ଆମ ଜିଲା ଖବର

ରତ୍ନଭଣ୍ଡାର ଅଳଙ୍କାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ପୁରୀ,୧୧ା୮(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି। ଭିତର ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ଦିନ ହେବ ଦାବି କରାଯାଇଆସୁଛି। ଏବେ କୋର୍ଟରେ ଦିଆଯାଇଥିବା ଅଳଙ୍କାର…

ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀକୁଳ

ସାକ୍ଷୀଗୋପାଳ,୧୧।୮(ଭରତ ରାଉତ): ଆଷାଢ଼ ସରି ଶ୍ରାବଣ ମାସ ଅଧା ହେଲାଣି। ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍‌ ରହିଛି। ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁ ଆଗେଇ…

ଜରାଜୀର୍ଣ୍ଣ ଅବସ୍ଥାରେ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ

ବୋଲଗଡ,୧୧।୮(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡରେ ଥିବା ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ହୋଇପଡିରହିଛି। ଆଗରୁ ଏହା ଭଡାଘରେ କାର୍ଯ୍ୟ କରୁଥିଲା ବେଳେ ୨୦୦୦ ମସିହାରେ ବୋଲଗଡର କେନ୍ଦ୍ରସ୍ଥଳରେ ଏକ ସୁଦୃଶ୍ୟ ଅଟ୍ଟାଳିକା ନିର୍ମାଣ କରି…

ଖୋଲୁଛି ପ୍ରକାଶଙ୍କ କଳା ସାମ୍ରାଜ୍ୟ ଗୁମର

ଖୋର୍ଦ୍ଧା,୧୧ା୮(ପ୍ରଭାତ ପାଣିଗ୍ରାହୀ): ପୂର୍ବତନ ଖୋର୍ଦ୍ଧା ବ୍ଲକ ବିଜେଡି ସଭାପତି ପ୍ରକାଶ ରାଉତରାୟଙ୍କ କଳା ସାମ୍ରାଜ୍ୟର କାହାଣୀ ଧୀରେ ଧୀରେ ଖୋଲୁଛି। ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବାବେଳେ ୪ଜଣଙ୍କୁ ସୋମବାର ଭୁବନେଶ୍ୱର କମିଶନରେଟ ପୋଲିସ କଳିଙ୍ଗବିହାରରୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ…

ତିନି ଶିଶୁଙ୍କୁ ମନ୍ଦିର ଆଗରେ ଛାଡ଼ି ପଳାଇଲେ

ବଡ଼ବିଲ,୧୧ା୮(ଦେବପ୍ରିୟ ରଣା):ସନ୍ତାନଟିଏ ପାଇବାକୁ ମା’ବାପା ବ୍ରତ ଉପବାସ, ମାନସିକ କରିବା ସହ ମନ୍ଦିର ସମ୍ମୁଖରେ ଅଧିଆ ପଡୁଛନ୍ତି। ହେଲେ ଏମିତି ବି ମା’-ବାପା ଅଛନ୍ତି ଯେଉଁମାନେ ନିଜ ପିଲାଙ୍କୁ ଅନାଥ କରିବାକୁ ପଛାଉନାହାନ୍ତି। ଏଭଳି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲା…

ସିଏମ୍‌ସିର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

କଟକ,୧୧ା୮ (କାର୍ତ୍ତିକ ସାହୁ):କଟକ ମହାନଗର ନିଗମ(ସିଏମ୍‌ସି)ର ପ୍ରଥମ ମେୟର, ପୂର୍ବତନ ବିଧାୟିକା ତଥା ଭାଜପା ନେତ୍ରୀ ସୁଶ୍ରୀ ନିବେଦିତା ପ୍ରଧାନ(୬୦)ଙ୍କର ଗୁରୁବାର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ସେ…

