ରାଧାକୃଷ୍ଣ ମନ୍ଦିର ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍
ହିଞ୍ଜିଳିକାଟୁ, ୧୩/୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲାରେ ବିଭିନ୍ନ ମନ୍ଦିର ହୁଣ୍ଡି ଓ ସମ୍ପତ୍ତି ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ମଙ୍ଗଳବାର ରାତିରେ ହିଞ୍ଜିଳିକାଟୁ ଘୋଡାହାଡ ନଦୀ ନିକଟ ପରିବା ପାଲି ବଜାରରେ ଅବସ୍ଥିତ ରାଧାକୃଷ୍ଣ ମନ୍ଦିର ଦାନ ହୁଣ୍ଡିକୁ ଦୁବୃର୍ତ୍ତ…
ଭୋକିଲା ଚୋର: ଚୋରି କରିବାକୁ ଆସି ଖାଇଗଲେ ରାବିଡି-ଲସି, ଲୁଟିନେଲେ ଅମୁଲକୁଲ୍
ପାଟଣା,୧୩।୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ବଜାରରୁ ମଙ୍ଗଳବାର ବିଳମ୍ବିତ ରାତିରେ ୩ଟି ଦୋକାନରୁ ତାଲା ଭାଙ୍ଗି ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ବଜାରରେ ଥିବା ଏକ ଓମ୍ଫେଡ ପାର୍ଲରର ତାଲା ଭାଙ୍ଗି ଚୋର ମାନେ ରାବଡି, କ୍ଷୀର…
ବଡସିଂହାର ବେଶରେ ଦର୍ଶନ ବାବା ଧବଳେଶ୍ୱର: ଦେଖିବାକୁ ଭକ୍ତଙ୍କ ଲମ୍ବା ଲାଇନ
କଟକ,୧୩।୧୧: ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ବୁଧବାର ଚଳଞ୍ଚଳ ହୋଇ ଉଠିଛି। ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା…
ପୂର୍ବତନ ସରପଞ୍ଚଙ୍କୁ ହତ୍ୟା: ପାଣିରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ
ଭଦ୍ରକ,୧୩।୧୧(ସନାତନ ରାଉତ): ଭଦ୍ରକ ବ୍ଲକ ବନ୍ଧଗାଁ ପୂର୍ବତନ ସରପଞ୍ଚ ତଥା ଆମ୍ବରୋଳି ସମବାୟ ସମିତିର ସଭାପତି ଚିତ୍ତ ରଞ୍ଜନ ରାଉତ (ନାଲୁ)ଙ୍କୁ ମଙ୍ଗଳବାର ରାତିରେ ହତ୍ୟା କରାଯାଇଛି । ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବାନ୍ଧଗାଁ ରାସ୍ତା କଡ଼ ବିଲରେ ପଡିଥିବା…
ପଞ୍ଚୁକ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼
ଜି ଉଦୟଗିରି, ୧୩।୧୧(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ପଞ୍ଚୁକ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି । ବିଶେଷ କରି ହବିଷ କରୁଥିବା ମହିଳା ଶ୍ରଦ୍ଧାଳୁମାନଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥିଲା। ଭୋର ୪ଟାରୁ…
ଏମ୍କେସିଜିରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ବ୍ରହ୍ମପୁର,୧୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜି ମେଡିକାଲରେ ପଜେଟିଭ ବଦଳରେ ନେଗେଟିଭ ଗ୍ରୁପର ରକ୍ତ ଦିଆଯିବା ସହ ଠିକ ସମୟରେ ଚିକିତ୍ସା କରା ନଯିବାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। କିନ୍ତୁ…
ବାତ୍ୟାର ୧୯ ଦିନ ବିତିଲା, ରାସ୍ତା ଉପରୁ ହଟୁନି ଗଛ
ଔପଦା, ୧୩।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମ ତୁଟାସାହି ମୁଖ୍ୟରାସ୍ତା ଉପରେ ବାତ୍ୟାରେ ଏକ ବିରାଟ ତେନ୍ତୁଳି ଗଛ ଉପୁଡ଼ି ପଡିଥିଲା। ବାତ୍ୟା ଯିବାର ୧୯ ଦିନ ବିତିଯାଇଥିଲେ ମଧ୍ୟ ଗଛ ହଟାଯାଉ ନ…
ଶୁଦ୍ଧିକ୍ରିୟା ସରିଥିଲା, ୧୫ ବର୍ଷ ପରେ ଫେରିଲେ ପୁଅ
ପାଟଣା,୧୩।୧୧(ବୀର କିଶୋର ଦାଶ): ପୁଅକୁ ଯେତେବେଳେ ୧୪ ବର୍ଷ ହୋଇଥିଲା କେଉଁଆଡ଼େ ପଳାଇଥିଲେ। ଦୀର୍ଘ ବର୍ଷ ଧରି ପୁଅ ନ ଫେରିବାରୁ ପରିବାର ଓ ସମ୍ପର୍କୀୟମାନେ ମୃତ୍ୟୁ ଘଟିଥିବା ଭାବି ଗତ ବର୍ଷ ଶୁଦ୍ଧିକ୍ରିୟା କରିଥିଲେ। ମାତ୍ର ହଜିଯାଇଥିବା ନାବାଳକ ପୁଅ…
ଖେଳ ପଡିଆ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ:ଲୋକେ ହେଉଛନ୍ତି ହଟହଟା
ଦାରିଙ୍ଗବାଡି,୧୩।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ଏକମାତ୍ର ଖେଳ ପଡିଆ ଏବେ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ। ଦୈନିକ ଉକ୍ତ ପଡିଆରେ କୁଢ଼କୁଢ଼ ଖାଲି ବୋତଲ, ପ୍ଲାଷ୍ଟିକ ଦେଖି ଖେଳ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ପ୍ରକାଶ ଯେ, ଦାରିଙ୍ଗବାଡି ରେ ୧୦…
ବିଜେଡି ଛାଡ଼ି ଭାଜପାରେ ୨୦ ପରିବାର
ତିହିଡ଼ି,୧୩ା୧୧(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ଗ୍ରାମର ୨୦ ପରିବାର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଦଳର ନୀତି, ଆଦର୍ଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପରେ ଆସ୍ଥା ପ୍ରକଟକରି ସେମାନେ…
ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଭାସ୍କର ରାଓଙ୍କ ନାଁରେ ଏନ୍ବିଡବ୍ଲ୍ୟୁ
ରାୟଗଡ଼ା,୧୩।୧୧(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଏସ୍ଡିଜେଏମ୍ ବର୍ଷା ଦାଶ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାର ଶୁଣାଣିକରି ମଙ୍ଗଳବାର ବିଜେଡି ନେତା ଏନ୍. ଭାସ୍କର ରାଓଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି କରିଛନ୍ତି। ଭାସ୍କରଙ୍କ ସମେତ ୟାଲା…

