ଆମ ଜିଲା ଖବର

ସକାଳ ଜଳଖିଆ ମିଳୁନି, ଶିଶୁ ଉପାସ

ନୟାଗଡ଼,୩୦।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ସଦର ମହକୁମାର ପୁରୁଣା ସହର ୬ ନଂ. ଅଙ୍ଗନୱାଡି କେନ୍ଦ୍ରରେ ଖାଦ୍ୟ ସାରଣୀ ନିୟମକୁ ଅଣଦେଖା କରାଯାଉଥିବା ଅଭିଯୋଗ ରହିଛି। ଶିଶୁଙ୍କୁ ସକାଳ ଜଳଖିଆ ଗାଏବ କରରାଯାଉଥିବା ଅଭିଯୋଗ ଶୁକ୍ରବାର ପ୍ରମାଣିତ ହୋଇଛି। ଶୁକ୍ରବାର କେନ୍ଦ୍ରରେ…

ବୁଡ଼ିଯାଉଥିବା କଂସା ପିତଳ ପରମ୍ପରାକୁ ଉଜ୍ଜୀବିତ କଲେ ଗବେଷକ

ଖଣ୍ଡପଡ଼ା,୨୯ା୯(ଅଜୟ କୁମାର ମହାରଣା): ପୂର୍ବ ପ୍ରଚଳିତ ଅଙ୍କ(ସୁନିଆ) ପରମ୍ପରା ସମ୍ପ୍ରତି ଲୋପ ପାଇବାକୁ ବସିଲାଣି। ଦିନ ଥିଲା କଂସା ପିତଳ ବାସନ ଶିଳ୍ପ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଣ୍ଟିଲୋ ଅଞ୍ଚଳର କଂସା ପିତଳ କାରିଗରମାନେ ଏହି ପବିତ୍ର ଦିନରେ ନୂତନ…

ଖିନବର ପଞ୍ଚାୟତର ୮ ଗ୍ରାମବାସୀଙ୍କ ମେଳି

ନନ୍ଦପୁର, ୩୦।୯ (ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡା ନାଗେଶ୍ୱରୀ ପାହାଡ ଖଣି ଖନନ ପାଇଁ ନଷ୍ଟ ହେବାକୁ ଥିବା ଜଙ୍ଗଲର ସମପରିମାଣ ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଖିନବର ଓ ହାତୀବାରୀ ପଞ୍ଚାୟତର ୪୩୭ ଏକର…

କେନ୍ଦ୍ରାପଡ଼ା ଏବେ କୁମ୍ଭୀରପଡ଼ା

କେନ୍ଦ୍ରାପଡ଼ା,୩୦।୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠର ଖଣ୍ଡମରା ରାସ୍ତାରେ ଏକ ବଉଳା କୁମ୍ଭୀର ବୁଲୁଥିବା ଭିଡିଓ ଭାଇରାଲ ହୋଇଥିଲା। ନିକଟସ୍ଥ ଦୋବନ୍ଧି ମାଛଘେରିରୁ ଗୁରୁବାର ଏକ କୁମ୍ଭୀର ଉଦ୍ଧାର ହୋଇଛି। ବନ ବିଭାଗ ଏହାକୁ ଉଦ୍ଧାର କରିଥିଲେ…

ଧରାପଡ଼ିଲା ୨୪ ଲକ୍ଷ ଟଙ୍କାର ଜାଲିଆତି

ନୟାଗଡ,୩୦।୯(ଲୋକନାଥ ମିଶ୍ର): ବଳରାମ ପାହାଡ଼ର ନିଷ୍କାସିତ ପାଣିରେ ସୃଷ୍ଟ ନୟାଗଡ଼ ବ୍ଲ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଶିଆଳି ଖୋଲ ବନ୍ଧରେ ଆଡିବନ୍ଧ କରି ୨୪ଲକ୍ଷ ସରକାରୀ ଅନୁଦାନ ହଡପ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ…