ଗୋହିରିବାଦୁ ଆଶ୍ରମ ବିଦ୍ୟାଳୟରେ ଅବ୍ୟବସ୍ଥା

ନୂଆଗାଁ,୧୧।୮(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୋହିରିବାଦୁ ଆଶ୍ରମ ବିଦ୍ୟାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ଶ୍ରେଣୀ ଗୃହରେ ରହୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆ୍‌ଯାଉଥିବା ଅଭିଯୋଗ…

ଆଦର୍ଶ ବିଦ୍ୟାଳୟର ସ୍ଥାନ ଚୟନ ନେଇ ବିବାଦ

ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୂଆଗାଁ ବ୍ଳକର ଆଦର୍ଶ ବିଦ୍ୟାଳୟର ସ୍ଥାନ ଚୟନ ନେଇ ନୂଆଗାଁ ଓ ମହିପୁର ବାସିନ୍ଦାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ମହିପୁର ଅଞ୍ଚଳ ବାସିନ୍ଦା ହରିଡାବନ୍ଧ ମୌଜାରେ ବିଦ୍ୟାଳୟ ସ୍ଥାପନ କରିବାକୁ ଅଡି ବସିଥିବାବେଳେ ନୂଆଗାଁ ବାସିନ୍ଦା ସମର୍ଥନ କରୁ…

ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯାତନା ବଢୁଛି

ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ଛାତ୍ରୀଙ୍କ ପାଇଁ ନିରାପଦ ନୁହେଁ। ସ୍କୁଲ, କଲେଜ ଓ ଟିଉଶନ ପରି ଅନୁଷ୍ଠାନରେ ବଳାତ୍କାର, ଅସଦାଚରଣ ପରି ଘଟଣା ବଢ଼ି ଚାଲିଛି। ଗତ ୫ମାସ ମଧ୍ୟରେ ୨ ଶିକ୍ଷକ, ଜଣେ…

ବାଇପାସ୍‌ ରାସ୍ତା କାମ: ପୋତିହେଉଛି କେନାଲ

କେନ୍ଦ୍ରାପଡ଼ା,୧୧ା୮(ଜଗନ୍ନାଥ ଧଳ): ବାଇପାସ୍‌ ରାସ୍ତା ତିଆରି କାମ ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ କେନାଲ ପୋତି ହେବାରେ ଲାଗିଛି। ଶତାଧିକ ଏକର ଚାଷଜମିକୁ ପାଣି ଯିବାରେ ବ୍ୟାଘାତ ସୃଷ୍ଟି ହେଉଛି। ନୂତନ ବାଇପାସ୍‌ ରାସ୍ତା ତିଆରି ନଁାରେ ପଙ୍କ ମାଟି ବ୍ୟବହାର…

୧୨୯ ଦିନରେ ୫୦.୧୬ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର

ପାରାଦୀପ,୧୧।୮(ଶରତ ରାଉତ): ପାରାଦୀପ ବନ୍ଦର ଚଳିତ ଆର୍ଥିକବର୍ଷର ମାତ୍ର ୧୨୯ ଦିନ ମଧ୍ୟରେ ରେକର୍ଡ ୫୦.୧୬ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର କରିଛି। ଏହା ପୂର୍ବ ବର୍ଷ ତୁଳନାରେ ୬୫% ଅଭିବୃଦ୍ଧି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।…

ଦାଉ ସାଧିଲାଣି ସାର ଦର

କେନ୍ଦ୍ରାପଡ଼ା,୧୧ା୮(ଜଗନ୍ନାଥ ଧଳ): ଲଗାଣ ବର୍ଷା ପରେ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟମ ଧରଣର ବନ୍ୟା ହୋଇଥିଲା। ଜିଲାର ୭ ନଦୀ ଓ ୨୭ ଶାଖା ନାଳରେ ବନ୍ୟା ଆସି ୧୧୮ ରାଜସ୍ବ ଗ୍ରାମରେ ଚାଷ ନଷ୍ଟ କରିଛି। ଜଳ ନିଷ୍କାସନ ସମସ୍ୟା ତୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?