୨ଦିନରେ ୩ ଜୀବନ ନେଇଗଲେ ନାବାଳକ
ଭଦ୍ରକ,୨୧ା୬(ସନାତନ ରାଉତ): ଜଣେ ୧୫ ବର୍ଷୀୟ ନାବାଳକ ଦୁଇଦିନରେ ୩ଜଣଙ୍କ ଜୀବନ ନେଇଯାଇଛନ୍ତି। ପ୍ରଥମେ ନିଜ ଆଈଙ୍କୁ ମାରି ଦେବା ପରେ ଜଣେ ମହିଳା ଓ ତାଙ୍କ ଝିଅକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ…
୨ ଜିଲାକୁ ଯୋଡୁଛି ବାଉଁଶପୋଲ
ଚମ୍ପୁଆ,୨୧ା୬(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ କରଞ୍ଜିଆ ପଞ୍ଚାୟତର କାଟୁଳିକନାଠାରେ ବୈତରଣୀ ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ବାଉଁଶପୋଲ ୨ ଜିଲାକୁ ଯୋଡ଼ୁଛି। ପୋଲ ଉପରେ ୪ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀ ଯାତାୟାତ କରୁଛନ୍ତି। ୨ ଜିଲାକୁ ଗମନାଗମନ…
ଅପରିଷ୍କାର ହୋଇପଡ଼ିଛି ମଙ୍ଗଳା ନଦୀ
ପୁରୀ,୨୧ା୬(ଅଜିତ୍ କୁମାର ମହାନ୍ତି): ପୁରୀ ସଦର ବ୍ଲକ ସମଙ୍ଗରା ପଞ୍ଚାୟତ ଅନ୍ତର୍ଗତ ଖଡ଼ିପଦା ଗ୍ରାମର ମେଳଣ ପଡ଼ିଆରେ ଗୁରୁବାର ସମାଜସେବୀ ସୂର୍ଯ୍ୟନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳା ନଦୀ ଅପରିଷ୍କାର ହୋଇପଡ଼ିଥିବାରୁ ଏହାର ପୁନରୁଦ୍ଧାର ପାଇଁ ବୈଠକରେ…
କାହିଁକି ହାରିଲା ବିଜେଡି: ଖୋଲାଖୋଲି କହିଦେଲେ ବବି ଦାସଙ୍କ ଭାଇ
ରସୁଲପୁର,୨୧ା୬(ରଞ୍ଜିତ ରାଉତ):ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ୯ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟାସଭ୍ୟ, ବିଜେଡିର ଛାମୁଆ କର୍ମୀଙ୍କୁ ନେଇ ଗୁରୁବାର କୁଆଖିଆ ଏସ୍କେ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନରେ…
ସାମୁଦ୍ରିକ ମାଛ ନେବାକୁ ଆମେରିକା ଅରାଜି
ପାରାଦୀପ,୨୧ା୬(ଶରତ ରାଉତ): ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟରେ ପ୍ରମୁଖ ରୋଜଗାରର ଉତ୍ସ ହେଉଛି ସାମୁଦ୍ରିକ ମାଛ। ସମୁଦ୍ରରୁ ମାଛ ଧରି ବିଦେଶକୁ ରପ୍ତାନି କରି ମତ୍ସ୍ୟଜୀବୀମାନେ ପ୍ରତିପୋଷଣ ହୋଇଥାନ୍ତି। ସାମୁଦ୍ରିକ ମାଛର ବଡ଼ ବଜାର ହେଲା ଆମେରିକା। ଚଳିତ…
ସମ୍ବଲପୁରରେ ଜଣ୍ଡିସ୍ ଆତଙ୍କ: ୫୯ ଚିହ୍ନଟ
ସମ୍ବଲପୁର,୨୦ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ପୁଣିଥରେ ଦେଖାଦେଇଛି ଜଣ୍ଡିସ୍(କାମଳ ରୋଗ) ଆତଙ୍କ। ସହରର କୁମ୍ଭାରପଡ଼ା, ଶାଲିଆବଗିଚା ଓ ପେନସନପଡ଼ା ଅଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସରକାରୀ ଭାବେ ଗତ ଏକ ମାସ ମଧ୍ୟରେ ୫୯ ଜଣ୍ଡିସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ…
‘ମୁଁ ଭାବିଥିଲି ସରକାରୀ ଦଳରେ ରହିବି, ହେଲେ ଈଶ୍ୱରଙ୍କ ଇଚ୍ଛା…’ : ଗଣେଶ୍ୱର ବେହେରା
