ଗଞ୍ଜାମରେ ୧୨୦ କ୍ଲିନିକ୍, ବ୍ରହ୍ମପୁରରେ ସର୍ବାଧିକ ୯୦
ବ୍ରହ୍ମପୁର,୧୪ା୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ନକଲି ଡାକ୍ତର ଠାବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସାନମେଖୁଣ୍ଡି ବ୍ଲକ୍ ଡେଙ୍ଗାଉସ୍ତାରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୋଲିସ ଓ ପ୍ରଶାସନର ଟିମ୍ ଅଧିକ…
ନାବାଳିକାଙ୍କ ମୁଣ୍ଡରେ ୨ ଭଉଣୀ, ଭାଇଙ୍କ ବୋଝ
ବୁଗୁଡ଼ା,୧୪ା୮(କାଳୀ ଚରଣ ଦାଶ): ବର୍ଷେ ତଳେ ମା’ଙ୍କ ଅକାଳ ବିୟୋଗ ପରେ ଘରଛାଡି ଫେରାର ହୋଇଗଲେ ବାପା। ଫଳରେ ଅନାଥ ହୋଇଗଲେ ୪ ଶିଶୁ। ଯେଉଁ ବୟସରେ ପିଠିରେ ସ୍କୁଲ ବ୍ୟାଗ ଧରି ପାଠ ପଢ଼ିବାକୁ ଯିବା କଥା ସେହି ବୟସରେ…
ପିଲାସାଲୁଙ୍କି କେନାଲ ଜାମ୍, ନଦୀ ନାଳକୁ ବୋହିଯାଉଛି ପାଣି
ଖଜୁରୀପଡ଼ା,୧୪ା୮(ବିଦୁର ବେହେରା) : ଖଜୁରୀପଡ଼ା ବ୍ଲକରେ ପିଲାସାଲୁଙ୍କି ଜଳ ଭଣ୍ଡାର ବହୁ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି। ଏହି ଜଳ ଭଣ୍ଡାରରୁ ଦୁଇଟି ପ୍ରମୁଖ କେନାଲ ମାଧ୍ୟମରେ ଚାଷୀର ଚାଷ ଜମିକୁ ପାଣି ଯୋଗାଇ ଦିଆଗଲେ ରବି ଏବଂ ଖରିଫ…
୧୦ ଦିନ ହେବ ମରାମତି ହେଉନି ପୋଲ
ପାଟଣା,୧୪ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସରାସକୋଲା ପଞ୍ଚାୟତ ଆଦିବାସୀ ଅଧୁଷିତ ଶାଳଧର ଓ ବାଉଁଶଡ଼ିହା ଗ୍ରାମ ମଝିରେ ଥିବା ଏକ ପୋଲ ଭାଙ୍ଗିଯାଇଛି। ଫଳରେ ୫ରୁ ଊର୍ଦ୍ଧ୍ୱ ଗାଁର ଲୋକେ ଗମନାଗମନରେ ସମସ୍ୟା ଭୋଗୁଛନ୍ତି। ଏମିତିକି ଛାତ୍ରୀଛାତ୍ର ସ୍କୁଲ…
ଭରସା ଭାଙ୍ଗୁଛି
ଭୁବନ,୧୪।୮(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। କେବଳ ଭୁବନ ବ୍ଲକ କିମ୍ବା ଏନ୍ଏସି ନୁହେଁ, ଏହା ଉପରେ ନିର୍ଭର କରନ୍ତି ସୀମାନ୍ତ ଯାଜପୁର ଜିଲାର ରୋଗୀ। ତେବେ ବିଶେଷଜ୍ଞ ଡାକ୍ତର…
ପାଣି ଥାଇ ଜମି ପଡ଼ିଆ
ରାସୋଳ,୧୪।୮(ସରୋଜ ମିଶ୍ର): ଲଘୁଚାପଜନିତ ଲଗାଣ ବର୍ଷା ପରେ ଭର୍ତ୍ତି ହୋଇଛି ଡ୍ୟାମ୍। ମୋଟ ଜଳଧାରଣ କ୍ଷମତାର ୭୮% ପାଣି ମହଜୁଦ ଅଛି। ହେଲେ ଠିକ୍ ସମୟରେ ଗେଟ୍ ଖୋଲାଗଲାନାହିଁ କି ପାଣି ଛଡ଼ାଗଲାନାହିଁ। ଫଳରେ ଯେଉଁ ସମୟରେ ରୁଆ ବେଉଷଣ ଶେଷ…
ହୀନସ୍ତା କରୁଛି ହନୁ
