ଆମ ଜିଲା ଖବର

ବରଗଡ଼ ବିଧାନସଭା: ପ୍ରାର୍ଥୀ ଦୋହରାଇଲେ ସବୁଦଳ

ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଆଗରୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମଙ୍ଗଳବାର ଭାଜପା ଏବଂ କଂଗ୍ରେସ ଦଳୀୟ…

କଳାହାଣ୍ଡି ଏମ୍‌ପି ପ୍ରାର୍ଥୀ ଲମ୍ବୋଧରଙ୍କ ନିର୍ବାଚନ ପ୍ରଚାର ଆରମ୍ଭ

ଭୁବନେଶ୍ୱର,୪।୨: ଟିକେଟ୍‌ ପାଇବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର କଳାହାଣ୍ଡି ଏମ୍‌ପି ପ୍ରାର୍ଥୀ ଲମ୍ବୋଧର ନିଆଲ। ସେ ପ୍ରଥମେ ଦଳୀୟ କର୍ମକର୍ତ୍ତାଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏପରିକି ଗାଁକୁ ଗାଁ…

ନୀଳମଣିଙ୍କ ଉପରେ ଭରସା କଲା ଭାଜପା: ସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଲ

ସୋରଡା,୨।୪(ଲମ୍ବୋଦର ପାଣିଗ୍ରାହୀ): ଭାଜପା ସୋରଡା ବିଧାୟକ ପ୍ରାର୍ଥୀ ଭାବେ ନୀଳମଣି ବିଶୋୟୀଙ୍କୁ ଟିକେଟ୍‌ ଦେଇଛି। ୩ ଥରର ବିଧାୟକ ପ୍ରାର୍ଥୀ ନୀଳମଣିଙ୍କୁ ମଙ୍ଗଳବାର ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା ହେବାପରେ ଏଠାରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି। ତାଙ୍କ ସମର୍ଥକମାନେ…

ଭାଜପାରେ ମିଶୁମିଶୁ ନିହାରଙ୍କୁ ମିଳିଗଲା ଦଳୀୟ ଟିକେଟ

ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ଦଳକୁ ନବାଗତ ପୂର୍ବତନ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଉପରେ ଭାଜପା ଭରସା ରଖିଛି। ଦଳର ପୁରୁଖା ନେତା ଏବଂ ଆଶାୟୀଙ୍କୁ ବାଦ ଦେଇ ଭାଜପା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିହାରଙ୍କୁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା…

ଭାଜପାର ବିଧାନସଭା ପ୍ରାର୍ଥୀ ଘୋଷଣା: ପାରଳାଖେମୁଣ୍ଡିରୁ ଲଢିବେ କେ ନାରାୟଣ ରାଓ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା)୨।୪: ଭାଜପାର ବିଧାନସଭା ପ୍ରାର୍ଥୀ ଘୋଷଣା ମଙ୍ଗଳବାର ଘୋଷଣା ହୋଇଯାଇଛି। ଆଜି ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବଳକା ୩୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାହୋଇନାହିଁ। ଗଜପତି ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀରୁ ପାରଳାଖେମୁଣ୍ଡି…

ବ୍ରାହ୍ମଣୀଗାଁ ପୋଲିସକୁ ବଡ଼ ସଫଳତା: ୬ ଗିରଫ, କୋର୍ଟଚାଲାଣ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): ଆଗକୁ ସାଧାରଣ ନିର୍ବାଚନ ରହିଛି ଅଞ୍ଚଳରେ କିଭଳି ଶାନ୍ତି ଶୃଙ୍ଖଳା ରହିବ ଏବଂ ଅବାଧରେ ନିର୍ବାଚନ ହୋଇପାରିବ। ସେନେଇ ଜିଲା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି ଦେଖିବାକୁ ମିଳିଛି ଦୁର୍ଗମ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

କଂଗ୍ରେସ ଛାଡ଼ିବା ପରେ ଏମିତି କହିଲେ ଖଗେଶ୍ୱର

ଭୁବନେଶ୍ୱର,୨।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମଙ୍ଗଳାବର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା ପ୍ରକାଶ…

ରଘୁନାଥଙ୍କ ପାଇଁ ଅଡୁଆ ଏକାଧିକ ଆଶାୟୀ

ଜଗତ୍‌ସିଂହପୁର,୨୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନୀତି ପୂରାପୂରି ଗୋଳିଆ ହୋଇଯାଇଛି। ଗତ ଜାନୁଆରୀରେ ବିଜେଡି ବିଶୃଙ୍ଖଳା ନେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଘୁନନ୍ଦନ ଦାସ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ସିଧାସଳଖ ପୂର୍ବତନ…

ଶକ୍ତି ପ୍ରଦର୍ଶନ କଲେ ଅମର

ଚଣ୍ଡିଖୋଲ/ବଡ଼ଚଣା,୨ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ବଡ଼ଚଣାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସକାରାତ୍ମକ ଭାବେ କାର୍ଯ୍ୟ କରିଛି। ବଡ଼ଚଣାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅସ୍ଥା ରଖିଛନ୍ତି। କେତେଜଣ ଲୋକ ମିଥ୍ୟା ଅପପ୍ରଚାର କରୁଛନ୍ତି। ଆଜିର ଅଦ୍ଭୁତ ପୂର୍ବ ସମାବେଶ ତା’ର…

ଗତ ୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ସମ୍ବିତ: ପୁରୀ ପାଇଁ କରିଛନ୍ତି ଏସବୁ କାମ

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୁରୀ ଲୋକ ସଭା ପାଇଁ ଭାଜପା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ତାଙ୍କ ଗତ ୫ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଗତ ନିର୍ବାଚନରେ ହାରିଥିବା ଏମ୍‌ପି…

କଡ଼ା ଟକ୍କରର ସମ୍ମୁଖୀନ ହେବେ ପ୍ରମିଳା

ଯାଜପୁର/ପ୍ରୀତିପୁର(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ),୨ା୪: ଏଥର ଯାଜପୁର ଜିଲାରେ ସାଧାରଣ ନିର୍ବାଚନ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ଯୋଜନାର ସଫଳତାକୁ ବଖାଣିବା ଶାସକ ଦଳର ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ବିରୋଧୀ ଏକାଧିକ ଯୋଜନାରେ ବିଫଳତା ଏବଂ ଦୁର୍ନୀତି ଭରି…

ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ, ଡାକ୍ତରଖାନାରେ ହେଲେ ଭର୍ତ୍ତି

କେନ୍ଦୁଝର,୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ବିଶିଷ୍ଟ କଣ୍ଢେଇ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଆଜି ହଠାତ ଅସୁସ୍ଥ ହୋଇ ପଡିଛନ୍ତି। ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?