ଆମ ଜିଲା ଖବର

ଏପ୍ରିଲ ୫ରୁ ଓଷ୍ଟା ପ୍ରି-ବୋର୍ଡ ପରୀକ୍ଷା: ୨୭ରେ ପ୍ରକାଶ ପାଇବ ଟେଷ୍ଟପେପର

କଟକ ଅଫିସ, ୨୫।୧: ଆସନ୍ତା ମେ’ ୩ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବ। କରୋନା ପାଇଁ ପ୍ରାୟ ୯ ମାସ ଧରି ବିଦ୍ୟାଳୟ ଯାଇ ନ ଥିବା ଛାତ୍ରୀଛାତ୍ରମାନେ ୧ ବର୍ଷର ପାଠ୍ୟଖସଡ଼ାକୁ ୧୦୦ ଦିନ ମଧ୍ୟରେ ଶେଷ କରି...

ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କଲେ ବରଗଡ଼ ଚାଷୀ

ପଦ୍ମପୁର,୨୫।୧(ଡି.ଏନ୍‌.ଏ.)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡି ଗୁଡିକୁ ବନ୍ଦ...

୫୦ ବର୍ଷ ପରେ ଦୁଇଭାଇଙ୍କ ମିଳନ

ଜଗତ୍‌ସିଂହପୁର ଅଫିସ, ୨୫।୧: ପ୍ରାୟ ୫୦ ବର୍ଷ ପରେ ରବିବାର ଘରକୁ ଫେରିଲେ ବୃଦ୍ଧ ଚରଣ ପଲାଉର (୬୫)। ତାଙ୍କୁ ଦେଖିବାକୁ ତାଙ୍କ ମା’ ଆଉ ଦୁନିଆରେ ନ ଥିବାବେଳେ ସାନ ଭାଇ ବିଜୟଙ୍କ ସହ ହୋଇଥିଲା ଭାବାବେଗ ମିଳନ।...

ଭିଜିଲାନ୍ସ ଜାଲରେ କେଲେଙ୍ଗାପାଲି ପିଇଓ

ବରଗଡ଼ ଅଫିସ,୨୫।୧- ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ କେଲେଙ୍ଗାପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( ପିଇଓ) ଉମେଶ କୁମାର ସେଠଙ୍କ ବାସଭବନରେ ସୋମବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ବାଜିରେ ଲାଗୁଛି ପକ୍ଷୀଙ୍କ ଜୀବନ

ମହାକାଳପଡା, ୨୫।୧(ଡି.ଏନ.ଏ.) : ପକ୍ଷୀପଶୁଙ୍କୁ ନିର୍ଯାତନା ଦେବା, ବଳପୂର୍ବକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରି ଲଢେଇ କରିବା ଏହା ଧର୍ତ୍ତବ୍ୟ ଅପରାଧ। ଜୀବେ ନିଷ୍ଠୁରତା ନିବାରଣ ଆଇନ ୧୯୬୦କୁ କାର୍ଯ୍ୟକାରୀ କରାଯାଇଛି। ଏହାସତ୍ତ୍ୱେ ପକ୍ଷୀପଶୁଙ୍କୁ ନେଇ ବିଭିନ୍ନ ସ୍ଥାନରେ ପର୍ବପର୍ବାଣି, ଉତ୍ସବ...

ଫ୍ଲୋରୋସିସ୍‌ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଇ ଦନ୍ତ ଓ ଅସ୍ଥି ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଫ୍ଲୋରୋସିସ ରୋଗ ଯୋଗୁ...

ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ

ବୋଲଗଡ/ବେଗୁନିଆ,୨୫। ୧ (ଡି.ଏନ୍‌.ଏ.): ବୋଲଗଡ଼-ବେଗୁନିଆର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କର ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ...

ମହାନଦୀ ପଠାରେ ଫସି ରହିଛନ୍ତି ହାତୀପଲ

ବାଙ୍କୀ,୨୪ା୧: କଟକ ଜିଲା ବାଙ୍କୀ ବ୍ଲକ କଇଁମୁଣ୍ଡି ନିକଟ ମହାନଦୀ ପଠାରେ ଏକ ହାତୀପଲ ଫସି ରହିଛନ୍ତି। ଶନିବାର ରାତିରେ ଆଠଗଡ଼ ସୁକାସନ ସଂରକ୍ଷିତ ଜଙ୍ଗଲରୁ ହାତୀପଲ ଡମପଡ଼ା ଚନ୍ଦକା ଅଭୟାରଣ୍ୟକୁ ଫେରୁ ଥିବାବେଳେ ଘନ କୁହୁଡି ଯୋଗୁ ଆଗକୁ...

ଧନୁଯାତ୍ରାର ଶୂନ୍ୟସ୍ଥାନ ପୂରଣ କଲା ସଞ୍ଚାର

ବରଗଡ଼ ଅଫିସ୍‌,୨୪।୧: ସଞ୍ଚାର ଏକ ପ୍ରାଚୀନ ଲୋକକଳା। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଏହା ମୂଳ ଅଙ୍ଗ। ତଥାପି ଆଜିକାର କମ୍ପ୍ୟୁଟର, ପ୍ରଯୁକ୍ତିବିଦ୍ୟା ଯୁଗରେ ଆଧୁନିକ ପିଢ଼ି ଏଭଳି ଏକ ଲୋକକଳା ଉପରେ ସେତେ ଅବଗତ ନୁହଁନ୍ତି...

ବର୍ଷେ ପରେ ମିଳିଲା ପରିଚୟ: ପରିବାର ସହ ଆସାମ ଗଲେ ମହିଳା

ଲଖନପୁର,୨୪।୧: ଝାରସୁଗଡ଼ା ଜିଲା କଣ୍ଟାପାଲିଠାରେ ଜିଲା ପ୍ରଶାସନ ତରଫରୁ ଜିଲା ଖଣିଜ ପାଣ୍ଠି ଅନୁଦାନରେ ଏକ ମାନସିକ ଅନଗ୍ରସର (ମହିଳା)ଙ୍କ ଥଇଥାନ ପାଇଁ ମିଶନ ଆଶ୍ରା ନାମକ ଏକ ଆଶ୍ରୟ ସ୍ଥଳୀ ଖୋଲାଯାଇଛି। ଏହି ଆଶ୍ରୟ ସ୍ଥଳୀକୁ ପରିଚାଳନା କରୁଛି...

ଆରପାରିରେ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ

ସମ୍ବଲପୁର,୨୪।୧(ବ୍ୟୁରୋ): ବର୍ଷୀୟାନ୍‌ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କ ରବିବାର ସମ୍ବଲପୁରର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଝାଡୁଆପଡ଼ାରେ ଜନ୍ମ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ସେ ଗାଧୁଆ...

ଯୌତୁକ ପାଇଁ ବୋହୂଙ୍କୁ ହତ୍ୟା: ନାତିଙ୍କୁ ଧରି ଶାଶୁ ଘର ଲୋକେ ଫେରାର

ରାଉରକେଲା ଅଫିସ,୨୪ା୧: ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀ ଅଞ୍ଚଳରେ ବୋହୂଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ସ୍ବାମୀକୁ ଥାନାରେ ଅଟକ ରଖି ଥିବାବେଳେ ପରିବାରର ଅନ୍ୟ ଲୋକେ ନାତିଙ୍କୁ ଧରି ଫେରାର୍‌ ହୋଇଯାଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri