ଆମ ଜିଲା ଖବର

ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ

କଟକ,୫ା୧୦ (କାର୍ତ୍ତିକ ସାହୁ) ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ତାଙ୍କ ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଦାଏର ଘରୋଇ ହିଂସା ମାମଲାର ବୁଧବାର ଶୁଣାଣି ହୋଇଛି। ଅଦାଲତରେ ବର୍ଷାଙ୍କ ପକ୍ଷରୁ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି।…

ଅଧିକାରୀଙ୍କୁ ବଡ଼ବିଲ ମୋହ ଛାଡୁନି

ବଡ଼ବିଲ,୫।୧୦(ଦେବପ୍ରିୟ ରଣା)ସରକାରୀ ଅଧିକାରୀଙ୍କ ୩ ବର୍ଷରେ ଅନ୍ୟତ୍ର ବଦଳି ନିୟମ ରହିଥିବା ବେଳେ କେନ୍ଦୁଝର ଜିଲା ବଡ଼ବିଲ ଓ ଯୋଡ଼ା ପୌରପାଳିକା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଅଧିକାରୀ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ବଡ଼ବିଲରେ ଅତିରିକ୍ତ ତହସିଲଦାର…

ଗୋରୁବୋଝେଇ ଗାଡ଼ି ଜବତ, ଚାଳକ ଫେରାର

ନିରାକାରପୁର,୪ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ବୁଧବାର ସିକୋ ନିକଟରୁ ଏକ ଗୋରୁ ବୋଝେଇ ଓଆର-୦୨-ବିଏକ୍ସ -୩୯୦୧ ନମ୍ବର ବିଶିଷ୍ଟ ଗାଡ଼ି ଜବତ କରିଥିବା ସହ ସେଥିରେ ଥିବା ୪ଟି ଗୋରୁକୁ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା…

ଗ୍ରାହକ ସାଜି ବ୍ରାଉନସୁଗାର ବେପାରୀଙ୍କୁ ଧରିଲା ପୋଲିସ

ବାଲିଗୁଡ଼ା,୪ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ବୁଡ଼ାଗୁଡ଼ା ଛକରେ ଜଣେ ଯୁବକ ବ୍ରାଉନସୁଗାର ପାଉଚ ବିକ୍ରି କରିବା ପାଇଁ ଗ୍ରାହକକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ବାଲିଗୁଡ଼ା ପୋଲିସ ଖବର ପାଇ ଗ୍ରାହକ ବେଶରେ ଯାଇଥିଲା। ତେବେ ସେଠାରେ…

ଜ୍ଞାନମନ୍ଦିରରେ ଲାଗିଲା ନିଆଁ

କୋରାପୁଟ,୪ା୧୦(ଅମିତାଭ ବେହେରା): ବୁଧବାର ଅପରାହ୍ନରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଜ୍ଞାନମନ୍ଦିର ତଥା ଶାବର ସଂସ୍କୃତି ଗବେଷଣା କେନ୍ଦ୍ର ପରିସରରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ ତୁରନ୍ତ ପଦକ୍ଷେପ ଯୋଗୁ ନିଆଁ ଆୟତ୍ତ ହୋଇଥିବା ଅଗ୍ନିଶମ କେନ୍ଦ୍ର…

୩୭ ଦିନରେ ପହଞ୍ଚିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବି

କୋକସରା,୪ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗଣଧାରଣା ଆଜିକୁ ୩୭ ଦିନରେ ପହଞ୍ଚିଛି। ବୁଧବାର କ୍ରିୟାନୁଷ୍ଠାନ କମିଟିର ଡାକରାରେ ଧର୍ମଗଡ଼ ଉପଖଣ୍ଡର ଗୋଲାମୁଣ୍ଡା, ଧର୍ମଗଡ଼, କୋକସରା, କଲମପୁର ବ୍ଲକରେ ବନ୍ଦ ଡାକରା ଦିଆଯାଇଛି। ଫଳରେ…

