ଅରୁପାଙ୍କ ଉପରେ ଭାଜପାର ଆସ୍ଥା: ପୁନର୍ବାର ସଭାପତି…
ବରଗଡ଼, ୨୫।୧(ପ୍ରେମାନନ୍ଦ ଖମାରୀ) – ଭାଜପା ଶନିବାର ଜିଲା ସଭାପତିଙ୍କ ନାମ ଘୋଷଣା କରିଛି। ଏଥିରେ ଡା. ଅରୁପାନନ୍ଦ ସାହୁ ପୁଣି ଦଳର ବରଗଡ ଜିଲା ସଭାପତି ମନୋନୀତ ହୋଇଛନ୍ତି। ସେ ଗତ ୨୦୧୮ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଦଳର…
ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ: ଜନଜାତିଙ୍କ ବିକାଶ ଉପରେ ମତ ରଖିଲେ ଅତିଥି
ଦାରିଙ୍ଗବାଡ଼ି,୨୫।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗାବାଡି ବ୍ଲକ ସିମନବାଡି ଶିବମନ୍ଦିର ପ୍ରାଙ୍ଗଣରେ ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାରତ ମାତାଙ୍କ ପୂଜନ ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ମହିଳା ଏବଂ ପୁରୁଷ…
ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ଭୋଟର ଦିବସ: ପୁରସ୍କୃତ ହେଲେ
ଦିଗପହଣ୍ଡି,୨୫।୧(ଅଶେଷ ନାଥ ମିଶ୍ର) ବ୍ରହ୍ମପୁର ସ୍ଥିତ ଟାଉଲ ହଲ ପରିସରରେ ଶନିବାର ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଛି। ଏହି ଅବସରରେ ଦିଗପହଣ୍ଡିର ସହକାରୀ ଶିକ୍ଷକ ଉପେନ୍ଦ୍ର ପଣ୍ଡାଙ୍କୁ…
ବାଇକ୍ ଚୋରି ଘଟଣା, ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ସୁବଳୟା ଶାସନ ଗ୍ରାମରୁ ଚୋରି ଯାଇଥିବା ବାଇକର ସନ୍ଧାନ ମିଳିବା ସହ ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…
୩୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଛତ୍ରପୁର,୨୫ା୧(ଦିଲ୍ଲୀପ ସାମଲ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଭିତ୍ତିରେ ୨୦୨୨ରୁ ମାସିକ ୧ହଜାର ଟଙ୍କା ହାରରେ ଏବଂ ୨୦୨୪ ମାର୍ଚ୍ଚରୁ ମାସିକ ୧୫୦୦ ଟଙ୍କା ହାରରେ ଭତ୍ତା ମିଳୁଛି। ୨୦୨୪ ବିଧାନସଭା ନିର୍ବାଚନ ବେଳେ ଓଡ଼ିଶାରେ ଲକ୍ଷପତି ଦିଦି, ସୁଭଦ୍ରା ଯୋଜନା ଓ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୂତନ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ ଆରମ୍ଭ, ଜାଣନ୍ତୁ ଯୋଗ୍ୟତା…
ଭୁବନେଶ୍ୱର,୨୫।୧: ପୂରଣ ହେବ ପକ୍କା ଘର ଆଶା, ବିକଶିତ ହେବ ଓଡ଼ିଶା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନୂତନ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବାଇକ୍, ଫ୍ରିଜ, ଲାଣ୍ଡଲାଇନ୍ ଫୋନ୍ ଥିବା ପରିବାର ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ…
ଶିକ୍ଷାର ବିକାଶ ହେଲେ ଅଞ୍ଚଳର ବିକାଶ: ଅତିଥିଙ୍କ ମତ…
କର୍ଲାମୁଣ୍ଡା,୨୫।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ କର୍ଲାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ରୂପାଧର କୁମାରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କଲେଜ ସଭାପତି ତଥା ପୂର୍ବତନ ବିଧାୟକ…
ବଲାଙ୍ଗୀର ଜିଲା ସଭାପତି ହେଲେ ଶ୍ରୀବତ୍ସ ବେହେରା
ବଲାଙ୍ଗୀର,୨୫।୧: ବିଭିନ୍ନ ଜିଲାରେ ଭାଜପା ଦଳୀୟ କାର୍ଯ୍ୟାଳୟରେ ସଭାପତି ଘୋଷଣା ହେଉଛି। ବରିଷ୍ଠ ନେତାଙ୍କୁ ବାଛି ତାଙ୍କୁ ବିଜିଲାର ଦାୟିତ୍ୱ ଦିଆଯାଉଛି। ଏହି କ୍ରମରେ ବଲାଙ୍ଗୀର ଜିଲା ଭାଜପା ସଭାପତିଙ୍କ ନା ଘୋଷଣା ହୋଇଛି। ଶ୍ରୀବତ୍ସ ବେହେରାଙ୍କୁ ଜିଲା ସଭାପତି ଭାବେ…
ବଡ଼ ମା’-ବାପାଙ୍କୁ ହତ୍ୟା କଲେ ପୁତୁରା
ଗୋଲାମୁଣ୍ଡା,୨୫ା୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅଧିନସ୍ଥ କାର୍ଲିଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ମା’ ନିର୍ମମ ହତ୍ୟା କରଛନ୍ତି ପୁତୁରା। ମୃତ ବଡ଼ ବାପା ବୁଡୁ ବାଗ ଓ ବଡ଼…
ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣା: ୧୧ ଲକ୍ଷ ୨୩ ହଜାର ଟଙ୍କା, ସୁନାଗହଣା ଜବତ, ୨ କୋର୍ଟ ଚାଲାଣ
ନବରଙ୍ଗପୁର,୨୫ା୧(ସଦାଶିବ ପ୍ରହରାଜ): ଚଳିତ ମାସ ୧୩ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ହାତ ଓ ପାଟିକୁ କପଡ଼ାରେ ବାନ୍ଧି ତଣ୍ଟିରେ ଛୁରି ଲଗାଇ ନଗଦ ୨୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଲୁଟି ନେଲେ ଦୁର୍ବୃତ୍ତ ଏହି ଘଟଣା ପ୍ରଚାରିତ…
କଳାହାଣ୍ଡି ଭାଜପା ସଭାପତି ହେଲେ ଯୁଗଳ ପୋଢ଼
ଭବାନୀପାଟଣା,୨୫ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ଭାଜପା ଜିଲା ସଭାପତି ଭାବେ ବରିଷ୍ଠ ନେତା ଯୁଗଳ କିଶୋର ପୋଢ଼ ମନୋନୀତ ହୋଇଛନ୍ତି। ଭବାନୀପାଟଣାସ୍ଥିତ ସର୍କିଟ ହାଉସରେ ଜିଲା ଉପସଭାପତି ମୁକେଶ ଅଗ୍ରଓ୍ବାଲଙ୍କ ସଭାପତିତ୍ୱରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେର୍କେଟା…
ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ
କଟକ,୨୫।୧: ବଢ଼ିଲା ପ୍ରତାପ ଜେନାଙ୍କ ଅଡ଼ୁଆ। ମହାଙ୍ଗା ଡବଲ ମର୍ଡର ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ କୁଳମଣୀଙ୍କ ପୁଅ ରଞ୍ଜିତ ବରାଳ ବାପାଙ୍କ ମୃତ୍ୟୁ…

