୁର ଯୌନହିଂସା: ସିପିଆଇଏମର ବିରୋଧ ପ୍ରଦର୍ଶନ

ଏମ .ରାମପୁର, ୨୫।୭,(ଶଶି ଭୂଷଣ ପ୍ରହରାଜ) ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପରେଡ କରିବା ଘଟଣାରେ ଦେଶ ସ୍ତବ୍ଧ ହୋଇଯାଇଛି। ଘଟଣାକୁ ନେଇ ସଂସଦରେ ଝଡ ଉଠିଥିବାବେଳେ ସୁପ୍ରିମକୋର୍ଟ ଘଟଣାକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ତେବେ ଏହି ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?