ଆମ ଜିଲା ଖବର

ବିଭିନ୍ନ ସମସ୍ୟାର ସମାଧାନ ନେଇ ରାସ୍ତାକୁ ଓହ୍ଲାଇଲେ କୁନିକୁନି ପିଲା

କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାହ୍ମଣୀ ଗାଁ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଆସି ଛାତ୍ରୀଛାତ୍ର ଅଭିଯୋଗପତ୍ର ଦେଇ ସେମାନଙ୍କ ସମସ୍ୟା ଜଣାଇଛନ୍ତି। ଏହି ବିଦ୍ୟାଳୟଟି ୧୯୫୪ ମସିହାରେ ସ୍ଥାନୀୟ ଲୋକ ତଥା ସରକାରଙ୍କ ମିଳିତ…

ମହିଳାଙ୍କୁ ଦଳିଦେଲା ହାତୀ

ବାଣପୁର,୧୪ା୮(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ପୁଞ୍ଜିଆମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସୋମବାର ସକାଳୁ ପାଣ୍ଡବ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ଘର ପଛପଟ ବିଲକୁ ଯାଇଥିବା ବେଳେ ହଠାତ୍‌ ଏକ ଦନ୍ତା…

୫-ଟି ସ୍କୁଲର ବିକଳ ଚିତ୍ର

ସୋନପୁର,୧୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ଉଚ୍ଚ ବିଦ୍ୟାଳୟଗୁଡିକରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ପଦ ଖାଲି ପଡିଛି । ସରକାର ନୂତନ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପ୍ରତି ଧ୍ୟାନ ଦେଉ ନ ଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକରେ ଶିକ୍ଷା ବ୍ୟବସ୍ଥା…

ଶ୍ରାବଣରେ ବୈଶାଖ ତାତି, ଜମି ଫାଟି ଆଁ

ଗୋଲାମୁଣ୍ଡା,୧୪।୮(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଏବେ ଶ୍ରାବଣ ମାସରେ ବୈଶାଖ ତାତି। ଏହାର ପ୍ରଭାବରେ ଜମି ଫାଟି ଥିବା ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ଲକର ଚାଷୀ ଆଉ ଏକ ମରୁଡି ଚିନ୍ତାରେ ଅଛନ୍ତି। ଗୋଲାମୁଣ୍ଡା ବ୍ଲକ…

୬ ବର୍ଷ ହେଲା ଅନ୍ଧାରରେ ଦାନିକାପେଲ ଗାଁ

ଲାଞ୍ଜିଗଡ଼,୧୪।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେଗାଁ ଗ୍ରାମପଞ୍ଚାୟତ ଉପାନ୍ତ ଦାନିକାପେଲ ଗ୍ରାମବାସୀ ଦୀର୍ଘ ୬ ବର୍ଷ ହେଲା ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ। କିନ୍ତୁ ଉପଭକ୍ତାଙ୍କ ନାଁରେ ମୋଟା ଅଙ୍କର ବିଲ ଗଡୁଛି। ଗାଁକୁ ଯେବେ ବିଦ୍ୟୁତ୍‌…

ପଥରଖାଦାନ ବ୍ଲାଷ୍ଟିଙ୍ଗ: ନଷ୍ଟ ହେଉଛି ଫସଲ

ସମ୍ବଲପୁର, ୧୪।୮ (ଶୁଭାଶିଷ ପାଢ଼ୀ): ରାଜସ୍ବ ଆଦାୟ କରିବା ପାଇଁ ସରକାରୀ ସ୍ତରରେ ପଥରଖାଦାନଗୁଡିକ ଲିଜ୍‌ ସୂତ୍ରରେ ଦିଆଯାଉଛି। ହେଲେ ଲିଜ୍‌ ଦେବା ପରେ ପଥରଖାଦାନ ପାର୍ଶ୍ୱରେ ଥିବା ରୟତି ଜମିଗୁଡିକ କିଭଳି ଭାବେ ନଷ୍ଟ ହୋଇଯାଉଛି ତାହାକୁ ନ ଦେଖିଲେ…

