ପୂର୍ବରୁ ନୁହେଁ, ବନ୍ୟା ପରେ ଚିନ୍ତା
ଯାଜପୁର,୧୫ା୬(ହର୍ଷବର୍ଦ୍ଧନ ବେହେରା): ବର୍ଷା ଦିନ ଆସିଲେ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ତଟବର୍ତ୍ତୀ ଅଞ୍ଚଳବାସୀ ଭୟରେ କାଳାତିପାତ କରନ୍ତି। ଏହି ସବୁ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ହେଉଥିବାବେଳେ ଗତ…
ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ
ପାରାଦୀପ,୧୫।୬(ଶରତ ରାଉତ): ସମଗ୍ର ପୂର୍ବ ଉପକୂଳ ସମୁଦ୍ରରେ ଗତ ଏପ୍ରିଲ ୧୫ରୁ ଜାରି ହୋଇଥିବା କଟକଣା ଶୁକ୍ରବାର ଶେଷ ହୋଇଛି। ଶନିବାର ପ୍ରତ୍ୟୁଷରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇ ଅବାଧରେ ମାଛ ଧରିପାରିବେ। ଏହିକ୍ରମରେ ରାଜ୍ୟର ବୃହତ୍ ପାରାଦୀପ ମାଛଧରା ବନ୍ଦର…
ବଡ଼ଚଣାବାସୀ ସ୍ବାଭିମାନୀର ପରିଚୟ ସୃଷ୍ଟି କଲେ: ଅମର ଶତପଥୀ
ଚଣ୍ଡିଖୋଲ,୧୫।୬(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବିଧାନସଭା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ (ବିଜେଡି) କ୍ଷମତାରେ ଥିବାବେଳେ ଚଳିତ ନିର୍ବାଚନରେ ଭାରତୀୟ ଜନତାପାର୍ଟି(ଭାଜପା) ବିଜୟ ଲାଭ କରିଛି। ଭାଜପାର ଅମର ନାୟକ ବିଜୟୀ ହୋଇଛନ୍ତି। ତେବେ ଏହି ନିର୍ବାଚନମଣ୍ଡଳୀରୁ…
ଦାଦନ ଦୁଃଖ: ଦୁବାଇରେ ଫସିଛନ୍ତି ୨୮ ଶ୍ରମିକ
କେନ୍ଦ୍ରାପଡ଼ା,୧୫ା୬(ଜଗନ୍ନାଥ ଧଳ): ଦାଦନ ଯନ୍ତ୍ରଣା କେନ୍ଦ୍ରାପଡ଼ା ଜିଲାରେ ବଢ଼ିଚାଲିଛି। ଚଳିତ ସପ୍ତାହରେ ନଜରକୁ ଆସିଥିବା ଦୁଇଟି ଘଟଣା ଏବେ ପ୍ରବାସ ଜୀବନର ସଂଘର୍ଷ କାହାଣୀକୁ ସ୍ଥାନୀୟ ଅଞ୍ଚଳରେ ଦୁଃଖପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି। ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ କୋଚିଳାବେଲାରି ଗ୍ରାମର…
ମଣ୍ଡପକୁ ମାଡ଼ିଗଲା ଟ୍ରକ୍: ଚା’ ଦୋକାନୀ ମୃତ
ଧରାକୋଟ,୧୪ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ବାହାଡ଼ାଗୁଡା ଛକରେ ଶୁକ୍ରବାର ଏକ ଟ୍ରକ ଭାରସାମ୍ୟ ହରାଇ ଜଣେ ଚା’ ଦୋକାନୀଙ୍କୁ ଧକ୍କା ଦେଇ ନିକଟସ୍ଥ ମଣ୍ଡପକୁ ମାଡ଼ିଯାଇଛି। ଏଥିରେ ଚା’ ଦୋକାନୀ ବାହାଡାଗୁଡା ଗ୍ରାମର ମହେନ୍ଦ୍ର ବିଷୋୟୀ(୪୮)ଙ୍କ…
ବିଜୁଳି ଆଘାତରେ ନାବାଳିକାଙ୍କ ମୃତ, ପୋଲିସ ନିକଟରେ ଅଭିଯୋଗ କଲେ ବାପା
ପଟ୍ଟାଙ୍ଗି,୧୪।୬(ଶରତ ଧଳ): ଶୁକ୍ରବାର ରଜ ଉତ୍ସବ ପାଳନ ହେଉଥିବାବେଳେ ଏହାରି ଭିତରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ବୁନ୍ଦୁଲପାଡୁ ଗ୍ରାମରେ ଗୋଟିଏ ପରିବାର ମଧ୍ୟରେ ଖେଳିଯାଇଛି ଶୋକାକୂଳ ପରିବେଶ । କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ…