ମା’ ତାରାତାରିଣୀ ମନ୍ଦିରରେ ଷୋଡ଼ଶ ଉପଚାର ପୂଜା ନେଇ ପ୍ରଶାସନର ପ୍ରସ୍ତୁତି

ଛତ୍ରପୁର,୪ା୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଆସନ୍ତା ୬ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ମା’ ତାରାତାରିଣୀ ମନ୍ଦିରରେ ହେବ ଷୋଡ଼ଶ ଉପଚାର ପୂଜା। ଏଥିପାଇଁ ବୁଧବାର ଗଞ୍ଜାମ ଜିଲାପାଳ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।…

ସୁଧୁରୁନି ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କ ସେବା, ଏସ୍‌ପିଙ୍କୁ ଭେଟିଲେ ଉପଭୋକ୍ତା

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ): ସରକାରଙ୍କ ପକ୍ଷରୁ ଟେଲିକମ ବିଭାଗ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟ ହେଉଛି। ହେଲେ ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହରରେ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବାର୍କ ଲଗାତର ଭାବେ ସମସ୍ୟା ଦେଖାଦେଉଛି। ଏନେଇ ବାରମ୍ବାର ସହରର ଉପଭୋକ୍ତାମାନେ ବିଏସ୍‌ଏନ୍‌ଏଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି…

ଏପଟେ ଚାଲିଛି ସାଇବର ସଚେତନ ପକ୍ଷ, ସେପଟେ ୫୬ ହଜାର ଟଙ୍କା ଠକେଇର ଶିକାର ଛାତ୍ରୀ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ସାଇବର ଠକାମୀରୁ ବଞ୍ଚିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନ ଅଭିଯାନ ସାରା ରାଜ୍ୟରେ ପାଳନ କରାଯାଉଛି। ସରକାରଙ୍କ ତରଫରୁ ମଧ୍ୟ ବ୍ୟାପକ ସଚେତନ କରାଯାଉଛି। ତଥାପି…

ଦବିଲା ଟ୍ରେନ୍‌ ଲାଇନ୍‌, ଅଟକିଲା ଟ୍ରେନ୍‌

ବାଲେଶ୍ୱର,୪ା୧୦(ମାନସ ବିଶ୍ୱାଳ): ଟ୍ରେନ୍‌ ଲାଇନ୍‌ ଦବିଲା ପରେ ଅଟକି ରହିଲା ଟ୍ରେନ୍‌। ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଦବିଗଲା। ଅଧା ବାଟରେ ଅଟକିଲା ଟ୍ରେନ୍‌। ସୂଚାନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲା ପ୍ରବଳ ବର୍ଷା ହୋଇଥିଲା।…

ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ,ବିଦ୍ୟୁତ ସେବା ଠପ୍‌ ହେବା ଆଶଙ୍କା

ଛତ୍ରପୁର,୪।୧୦(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ଡିଭିଜନ ଅଧୀନରେ କାର୍ଯ୍ୟରତ ୩୦୦ରୁ ଉର୍ଦ୍ଧ ଠିକା କର୍ମଚାରୀ ବୁଧବାର ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ବିଦ୍ୟୁତ ବିଭାଗରେ ଅଚଳାବସ୍ଥା ଦେଖାଯିବା ସହ ବିଦ୍ୟୁତ ସେବା ଠପ୍‌ ହେବା…

ହିଟ୍‌ ଆଣ୍ଡ ରନ୍‌: ଅଜଣା ଗାଡି ଧକ୍କାରେ ୨ମୃତ

କୁଚିଣ୍ଡା,୪।୧୦(ବିରଞ୍ଚି ଦର୍କା): କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡି ପଞ୍ଚାୟତ ଅଫିସ ସମ୍ମୁଖରେ ବୁଧବାର ଭୋର ପ୍ରାୟ ୫ଟା ସମୟରେ ଅଜଣା ଗାଡି ଧକ୍କାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ପଣ୍ଡରିକଟା ଗ୍ରାମର ଦଧି ଦର୍କା(୭୦) ଓ ପାରୁଆଭାଡି ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?