ଖୋଲୁନି ଇନ୍‌ଡୋର ଷ୍ଟାଡିୟମ ତାଲା

ସୁନାବେଡା,୧୪ା୮(କୃତ୍ତିବାସ ପ୍ରଧାନ): ସୁନାବେଡା ପୌର ପରିଷଦର ୫ ନଂ. ୱାର୍ଡ ଗଞ୍ଜାମ କଲୋନୀଠାରେ ନିର୍ମାଣ ହୋଇଛି ମଲ୍ଟି ପରପୋଜ ହଲ୍‌ ତଥା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌। ଏହାର ନିର୍ମାଣକୁ ବର୍ଷେରୁ ଅଧିକ ଦିନ ବିତିଲାଣି । ମାତ୍ର ଏଯାଏ ଏହି…

ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି

ଡାବୁଗାଁ,୧୪।୮ (ପ୍ରଜ୍ଞା ରଞ୍ଜନ ପରିଡା): ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହେଲା। ଏବେ ଧାନ ରୁଆ ବେଉଷଣ ପରେ ବର୍ଷା ଉଭାନ ହୋଇଯାଇଛି। ସେପଟେ ପାଣି ଅଭାବରୁ ଧାନ ଜମି ଫାଟି ଆଁ କଲାଣି।…

ଶ୍ରାବଣରେ ବର୍ଷା ନାହିଁ, ଆଗେଇ ପାରୁନି ଚାଷ

ଝରିଗାଁ,୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଳକରେ ସ୍ବଳ୍ପ ବର୍ଷା ଯୋଗୁଁ ଚାଷୀ ଏବେ ଚିନ୍ତାରେ ପଡ଼ିଛି। ବ୍ଲକରେ ୩୩୩.୪ ହେକ୍ଟର ଜମିରେ ଧାନ ତଳି ପଡିଥିବାବେଳେ କାଦୁଅ ପାଇଁ ଆବଶ୍ୟକ ବର୍ଷା ହେଉ ନ ଥିବାରୁ ଚାଷୀ ଧାନ…

ଗଣଦୌଡ଼ରେ ଭାଗନେଲେ ୧୨୭ ପ୍ରତିଯୋଗୀ

ଢେଙ୍କାନାଳ,୧୪ା୮(ରତନ ନାୟାର): ସାଧ୍ୱୀନତା ଦିବସ ପାଳନ ପୂର୍ବରୁ ସୋମବାର ଢେଙ୍କାନାଳ ସହରରେ ବନ ବିଭାଗ ପକ୍ଷରୁ ଜିଲା ପୋଲିସ ବିଭାଗର ମିଳିତ ସହଯୋଗରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଛ। ସ୍ଥାନୀୟ ମିନି ଷ୍ଟାଡିୟମଠାରୁ ସକାଳ ୬ ଟାରେ ଏହି ଗଣଦୌଡ଼ ଆରମ୍ଭ…

ଓଲଟିଲା ଗୋରୁ ବୋଝେଇ ପିକ୍‌ଅପ୍‌

କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ନିକଟ ଧୃପଦା ନିକଟରେ ସୋମବାର ସକାଳେ ଏକ ଗୋରୁ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ( ଓଡି ୧୧ଏ/ ୮୯୦୦) ଦ୍ରୁତ ଗତିରେ ଖସି ପଳାଉଥିବା ବେଳେ ଏନ୍‌ଏଚ୍‌ ୪୯ ବାଇପାସ ଓଭର ବ୍ରିଜରେ…

ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ଋଣ ମନା

ନନ୍ଦପୁର,୧୪ା୮(ଶଙ୍କର ପୂଜାରୀ) : ଓଡ଼ିଶା ସରକାରଙ୍କ ‘ମୋ ଘର’ ଋଣ ଯୋଜନାରୁ ରାଜ୍ୟରେ ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକେ ବଞ୍ଚତ୍ତ ହେବାକୁ ଯାଉଥିବା ଜଣାପଡ଼ିଛି। ଏଥିପାଇଁ ଓଡ଼ିଶା ସିଡ୍ୟୁଲ ଏରିଆ ଟ୍ରାନ୍ସଫର ଅଫ ଇମୋଭେବୁଲ ପ୍ରପର୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?