ଅପହଞ୍ଚ ଜାଗାରେ ସ୍ବାସ୍ଥ୍ୟସେବା ପହଞ୍ଚାଇଲେ ସରକାର
କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତର ପ୍ରମୁଖ ମହାରତ୍ନ କମ୍ପାନୀ ଗେଲ ଇଣ୍ଡିଆ ତରଫରୁ ଏକ ଅତ୍ୟାଧୁନିକ ଚିକିତ୍ସାସେବା ସୁବିଧା ଥିବା ଆମ୍ବୁଲାନ୍ସ ଉଦ୍ଘାଟିତ ହୋଇଯାଇଛି। କେନ୍ଦୁଝରର ମାନ୍ୟବର ଏମ୍ପି ଅନନ୍ତ ନାୟକ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସକୁ…
ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ: ଧରାପଡ଼ିଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ
ବାଲିଗୁଡା,୧୪।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ଏଥିସହ ଅବକାରୀ ବିଭାଗ ଏକ କାର(ନଂ.ଏମ୍ପି୧୯-ଜେଡଡି୨୭୧୫) ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ…
ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ହରିଣ ଅସୁରକ୍ଷିତ
ଜଗତ୍ସିଂହପୁର,୧୪ା୬(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ସଦର ମହକୁମାରୁ ମାତ୍ର ୧୫ କିଲୋମିଟର ଦୂର ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍ଏଫ୍)ହରିଣଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହି ଜଙ୍ଗଲରେ ପାଖାପାଖି ୩୦୦ ହରିଣ (ସ୍ପଟେଡ୍ ଡିୟର) ରହୁଥିବା କୁହାଯାଏ। ଯାହାକି କେବଳ…
ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଟାଉନ ପୋଲିସ
କୋରାପୁଟ,୧୪।୬(ଅମିତାଭ ବେହେରା): କୋରାପୁଟ ସହରର ପିଏଚଡି କଲୋନୀ ଅଞ୍ଚଳର ଏକ ଘରୁ ଏକ ଯୁବକଙ୍କ ମୃତଦେହ କୋରାପୁଟ ଟାଉନ ପୋଲିସ ଉଦ୍ଧାର କରିଛି। ଏନେଇ ଟାଉନ ଥାନାଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି। ଶୁକ୍ରବାର ସକାଳୁ କୋରାପୁଟ ଟାଉନ ପୋଲିସ ଏହି…
ଘାଟିରୁ ୨ଶହ ଫୁଟ ତଳକୁ ଖସିପଡ଼ିଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗାଡି
ଗଜପତି,୧୪।୬: ଗଜପତି ଜିଲା ଅଡ଼ବା ଥାନା ତୁଆବାଡ଼ି ଘାଟିରେ ଶୁକ୍ରବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ୨ଶହ ଫୁଟ ତଳକୁ ଖସିପଡିଥିଲା। ଫଳରେ ଗାଡିରେ ଥିବା ୫ଜଣ ଆହତ ହୋଇଥିବା ବେଳେ…
ରାସ୍ତାରେ ଯାଉଥିବା ବେଳେ ମା’, ଝିଅଙ୍କୁ ଆକ୍ରମଣ
ସମ୍ବଲପୁର,୧୪।୬: ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଦାନୀପାଲି ଗାଁରେ ଏକ ଅଭାବନୀୟ ଘଟିଣା ଘଟିଛି। ରାସ୍ତାରେ ଯାଉଥିବା ବେଳେ ମା’ଏବଂ ଝିଅଙ୍କୁ ଜଣେ ଯୁବକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି…

