ବଡ଼ ଖବର: ରବିବାର ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ
ବରଗଡ଼,୭/୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍(ଓପିଟିସିଏଲ୍) ପକ୍ଷରୁ 132/33 କେ.ଭି ପ୍ରଧାନପାଲି ଗ୍ରୀଡ୍ ସବଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ଆସନ୍ତା ରବିବାର ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ…
ପରିତ୍ୟକ୍ତ ଜାଗିଲିି ବନ୍ଧରେ ଫସିଥିଲା ଗାଈ, ପରେ…
ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୱାର୍ଡ ନଂ.୮ ଥାନା ରୋଡରେ ଥିବା ପରିତ୍ୟକ୍ତ ଜାଗିଲି ବନ୍ଧ ପଙ୍କ କାଦୁଅରେ ଫସିରହିଥିବା ଏକ ଗାଈକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ଗାଈଟି ପଙ୍କରେ ଫସିରହିଥିବା କିଛି ବାସିନ୍ଦା ଦେଖିବା ପରେ ଅଗ୍ନିଶମ…
ଅଧ୍ୟାପକ, କର୍ମଚାରୀଙ୍କ ଦରମା ବଢିଲା
ଭଞ୍ଜନଗର,୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଚାଳନା କମିଟି ଅଧୀନରେ କାର୍ଯ୍ୟରତ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ଦରମା ବଢ଼ିଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଏହା କାର୍ଯ୍ୟକାରୀ ହୋଇଛି। ଶୁକ୍ରବାର କାର୍ଯ୍ୟରତ ଅଧ୍ୟାପକ, କର୍ମଚାରୀମାନେ…
ବାହାଘର ସାରି ଫେରୁଥିଲେ: କାର-ଟ୍ରକ୍ ମୁହାଁମୁହିଁ ଧକ୍କା, ବରକନ୍ୟା ଗୁରୁତର
ଜମନକିରା, ୭।୨(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ପିଇଟି କଲେଜ ପାଖରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ କାରରେ ବସିଥିବା…
ଇଟାଭାଟି ମାଲିକଙ୍କ ଜୁଲମ୍: ଖାଇବାକୁ ନ ଦେଇ ପିଠିରେ ବାଜୁଛି ପାହାର: ପୁଅକୁ ଫେରାଇ ଆଣିବାକୁ ମା’ଙ୍କ…
ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ପେଣ୍ଡରାବନ ଗାଁର ୨ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରେ ନିର୍ଯାତନାର ଶିକାର ହେଉଥିବା ନେଇ ଶୁକ୍ରବାର ଜିଲା ଶ୍ରମିକ ମହାସଂଘ ସହ ଆବାହକ ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ୱରେ ନିର୍ଯ୍ୟାତିତାଙ୍କ ମା’ କସ୍ତୁରୀ…
ଉଦ୍ଯାପିତହେଲା ସିମନବାଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ: ଶରୀର ସୁସ୍ଥ ରହିଲେ ମାନସିକ ସୁସ୍ଥ ରହିବ
ଦାରିଙ୍ଗବାଡ଼ି,୭ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର…
ଗିରଫ ହେଲେ କୋଟିପତି ସରକାରୀ ବାବୁ
ମାଲକାନଗିରି,୭।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ। ଶାନ୍ତନୁଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଇଛି। ଆୟବହିର୍ଭୁତ ସମ୍ପତ୍ତି ୧ଟି ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ପ୍ରାୟ ୪୨୨ ଗ୍ରାମ ସୁନା, ୯୧…
ଟ୍ରକ ମଡ଼ାଇ ୨ ଭାଜପା ନେତାଙ୍କୁ କରାଯାଇଥିଲା ହତ୍ୟା: ଅଭିଯୁକ୍ତଙ୍କ ହେଲା ପଲିଗ୍ରାଫ ଟେଷ୍ଟ
ସମ୍ବଲପୁର,୭।୨: ଟ୍ରକ ମଡ଼ାଇ ୨ ବରିଷ୍ଠ ଭାଜପା ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ହାଇୱା ଚାଳକ ପ୍ରସନ୍ନ କୁମାର ଜେନାମଣି(୩୦)ଙ୍କୁ ଶୁକ୍ରବାର ୨ ଦିନିଆ ରିମାଣ୍ଡରେ ଆଣି ପଲିଗ୍ରାଫ ଟେଷ୍ଟ କରାଯାଇଛି। ପଲିଗ୍ରାଫ ଟେଷ୍ଟରେ ପୋଲିସ କ’ଣ ସବୁ…
ବିଜେଡିକୁ ବଡ଼ ଝଟ୍କା: ବ୍ଲକ ଉପାଧ୍ୟାକ୍ଷ ପଦ ସାଙ୍ଗକୁ ଦଳରୁ ଇସ୍ତଫା ଦେଲେ ଅଶୋକ ଓଝା
ନିଶ୍ଚିନ୍ତକୋଇଲି,୭।୨(ଅଶୋକ ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟାକ୍ଷା ଅଶୋକ ଓଝା ତାଙ୍କ ପଦବୀରୁ ଇସ୍ତପା ଦେଇଛନ୍ତି। ଏହା ସହ ସେ ମଧ୍ୟ ବିଜୁଜନତା ଦଳ ବ୍ଲକ ଉପସଭାପତି ପଦରୁ ଇସ୍ତପା ଦେଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଅଶୋକ ତାଙ୍କ ଇସ୍ତଫା ପତ୍ର…
India vs England: ମହଙ୍ଗା ପଡ଼ିଲା ଟିକେଟ କଳାବଜାରୀ: ୭ ଅଭିଯୁକ୍ତ ଗିରଫ
କଟକ,୭ା୨: ୯ରେ ବାରବାଟୀ ଲଢ଼େଇ। ଏନେଇ ଶୁକ୍ରବାର ସାରେ ଭାରତ ଏବଂ ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବେ। ପରେ ସେମାନେ ମେ’ଫେୟାର ହୋଟେଲକୁ ଯାଇ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା…
ଚାଷୀଙ୍କ ପାଇଁ ବଡ଼ ଖବର: ପୁଣି ବଢ଼ିପାରେ MSP
ଭୁବନେଶ୍ୱର,୭।୨: ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଧାନ ସହ ଡାଲି ଏବଂ ତୈଳଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି ସରକାର। ଶୁକ୍ରବାର ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ…
ସୁଶାନ୍ତ ସିଂଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ: କହିଲେ…
ଭୁବନେଶ୍ୱର,୭।୨: ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁକ୍ରବାର…

