ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ
ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରା଼ପଡାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ଲକ ସ୍ତରୀୟ ସାଧାରଣ ଜ୍ଞାନ…
ହରିଜନ ଶବ୍ଦ ବ୍ୟବହାରକୁ ନେଇ ଜେତିଲା ବିବାଦ, ଜମିବାଡ଼ି କିଣାବିକା କବଲାରେ…
କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଅନୁସୂଚିତ ଜାତି ଏକତା ମଞ୍ଚ କେନ୍ଦୁଝର ତରଫରୁ ବୁଧବାର କେନ୍ଦୁଝର ସବ ରେଜିଷ୍ଟ୍ରାର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜମିବାଡ଼ି କିଣା ବିକା ସମୟରେ କବଲା ଉପରେ ହରିଜନ ଶବ୍ଦ ବ୍ୟବହାର ନ କରିବାକୁ ଏକ…
ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଟଙ୍କା, ସୁନା ଗହଣା ଲୁଟିନେଲେ ଯୁବକ, ଆଉ ତା’ ପରେ…
ଖଣ୍ଡପଡ଼ା,୪ା୯(ଅଜୟ କୁମାର ମହାରଣା): ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଜଣେ ଯୁବକ ସୁନା ଗହଣା ଓ ଟଙ୍କା ଲୁଟ୍ କରି ନେଇଛନ୍ତି। ଏନେଇ ଖଣ୍ଡପଡ଼ା ଥାନା ପୋଲିସ ବୁଧବାର ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
୮୫୦ରୁ ଊର୍ଦ୍ଧ୍ୱ ଖଣିଜ ରତ୍ନପଥର ପ୍ରଦର୍ଶିତ, ବିଶ୍ୱ ରେକର୍ଡ ପାଇଁ ଆଶା ବାନ୍ଧିଛନ୍ତି ସଂଗ୍ରାହକ
ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣମଣ୍ଡପରେ ବୁଧବାର ‘ଦି ଓ୍ବାଣ୍ଡର ମିନେରାଲ୍ସ ପ୍ରୋଗ୍ରାମ’ ଜରିଆରେ ଖଣିଜ ରତ୍ନପଥର ଏବଂ ଜୀବାଶ୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି…
ରେଭେନ୍ସାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ନାମ ପରିବର୍ତ୍ତନକୁ ନେଇ ବିବାଦ
କଟକ,୪ା୯: ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତନ ଚର୍ଚ୍ଚା ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ବୁଧବାର କ୍ୟାମ୍ପସରେ ଉତ୍ତେଜନା ସୃଷ୍ଟି ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନ କରିବା ଦାବିରେ ବୁଧବାର ଏକ ଛାତ୍ର ଗୋଷ୍ଠୀ ମଶାଲ ଶୋଭାଯାତ୍ରା କରିଥିଲେ। ତେବେ…
ପ୍ରଥମ ଥର ପାଇଁ ଓଡ଼ିଶାରୁ ଦୁବାଇକୁ ଗଲା ଡ୍ରାଗନ୍ ଫଳ
ବୁଧବାର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଓଡ଼ିଶାରୁ ପ୍ରଥମ ଥର ପାଇଁ ଡ୍ରାଗନ୍ ଫଳ ବିଦେଶକୁ ରପ୍ତାନି କରାଯାଇଛି। ଏହାର ଶୁଭାରମ୍ଭ କରଛନ୍ତି ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। Four quintals of organic dragonfruits grown in the farm…
ଗର୍ଜେଡି ଗ୍ରାମର ସୁନାଝିଅ ଲିନ୍ସା.. ଏବେ ଡାକ୍ତରୀ ଛାତ୍ରୀ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନ। ସେ ଚଳିତ ନିଟ୍ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ଏବେ ଡାକ୍ତରୀ ପଢିବାକୁ ଯାଉଛନ୍ତି । ଜଣେ ଦିବ୍ୟାଙ୍ଗ ହୋଇ ସଂଘର୍ଷ ପରେ ସଂଘର୍ଷ କରି ଆଜି…
ଚଳନ୍ତା ଟ୍ରେନ୍ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ
ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ। ତଥାପି ସାହାସୀ ପ୍ରତିଶ ରାତିସାରା ଟ୍ରେନ ଟ୍ରାକ କଡରେ ବସି ରହି ଶେଷରେ ନିଜ…
ଲୋକମାନେ ନିର୍ବାଚିତ କରିଛନ୍ତି ତାଙ୍କ କଥା ବୁଝିବା ପାଇଁ, ଅଭିଯୋଗ ଆସିଲେ…
କଟକ,୪ା୯: କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ବୁଧବାର ବିଧାନସଭା ଅଧିବେଶନ ସରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ସାଧାରଣ ଲୋକଙ୍କ ଅଭିଯୋଗ ଆସିଲେ, ଲୋକେ ହଇରାଣ ହେଲେ ମୁଁ ସବୁ ଅଫିସରେ…
ଆଧାର ଲିଙ୍କ୍ ପାଇଁ ପୋଷ୍ଟ ଅଫିସରେ ନାହିଁ ନ ଥିବା ଭିଡ଼, ନିୟନ୍ତ୍ରଣ ପାଇଁ ଜଗି ରହିଲା ପୋଲିସ
ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ): ବୁଧବାରଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନାରେ ଅପଲୋଡ୍ ପ୍ରକ୍ରିୟା। ଏନେଇ ବହୁ ମହିଳା ସେମାନଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍ ହେଉ ବା ମୋବାଇଲ ନମ୍ବର ସହ ଲିଙ୍କ୍ କରିବା ପାଇଁ ବ୍ୟସ୍ତ ହୋଇଗଲେଣି। ମଙ୍ଗଳବାର ମଧ୍ୟ…
ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା
ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଦୌଡ଼ିବାକୁ ବାଧ୍ୟ କରିଛି। ଶେଷ ମୁହୂର୍ତ୍ତରେ ଜନସେବା…
ଆଇଆରଇ ଓ ଗୋପାଳପୁର ପୋର୍ଟ କମ୍ପାନୀରେ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦାବି ନେଇ ଆନ୍ଦୋଳନ
ଛତ୍ରପୁର (ଦିଲ୍ଲୀପ ସାମଲ )୪।୯: ଛତ୍ରପୁର ଉପକଣ୍ଠ ଆଇଆରଇଏଲ ଓ ଗୋପାଳପୁର ପୋର୍ଟ କମ୍ପାନୀ ଗୁଡିକରେ ସ୍ଥାନୀୟ ଶିକ୍ଷିତ ଯୁବକ /ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ଅଗଷ୍ଟ ୨୮ରୁ ଧାରଣା ଦିଆଯାଇଥିଲା। କିନ୍ତୁ ସେମାନଙ୍କ ଦାବି କେହି ନ…

