ଆମ ଜିଲା ଖବର

ଛୁରା ମାଡ଼ରେ ବ୍ୟବସାୟୀ ଗୁରୁତର, ଫାଣ୍ଡି ଘେରିଲେ ଗ୍ରାମବାସୀ

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ଅଧୀନ ପାଲୁର ଜଙ୍କଶନରେ ଚିକେନ୍‌ ବ୍ୟବସାୟୀଙ୍କୁ ଛୁରା ମାଡ଼ ହୋଇଛି। ଆକ୍ରମଣରେ ବ୍ୟବସାୟୀ ଜଣକ ଗୁରୁତର ହୋଇଥିବା ଜଣାପଡିଛି। ସେ ହେଲେ ବେଲପଡ଼ା ଗ୍ରାମର ଦୀପକ ନାୟକ। ଅନ୍ୟପକ୍ଷେ…

‘ପାଣ୍ଡିଆନ୍‌ଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ୍‌’

କେନ୍ଦ୍ରାପଡ଼ା,୨୭।୫: କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ର ପାଟକୁରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଜେଡି ଉପରେ ବର୍ଷିଛନ୍ତି। ବିଶ୍ବଶର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି, ଓଡ଼ିଶାରେ ପ୍ରାୟତଃ ଆମ ସରକାର ହୋଇସାରିଲାଣି। ଆଉ ଯାହା କିଛି ବାକି ଅଛି, ଚତୁର୍ଥ ପର୍ଯ୍ୟାୟ ପରେ…

ଚୌକି ଲୋଭରେ ମୁଖ୍ୟମନ୍ତ୍ରୀଙ୍କୁ ଅସୁସ୍ଥ କହି ପ୍ରଚାର କରୁଛନ୍ତି ପୂର୍ବତନ ଏମ୍‌ପି: ପାଣ୍ଡିଆନ୍‌

କେନ୍ଦ୍ରାପଡା,୨୭।୫: ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ସୋମବାର କେନ୍ଦ୍ରାପଡାରେ ପ୍ରଚାର କରିଛନ୍ତି। ଏକ ନିର୍ବାଚନୀ ସଭାରେ ସେ ନାଁ ନ ନେଇ କେନ୍ଦ୍ରପଡାର ପୂର୍ବତନ ଏମ୍‌ମ୍‌ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେନ୍ଦ୍ରାପଡାବାସୀଙ୍କ ଆଶୀର୍ବାଦରେ ନବୀନ ୨…

‘ମୋଦିଙ୍କ ଗ୍ୟାରେଣ୍ଟି, ୧ ବର୍ଷରେ ଯୁବକଙ୍କୁ ମିଳିବ…’

କେନ୍ଦ୍ରାପଡ଼ା,୨୭।୫: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଜେଡି ଉପରେ ବର୍ଷିଛନ୍ତି। ବିଶ୍ବଶର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର ମିଳେ, ଓଡ଼ିଶା ୧ ନମ୍ବର ହୋଇପାରିବ। ଏବେ ଓଡ଼ିଶାର ହାଲତ କଣ…

ମୋ ସହ ବିଶ୍ୱାସଘାତକତା କରିଛନ୍ତି ପୂର୍ବତନ ଏମ୍‌ପି: ନାଁ ନେଇ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ରାପଡା,୨୭।୫: ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହି କ୍ରମରେ ସୋମବାର କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର କରିଛନ୍ତି। ନାଁ ନ ନେଇ ସେ କେନ୍ଦ୍ରାପଡାର ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ…

ଖଣ୍ଡା ଦେଖାଇ ଆତଙ୍କରାଜ କରୁଥିଲେ ଯୁବକ: ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୭।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ସର୍ବସାଧାରଣ ସ୍ତାନରେ ଖଣ୍ଡା ବୁଲାଇବା ସହ ରାସ୍ତାରେ ଯାତାୟତ ଗାଡି ମୋଟରକୁ ଅଟକାଇ ଆତଙ୍କରାଜ ଚଲାଇଥିବା ଅଭିଯୋଗରେ ପ୍ରତାପୁର ଗ୍ରାମର ମିଟୁ ବେହେରାଙ୍କୁ ପୋଲିସ ଗିରଫ କରିଛି। ସୋମବାର…

