୧୩ ବର୍ଷ ପରେ ରଣଜୀ ଖେଳିବେ ବିରାଟ କୋହଲି: ଡିଡିସିଏ ସ୍ବତନ୍ତ୍ର ବ୍ୟବସ୍ଥା
ନୂଆଦିଲ୍ଲୀ,୨୫।୧:ଟିମ ଇଣ୍ଡିଆର ଅନେକ ଷ୍ଟାର ଖେଳାଳି ବର୍ତ୍ତମାନ ରଣଜୀ ଟ୍ରଫିରେ ଖେଳୁଛନ୍ତି। ଜାନୁଆରୀ ୨୩ ତାରିଖରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ରୋହିତ ଶର୍ମା, ଶୁଭମନ ଗିଲ, ରିଷଭ ପନ୍ତ, ଯଶସ୍ବୀ ଜୟସ୍ବାଲ ଏବଂ ରବିନ୍ଦ୍ର ଜାଡେଜା ଅଂଶଗ୍ରହଣ କରିଥିଲେ। କିନ୍ତୁ…
ସକାଳେ ଗାଁରେ ବୁଲୁଥିଲା ହାତୀ, ପରେ…
ସୁନ୍ଦରଗଡ,୨୫।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ବନଖଣ୍ଡ ଅନ୍ତର୍ଗତ କରୁଆବାହାଲ ଗ୍ରାମ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ଶନିବାର ସକାଳୁ ଗ୍ରାମ ନିକଟରେ ବୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ହାତୀଟି ଅସୁସ୍ଥ ଥିବାଭଳି ଦେଖାଯାଉଥିଲା ଓ ଧୀରେଧୀରେ ଚାଲୁଥିଲା।…
ଜାଣନ୍ତୁ କିଏ ହେଲେ ଗଞ୍ଜାମ ଜିଲା ଭାଜପା ସଭାପତି
ଭୁବନେଶ୍ୱର,୨୫।୧: ବିଭିନ୍ନ ଜିଲାରେ ଭାଜପା ଦଳୀୟ କାର୍ଯ୍ୟାଳୟରେ ସଭାପତି ଘୋଷଣା ହେଉଛି। ବରିଷ୍ଠ ନେତାଙ୍କୁ ବାଛି ତାଙ୍କୁ ବିଜିଲାର ଦାୟିତ୍ୱ ଦିଆଯାଉଛି। ଏହି କ୍ରମରେ ଗଞ୍ଜାମ ଜିଲା ଭାଜପା ସଭାପତିଙ୍କ ନା ଘୋଷଣା ହୋଇଛି। ସରୋଜ ସାବତଙ୍କୁ ଦଳ ଜିଲା ସଭାପତି…
ଏଟିଏମ୍ ମେଶିନ ଲୁଟ୍ ଉଦ୍ୟମ
କାଲିମେଳା,୨୫ା୧(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଏସ୍ବିଆଇ ଏଟିଏମ୍ ମେଶିନ ଲୁଟ୍ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ମେଶିନ ଭାଙ୍ଗି ଟଙ୍କା ଲୁଟ୍…
ପରପାରିରେ କଳାର ପୂଜାରୀ କରୁଣାକର
ପାଟଣା,୨୫ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସ୍ବାମ ଶାସନ ଜଣାଶୁଣା ତବଲା, ହାର୍ମୋନିୟମ, ସଙ୍ଗୀତ, ଓଡ଼ିଶୀ ଓ ନୃତ୍ୟଗୁରୁ ଓ ନିର୍ଦ୍ଦେଶକ କରୁଣାକର ଦାଶ (୬୩)ଙ୍କ ଶୁକ୍ରବାର ରାତିରେ ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ…
ବିଇଓଙ୍କ ସ୍କୁଲ ଗସ୍ତବେଳେ କେହି ଉପସ୍ଥିତ ନ ଥିଲେ, ୪ ଶିକ୍ଷକ ନିଲମ୍ବିତ
ଜୁନାଗଡ଼,୨୫ା୧(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଶିକ୍ଷା ବିଭାଗ ଅଧୀନ ୩ଟି ସ୍କୁଲରେ କାର୍ଯ୍ୟରତ ଥିବା ୪ ଜଣ ଶିକ୍ଷକଙ୍କୁ ନିଜ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ସେମାନେ ହେଲେ ଲଖନାପଡ଼ା ସ୍କୁଲର ପ୍ରଧାନଶିକ୍ଷକ କନ୍ଦର୍ପ ନାଏକ,…
ଘର ଭାଙ୍ଗି ୫ କ୍ୱିଣ୍ଟାଲରୁ ଅଧିକ ଧାନ ଖାଇଗଲା ଗୋଠଛଡ଼ା ଦନ୍ତା
କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପଳାସପଙ୍ଗା ଫରେଷ୍ଟ ବିଟ୍ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ଉତ୍ପାତ କରି ଚାଲିଛି। ଶୁକ୍ରବାର ରାତିରେ ଦନ୍ତାଣ୍ହାତୀ କଣ୍ଡରାପଶି ତେଲିବନ୍ଧ ସାହିରେ ପଶି ବାଣେଶ୍ୱର ନାୟକଙ୍କ ଘର ଭାଙ୍ଗିବା ସହ ୫ କ୍ୱିଣ୍ଟାଲରୁ ଊଦ୍ଧର୍ବ…
ବାଘଛୁଆର ମୃତଦେହ ଉଦ୍ଧାର
କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ବିଟ୍ କଳାପାଟ ସଂରକ୍ଷିତ ଜଙ୍ଗଲରୁ ଶନିବାର ବନବିଭାଗ ଏକ ବର୍ଷକର କଲରାପତରିଆ ବାଘଛୁଆର ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ। ତେବେ କିଛିଦିନ ପୂର୍ବରୁ ବାଘଛୁଆ ମରିଥିବା…
ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସାମିଲ ଡାଲ ଖାଇ ନୃତ୍ୟ
କେସିଙ୍ଗା,୨୫ା୧(ତୁମେଶ୍ୱର ସାହୁ): ଦିଲ୍ଲୀର ଇଣ୍ଡିଆ ଗେଟ୍ରେ ଆୟୋଜିତ ଗଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ ଓ ବରଗଡ଼ ଜିଲା ରବି ରତନ ସାହୁ ଓ ସାଥୀଙ୍କ ୬୦ କଳାକାର ଡାଲ ଖାଇ ନୃତ୍ୟରେ…
ଚଳନ୍ତା ଟ୍ରେନ୍ରେ ସେଲ୍ଫି ନେଉଥିଲେ ଛାତ୍ରୀ,ଚାଲିଗଲା ଜୀବନ
କେନ୍ଦୁଝର/ପାଟଣା,୨୫ା୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ):କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଟାଙ୍ଗିଆପାଳ ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ଚଳନ୍ତା ଟ୍ରେନ୍ରୁ ଖସି ଜଣେ ମେଧାବୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଛାତ୍ରୀ ଜଣକ ହେଲେ ପାଟଣା…
କେସିଙ୍ଗା ସହରର ବିକାଶ ଜରୁରୀ: ମୁଖ୍ୟମନ୍ତ୍ରୀଙ୍କୁ ୯ଦଫା ଦାବିପତ୍ର ପ୍ରଦାନ
କେସିଙ୍ଗା,୨୫।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର ଦ୍ୱାର କେସିଙ୍ଗା ସହର ଏବଂ ଅଞ୍ଚଳର ବିକାଶ ପାଇଁ ଦୀର୍ଘ ବର୍ଷରୁ ଅହରହ ସଂଘର୍ଷ କରି ଆସୁଥିବା ସଚେତନ ନାଗରିକ ମଞ୍ଚ ଆଗକୁ ଆଉ ଏକ ପାଦ ଆଗେଇଯାଇ ସଭାପତି ଉତ୍ତର ମହଲାଙ୍କ ନେତୃତ୍ୱରେ ଭୁବନେଶ୍ୱର ଗସ୍ତ…
ଝାଡୁ ମାରିଲେ ତହସିଲଦାର: ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ପ୍ରସ୍ତୁତି
ଦାରିଙ୍ଗବାଡି,୨୫।୧(ଅରୁଣ ସାହୁ):ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ପାଇଁ ଚାରିଆଡେ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡିରେ ମଧ୍ୟ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। ଶନିବାର ସକାଳ…