୨୦ କି.ମି. ମଧ୍ୟରେ ୩ ଟୋଲ୍‌ଗେଟ୍‌

ପାଲଲହଡ଼ା,୩୦ା୯(ଦିବ୍ୟଜ୍ୟୋତି ଦାଶ): ଦେବଗଡ଼ ଓ କେନ୍ଦୁଝର ଜିଲାକୁ ଲାଗିକରି ଥିବା ଅନୁଗୋଳ ଜିଲାର ପାଲଲହଡା ଉପଖଣ୍ଡବସୀଙ୍କ ଉପରେ ବଢ଼ୁଛି ଟୋଲ୍‌ଗେଟ୍‌ ବୋଝ। ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ୪୯ ଏବଂ ୧୪୯ନଂ. ଜାତୀୟ ରାଜପଥରେ ୩ଟି…

ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଅନିୟମିତତା ଅଭିଯୋଗ

ଢେଙ୍କାନାଳ,୩୦।୯(ରତନ ନାୟାର): ବଲାଙ୍ଗୀର ଠାରେ ଗତ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଢେଙ୍କାନାଳ ଦଳରେ ୧୭ବର୍ଷରୁ କମ୍‌ ବିଭାଗରେ ଚୟନ ହୋଇଥିବା ହିନ୍ଦୋଳ ଉଚ୍ଚ ବିଦ୍ୟାଳୟର ବିଶ୍ୱରଞ୍ଜନ ପାଳଙ୍କୁ ସୁଯୋଗ ଦିଆଯାଇ ନ ଥିବା ସେ…

ରାସ୍ତା ତଳକୁ ଖସିଲା ବସ୍‌

ଗଜପତି,୩୦।୯: ଗଜପତି ଜିଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ରାସ୍ତା ତଳକୁ ଖସିପଡ଼ିଛି। ଏଥିରେ ୩୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସି ପଡ଼ିଥିଲା।…

ଯୁକ୍ତ୩ରେ ନାମ ଲେଖାଇବାକୁ ଅର୍ଥ ସାଜିଛି ବାଧକ

ମୋହନା,୩୦ା୯(ମନ୍ମଥ ମିଶ୍ର): ପାଠପଢି ଶିକ୍ଷୟତ୍ରୀ ହେବାର ବହୁତ୍ ସ୍ବପ୍ନ ଦେଖୁଛନ୍ତି ଦିବ୍ୟାଙ୍ଗ ସଜନୀ। ହେଲେ ଅର୍ଥାଭାବରୁ ପାଠରେ ଏବେ ଡୋରି ଲାଗିଯିବା ସହ ସବୁ ସ୍ବପ୍ନ ଅଧୁରା ରହିଯାଇଛି। ସରକାର ଯଦି ସହାୟତା ଯୋଗାଇ ଦିଅନ୍ତେ ତେବେ ସଜନୀ ଆଗକୁ ପାଠ…

ଖାଲଖମା ରାସ୍ତା, ଲୋକେ ହୀନସ୍ତା

ଯୋଡା,୩୦ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଆଜାଦବସ୍ତିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ପୌର ପାଳିକା କୌଣସି ପଦକ୍ଷେପ ନେଉନାହିଁ। ଫଳରେ ୫ନଂ. ୱାର୍ଡବାସୀ…

ଖବର ପ୍ରକାଶ ପରେ ରାସ୍ତାର ଗର୍ତ୍ତ ମରାମତି

ଯାଜପୁରରୋଡ୍‌,୩୦।୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦର ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନ ବଜାର ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଗର୍ତ୍ତର ମରାମତି କରାଯାଇଛି। ଏହି ଗର୍ତ୍ତରେ ବର୍ଷା ଜଳ ରହି ଯାତାୟାତରେ ବାଧା ସୃଷ୍ଟି କରିବା ସହ ଦୈନିକ ଛୋଟ ବଡ଼…

ଜଙ୍ଗଲ ଜମିରେ ବିଧାୟକଙ୍କ ହୋଟେଲ ଅଭିଯୋଗ

ରାଜନଗର, ୩୦ା୯ (ଭାସ୍କର ରାଉତରାୟ): ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ବେଆଇନ ଭାବେ ନିଜସ୍ବ ହୋଟେଲ କରିଥିବା ଅଭିଯୋଗ ଆଣି ରାଜନଗର କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶ ପୁତଳିକା ଶୁକ୍ରବାର ଦାହ କରାଯିବା ସହ ରାଜନଗର ଡିଏଫ୍‌ଓଙ୍କୁ ଦାବିପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?