ସ୍ବୟାସ ସାମଲ ମାଟ୍ରିକ ଜିଲା ଟପ୍ପର

ଜି ଉଦୟଗିରି,୨୭।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ହବାକ ହାଇସ୍କୁଲର ଛାତ୍ର ସ୍ବୟାସ ସାମଲ ଚଳିତ ମାଟ୍ରିକ ପରୀକ୍ଷାରେ ସମୁଦାୟ ୬୦୦ ମାର୍କରୁ ୫୫୮ ନମ୍ବର (ଶତକଡା ୯୩% ମାର୍କ) ରଖି ଜିଲାରେ ଟପ୍ପର ହୋଇଛନ୍ତି। ସ୍ବୟାସ ଜି ଉଦୟଗିରି ନିକଟସ୍ଥ ସୁଭଦ୍ରା…

ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍‌ ଜବତ

ବାଲେଶ୍ୱର,୨୭ା୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନଗୁଡ଼ିକରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍‌ ପୋଲିସ ଜବତ କରିଛି। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ଟିମ୍‌…

ରାଇସ ମିଲ୍‌ ଘେରିଲେ ଉତ୍ତ୍ୟେକ୍ତ ଲୋକେ: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ପାଟଣା,୨୭।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମରେ ଥିବା ନାରାୟଣୀ ରାଇସ୍‌ ମିଲ୍‌ ଗେଟ୍‌ ସମ୍ମୁଖରେ ସୋମବାର ପୂର୍ବାହ୍ନରେ ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷ ବିଭିନ୍ନ ଦାବିରେ ଘେରାଉ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦାବିକୁ…

ଶାଗୁଆନ କାଠଗଣ୍ଡି ଚୋରାଚାଲାଣ ବେଳେ ୮ ମାଫିଆ ଗିରଫ

ଦାରିଙ୍ଗବାଡ଼ି,୨୭ା୫(ଅରୁଣ ସାହୁ): କିଛିଦିନ ଧରି ଜଙ୍ଗଲରେ ଆତଙ୍କ ସୃଷ୍ଟି କରିବା ସହ ଜଙ୍ଗଲ କାଟି କନ୍ଧମାଳ ଜିଲାରୁ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା ଏହି ଖବର ବ୍ରାହ୍ମଣୀଗାଁ ବନାଞ୍ଚଳ ନିକଟରେ ପହଞ୍ଚିବା ପରେ ବିଭାଗ ପକ୍ଷରୁ ରାତ୍ରି…

ଦେବପ୍ରିୟ, ରାକେଶ ଚାନ୍ଦବାଲି ନିର୍ବାଚନ ସଂଯୋଜକ ନିଯୁକ୍ତ

ହାଟଡିହୀ,୨୭ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ବିଜେଡିର ଦୁଇ ସକ୍ରିୟ ଯୁବ ନେତାଙ୍କୁ ଚାନ୍ଦବାଲି ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ମିଳିଛି। ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ…

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

ଭବାନୀପାଟଣା,୨୭ା୫(ଉତ୍ତମ କୁମାର ଦାଶ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ.ରାମପୁର କାଣୀଗୁମ୍ମା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସନ୍ନ୍ୟାସୀ ନାୟକ। ସୋମବାର ସକାଳେ ଅଭିଯୋଗକାରୀଙ୍କଠାରୁ ମନରେଗା ଯୋଜନାରେ ଶ୍ରମିକ ପାଉଣା ପ୍ରଦାନ କରିବା ଓ ମଷ୍ଟରରୋଲ୍‌ ଆଗେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?