ଭୁବନେଶ୍ୱର,୨୦ା୬: କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ବିଜେଡିର ପରାଜୟକୁ ଅନ୍ତରରୁ ସ୍ବୀକାର କରିପାରୁ ନାହାନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗୋପବନ୍ଧୁଙ୍କ କଥା ଅକ୍ଷରେ ଅକ୍ଷରେ ସତ ହେଲା। ସେ ଭାବୁଥିଲେ ସରକାରୀ ଦଳରେ ରହିବେ। ହେଲେ ଈଶ୍ୱରଙ୍କ…
ଆମପାଣି ଘାଟିରେ କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା
କୋକସରା,୨୦ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଓ ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିର ଏକ ବୁଲାଣିରେ ଗୁରୁବାର ସାରେ ଜଗଦଲପୁରରୁ କଣ୍ଟାବାଞ୍ଜି ଯାଉଥିବା ଏକ କାର୍ ଓ ବିପରୀତ ଦିଗରୁ ଆସୁଥିବା ମାଲ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା…
ବାଲେଶ୍ଵରରେ ସ୍ଥିତି ସମୀକ୍ଷା କଲେ ଡିଜିପି ଅରୁଣ ଷଡଙ୍ଗୀ
ବାଲେଶ୍ଵର,୨୦।୬(ମାନସ ବିଶ୍ୱାଳ): ଡିଜିପି ଅରୁଣ ଷଡଙ୍ଗୀ ସନ୍ଧ୍ୟା ୭.୩୦ ମିନିଟରେ ବାଲେଶ୍ଵର ପହଞ୍ଚି ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସ ପରିସରରେ ଡିଜିପିଙ୍କ ସମୀକ୍ଷା ବୈଠକରେ ଆଇଜି ଦୀପକ କୁମାର , ଏଡିଆଇଜି ବି ଯୁଗଳ କିଶୋର ,…
ରାସ୍ତାରେ ଆସୁଥିଲେ: ବାଟରେ ଟଳି ପଡ଼ିଲେ ଯୁବକ
ଧରାକୋଟ,୨୦ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଥାନା ଅଧୀନ ପୁଟୁ-ମୁକ୍ତପୁଞ୍ଜି ରାସ୍ତା ପାର୍ଶ୍ୱରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ନିକଟସ୍ଥ କିଶୋର ଚନ୍ଦ୍ର ପଲି ଗ୍ରାମର କିଶୋର ମୁନି (୪୮)। ମହେନ୍ଦ୍ର ମୁନିଙ୍କ ୩ ପୁଅଙ୍କ…
ଏସ୍ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ
ମାଲକାନଗିରି,୨୦ା୬ (ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍ମା ଅଞ୍ଚଳର ୩ ମାଓବାଦୀ ଗୁରୁବାର ମାଲକାନଗିରି ଆରକ୍ଷୀ ଅଧୀକ୍ଷକ(ଏସ୍ପି)ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ଗାଁରେ ରହୁଥିଲେ ଓ ମାଓବାଦୀ ସଙ୍ଗଠନକୁ ସୂଚନା ଦେଉଥିଲେ। ତେବେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା ପରେ ସଙ୍ଗଠନଠାରୁ ଦୂରେଇ…
ଧାନ ବିକ୍ରି ଟଙ୍କା ଧରି ଘରକୁ ଫେରୁଥିଲେ: ବାଟରୁ ଲୁଟିନେଲେ ଦୁର୍ବୃତ୍ତ
କୋକସରା,୨୦ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡା ଗ୍ରାମର ଚାଷୀ ଉପେନ୍ଦ୍ର ରୋତି ଗୁରୁବାର କୋକସରା ଷ୍ଟେଟ ବ୍ୟାଙ୍କରୁ ଧାନ ଫସଲ ବିକ୍ରି ବାବଦରେ ୨୫ ହଜାର ଟଙ୍କା ଉଠାଇ ବାଇକ୍ରେ ଘରକୁ ଯାଉଥିଲେ। ହେଲେ…

