ଆମ ଜିଲା ଖବର

ଭୀମକୁଣ୍ଡରେ ଅଘଟଣ: ଭୋଜି କରିବାକୁ ଆସି ଭାସିଗଲେ ଯୁବକ

ପାଟଣା/ଠାକୁରମୁଣ୍ଡା,୨୬।୧(ବୀର କିଶୋର ଦାଶ/ତାରାକାନ୍ତ ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ଭୋଜି କରିବାକୁ ଆସି ସାନକୁଣ୍ଡ ଉପରେ ଥିବା ଗଭୀର ଗଣ୍ଡରେ ରବିବାର ଅପରାହ୍ନରେ ଭାସି ଯାଇ ଜଣେ ଯୁବକ ନିଖୋଜ…

ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ ସଶ୍ରମ ଜେଲଦଣ୍ଡ

ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ପୋକ୍ସୋ ଅଦାଲତର ବିଚାରପତି ଜ୍ଞାନରଞ୍ଜନ ପଟ୍ଟନାୟକ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣିକରି ଅଭିଯୁକ୍ତ ଶିବଶଙ୍କର ବରୁଆ(୩୨)ଙ୍କୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ…

ଦୁର୍ନୀତି ମାମଲାରେ ୩ ମୃତ୍ତିକା ସଂରକ୍ଷଣ କର୍ମଚାରୀ ଦୋଷୀ ସାବ୍ୟସ୍ତ

ସୁନ୍ଦରଗଡ଼, ୨୬।୧(ଜୟ ନାରାୟଣ ମେଣ୍ଡୁଳି): ଦୁର୍ନୀତି ମାମଲାରେ ମୃତ୍ତିକା ସରକ୍ଷଣ ବିଭାଗର ୩ଜଣ କର୍ମଚାରୀ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଏହି ରାୟ ପ୍ରଦାନ କରି ବିଭାଗର ବି. କାମରାଜ ବେହେରା,…

ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ମହିଳା

ଲାଠୋର,୨୬।୧(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ବେହେରା ପାଣି ଗ୍ରାମର ଜଣେ ମହିଳା ଶୋଇବା ଘରେ ବେକରେ ଦଉଡ଼ି ଦେଇ ଶନିବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ବନଲତା ବରିହା(୩୨)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ…

କୋରାପୁଟରେ ପତାକା ଉତୋଳନ କଲେ ଗଣଶିକ୍ଷା ମନ୍ତ୍ରୀ

କୋରାପୁଟ,୨୬ା୧(ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ରବିବାର ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ୭୬ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ବଳିତ…

ବାଲିଗୁଡ଼ାରେ ପତାକା ଉତ୍ତୋଳନ କଲେ ଉପଜିଲାପାଳ

ବାଲିଗଡ଼ା,୨୬।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାଠାରେ ଉପଖଣ୍ଡସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପରିବେଷଣ…

ବ୍ରିଜ୍‌ ଉପରୁ ଖସିପଡିଲା ଟ୍ରକ୍‌: ୪ ଘଣ୍ଟା ପରେ ଉଦ୍ଧାର ହେଲେ ଡ୍ରାଇଭର, ହେଲପର

ବୌଦ୍ଧ,୨୬।୧: ବୌଦ୍ଧ ଜିଲା ମନମୁଣ୍ଡା ଥାନା ମଶିଣାପଡ଼ା ବ୍ରିଜ୍‌ରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକଟି ବୌଦ୍ଧରୁ ସୁବର୍ଣ୍ଣପୁର ଯାଉଥିବାବେଳେ ମଶିଣାପଡ଼ା ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ଫଳରେ ଟ୍ରକ ଡ୍ରାଇଭର ଏବଂ ହେଲପର୍‌ ପ୍ରାୟ…

ଜାତିବାଦର ଶିକାର ହେଲେ ମୃତ ମହିଳା: ଶବସଂସ୍କାର କରି ମାନବିକତାର ନିଦର୍ଶନ ସାଜିଲେ ଶ୍ମଶାନ ବନ୍ଧୁ

ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ବିଜ୍ଞାନର ଦ୍ରୁତ ବିକାଶ ଓ ପ୍ରଚାର ପ୍ରସାର ସତ୍ତ୍ୱେ ସୁନ୍ଦରଗଡ ଜିଲାରେ ଜାତିବାଦ ଭଳି ଅନ୍ଧବିଶ୍ୱାସ ଲାଗିରହିଛି। ଗତ ତିନିଦିନ ମଧ୍ୟରେ ପୁଣି ଏକ ଅନ୍ଧବିଶ୍ୱାସ ଓ ଜାତିବାଦ ଭଳି ସାମାଜିକ ବାସନ୍ଦର ଶିକାର ହୋଇଛି ଜଣେ…

ବିକଶିତ ଓଡିଶା ଗଠନ ପାଇଁ ଯୁବସମାଜ ଆଗେଇ ଆସିବା ଜରୁରୀ: ରାଜସ୍ବ ମନ୍ତ୍ରୀ

ସୁନ୍ଦରଗଡ,୨୬।୧(ଜୟ ନାରାୟଣ ମେଣ୍ଡୁଳି): ଜିଲା ସ୍ତରୀୟ ୭୬ତମ ସାଧାରଣ ଦିବସ ଦିବସ ସମାରୋହ ସୁନ୍ଦରଗଡ ଜିଲାରେ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଜିଲା ସଦର ମହକୁମାସ୍ଥିତ ସୁନ୍ଦରଗଡ ସରକାରୀ କଲେଜ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜସ୍ବ…

ନିଆରା ଢଙ୍ଗରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ

ଦାରିଙ୍ଗବାଡି,୨୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଦିବସ ଓ ଭାରତ ମାତା ପୂଜନର ଦିତୀୟଦିନରେ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପ୍ରକାଶ ଯେ, ୩ ଦିନ ଧରି…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ

ବରଗଡ଼,୨୬ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ପକ୍ଷରୁ ରବିବାର ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲ ପତାକା ଉତ୍ତୋଳନ ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲାପାଳ…

ରାଇକିଆରେ ୭୬ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ବିଧାୟକ

ରାଇକିଆ,୨୬ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଅନୁଷ୍ଠିତ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?