ଆମ ଜିଲା ଖବର

ନବ ବିବାହିତାଙ୍କ ମୃତଦେହ ଜବତ

ଚମ୍ପୁଆ,୨୧ା୮(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଏନ୍‌ଏସି ୨ ନଂ. ୱାର୍ଡର ଶିରପୁର ଗାଁରେ ଜଣେ ନବ ବିବାହିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଜବତ କରିଛି। ମୃତକ ଗ୍ରାମର ଅନୀତା ମହାନ୍ତ (୨୬)। ଏ ନେଇ…

ଚାଲାଣ ବେଳେ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କଲେ ଗ୍ରାମବାସୀ

ବାଲିଆପାଳ, ୨୧।୮(ଗୋପାଳ ଚନ୍ଦ୍ର ସାହୁ): ବାଲେଶ୍ୱର ଜିଲା ବାଲିଆପାଳ-କର୍ମଦ୍ଦା ରାସ୍ତା ଛୁଟଖାନପୁର ଦେଇ ରବିବାର ରାତିରେ ୨ଟି ପିକଅପ୍‌ରେ ଗୋରୁ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଅଟକାଇ ଗାଡ଼ି ଭଙ୍ଗାରୁଜା କରିବା ସହ ୨୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ଥାନା…

କୁରାଡିହା ସରପଞ୍ଚଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ରୂପସା, ୨୧।୮(ବାଞ୍ଛାନିଧି ଦେ)-ବାଲେଶ୍ୱର ସଦର ବ୍ଲକ ଅଧୀନ କୁରାଡ଼ିହା ପଞ୍ଚାୟତ ସରପଞ୍ଚ ନିରଞ୍ଜନ ଧଳ (୪୮) ସୋମବାର ଘରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ବସ୍ତା ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।…

ଦମ୍ପତି ଦୁଇଟି ଘର ହାତେଇବା ଘଟଣା:  ନିଲମ୍ବିତ ହେଲେ ପିଇଓ

ନୀଳଗିରି, ୨୧।୮(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘରକୁ ଏକ ଦମ୍ପତି ହାତେଇବା ଘଟଣା ନେଇ ବାଲେଶ୍ୱର ଜିଲାପାଳଙ୍କଠାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ତଦନ୍ତ ହୋଇ ତକତ୍ାଳୀନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଣି(ପିଇଓ) ଶାନ୍ତିଲତା…

ସାର କଳାବଜାର ନେଇ ଚଢାଉ: ଜଣଙ୍କୁ ନୋଟିସ

କେନ୍ଦୁଝର, ୨୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୃଷି ବିଭାଗ ଫର୍ଟିଲାଇଜର ସ୍କ୍ବାର୍ଡ ପକ୍ଷରୁ ସୋମବାର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ବଜାରରେ ଥିବା ସାର ବିକ୍ରୟ କେନ୍ଦ୍ର ଉପରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଅଧିକ ଦରରେ ୟୁରିଆ…

ସଭାସ୍ଥଳ ସୁରକ୍ଷା ଅନୁଧ୍ୟାନ କଲେ ଏସ୍‌ପି

ଭଞ୍ଜନଗର,୨୧ା୮(ବାବୁଲା ପ୍ରଧାନ): ୫-ଟି ସଚିବ ଭି.କେ.ପାଣ୍ଡିୟାନ ଆସନ୍ତା ୨୫ ତାରିଖରୁ ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ପ୍ରସ୍ତୁତି ତ୍ୱରାନ୍ବିତ କରାଯାଉଛି। ୫-ଟି ସଚିବଙ୍କ ଗସ୍ତ କିଭଳି ସଫଳ ହେବ ସେଥିପାଇଁ ଦାୟିତ୍ୱରେ…

ସ୍ତ୍ରୀଙ୍କୁ ବଳି ଦେଲେ ସ୍ବାମୀ, ଶ୍ମଶାନରୁ ମୃତଦେହ ଜବତ କଲା ପୋଲିସ

ଲୋଇସିଂହା,୨୧ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଚମାରପଡ଼ାର ଜଣେ ତନ୍ତ୍ର ସାଧକ ମକାରୁ ମେହେର (୪୦) ତାଙ୍କ ସ୍ତ୍ରୀ ଜାନକୀ (୩୫)ଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତଦେହ ପଚି ବନ୍ଧ ଘରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ଏହା…

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ମୋରଡ଼ା,୨୧ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଡାକୋଇ ଅଙ୍ଗନଓ୍ବାଡି କେନ୍ଦ୍ରରେ ସୋମବାର ଗ୍ରାମର ମହିଳାମାନେ ତାଲା ପକାଇଛନ୍ତି। ସୂଚନା ଅନୁଯାୟୀ, ଆଜକୁ ପ୍ରାୟ ଏକ ବର୍ଷ ତଳେ ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ପାଇଁ…

ଜିଆର୍‌ଏସ୍‌ଙ୍କୁ ମାଡ଼ ପ୍ରତିବାଦ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ବାଉରୀପଦା ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କୁ ମାଡ଼ ପ୍ରତିବାଦରେ ମଙ୍ଗଳବାର ସଦର ବ୍ଲକର ସମସ୍ତ ଜିଆର୍‌ଏସ୍‌ ଧାରଣାରେ ବସିଛନ୍ତି। ଏହି ପରିପ୍ରେକ୍ଷୀରେ ହାଟଡିହି, ଘଷିପୁରା ଏବଂ ଝୁମ୍ପୁରା ବ୍ଲକର ଜିଆର୍‌ଏସ୍‌…

ପିକ୍‌ଅପ୍‌ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଝାରବନ୍ଧ,୨୧ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଜୁନିୟର କଲେଜର ଜଣେ ଛାତ୍ର ସୋମବାର ୟୁନିଟ୍‌ ଟେଷ୍ଟ ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତଛାତ୍ର ଜଣକ ହେଲେ ଝାରବନ୍ଧ ଥାନା ଅନ୍ତର୍ଗତ ଡୁଙ୍ଗୁରିଚଢ଼ା ଗ୍ରାମର ଖଗେଶ୍ୱର…

ଚେରିମୂଲି ଭରସାରେ କିଡ୍‌ନୀ ରୋଗୀ

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଡୁମେରବାହାଲ ଗାଁର ବସ୍ତିପଡ଼ାରେ କଲବଲ କରୁଛି କିଡ୍‌ନୀ ରୋଗ। ଏହି ଗାଁରେ ଚଳିତବର୍ଷ କିଡ୍‌ନୀ ରୋଗର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୬ଜଣ ଲୋକ ଚିକିତ୍ସିତ ହେଉଛନ୍ତି। ସତେ ଯେମିତି…

କାର୍ଯ୍ୟକ୍ଷମ ହୋଇନି, କାନ୍ଥରେ ଫାଟ

ଲୋଇସିଂହା,୨୧ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟକ୍ଷମ ହୋଇନାହିଁ। ହେଲେ କାର୍ଯ୍ୟାଳୟ ବ୍ୟବହାର ପୂର୍ବରୁ କାନ୍ଥ ଚାରିପଟେ ବିରାଟ ଫାଟ ସୃଷ୍ଟି ହୋଇଛି ା ନବନିର୍ମିତ କୋଠାର ଏପରି ଦୂରାବସ୍ଥା ଦେଖିଲେ ଏହାର ସ୍ଥାୟିତ୍ୱକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?