କାମାକ୍ଷାନଗର, ୧୪।୮(ସୁଧୀର ପରିଡ଼ା): ଏକ ହନୁ ମାଙ୍କଡ଼ ପାଇଁ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ କିଛିଦିନ ହେଲା ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ଅନ୍ବେଷଣରେ ପଲରୁ ଅଲଗା ହୋଇ ସହରକୁ ଚାଲି ଆସିଥିବା ଉକ୍ତ ହନୁ କେତେବେଳେ ପଥଚାରୀଙ୍କ ଉପରେ…
କାକଟପୁର ଅଞ୍ଚଳରୁ ଲୋପପାଉଛି ଜଙ୍ଗଲ
କାକଟପୁର,୧୪।୮(ଶୁଭଦର୍ଶନ ମିଶ୍ର): ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଗଛ କଟା ଯିବା ମାନବ ସମାଜ ପାଇଁ ବଡ଼ ବିପଦ ସାଜିଛି। କାକଟପୁର- ନିମାପଡ଼ା ଓ କାକଟପୁର- କୋଣାର୍କ ମୁଖ୍ୟ ରାସ୍ତାରେ ଥିବା ଶହ ଶହ ଗଛ ରାସ୍ତା ପ୍ରଶସ୍ତୀକରଣ ନାମରେ କଟା…
ଜଳ ନିଷ୍କାସନରେ ବାଧା: ତାତିଲେ ଚାଷୀ
ନିଶ୍ଚିନ୍ତକୋଇଲି,୧୪ା୮(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ପଞ୍ଚାୟତରେ ଜଳ ନିଷ୍କାସନ କରାଯିବା ଲାଗି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଡ୍ରେନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର କାର୍ଯ୍ୟ ହେତୁ ଏହି ଡ୍ରେନର ସ୍ଥାୟିତ୍ୱକୁ…
ଛାତ୍ରୀ ମୃତ୍ୟୁ ଘଟଣା ଚପାଇବାକୁ ୭୦ ହଜାର ଟଙ୍କା ଡିଲ୍
ମାହାଙ୍ଗା,୧୪ା୮(ଯଯାତୀ ସିଂହ): ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସହ ଅନୈତିକ ସମ୍ପର୍କ ପାଇଁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ଯାଇଛି। ଏହି ଘଟଣା ସମ୍ପର୍କରେ ପୋଲିସର କେତେଜଣ ଅଧିକାରୀଙ୍କ ସହ ଜନ ପ୍ରତିନିଧି ଅବଗତ ଥିଲେ। ମାତ୍ର ଘଟଣାକୁ ଚପାଇ ଦେବା…
ଅଟ୍ରୀ ଉଷ୍ଣ ପ୍ରସ୍ରବଣ ବିକାଶ ପାଇଁ ନକ୍ସା ପ୍ରସ୍ତୁତ
ବାଘମାରୀ,୧୪।୮(ଶୁଭକାନ୍ତ ମହାପାତ୍ର): ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ଅନତୀ ଦୂରରେ ରହିଛି ବାବା ହଟକେଶ୍ୱରଙ୍କ ପୀଠ। ଏଠାରେ ଥିବା ଅଟ୍ରୀ ଉଷ୍ଣ ପ୍ରସ୍ରବଣ ଅବହେଳିତ ଅବସ୍ଥାରେ ରହିଛି। ତେବେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ପ୍ରତିଶ୍ରୁତି ମୁତାବକ ଏହାର…
ଡିଜାଇନ୍ରେ ତ୍ରୁଟି ଯୋଗୁ ଭୁଶୁଡ଼ିଥିଲା ପୋଲ
ରସୁଲପୁର,୧୪ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଦୁର୍ଘଟଣାର ୩ ସପ୍ତାହ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ରିପୋର୍ଟ ହସ୍ତଗତ ହୋଇଛି। ଡିଜାଇନରେ ତ୍ରୁଟି ଯୋଗୁ ପୋଲ…

