ଆମ ଜିଲା ଖବର

ଆମପାଣି ବ୍ଲକ ଦାବିରେ ମେଳି ବାନ୍ଧିଲେ ୧୦ ପଞ୍ଚାୟତର ପ୍ରତିନିଧି, ପ୍ରଶାସନକୁ ଦାବି ଜଣାଇବା ପାଇଁ ନେଲେ ନିଷ୍ପତ୍ତି

କୋକସରା,୮ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଥିବା ନେଇ ରାଜସ୍ବ ମନ୍ତ୍ରୀଙ୍କ ଗଣମାଧ୍ୟମରେ କହିବା ପରେ ବିଭିନ୍ନ ଜିଲାରେ ବ୍ଲକ ଦାବି ନେଇ ବିଭିନ୍ନ ସଙ୍ଗଠନ…

ବୋର୍ଡ ଅଫ୍‌ ଭିଜିଟର୍ସଙ୍କ କୋରାପୁଟ ମଣ୍ଡଳ କାରାଗାର ପରିଦର୍ଶନ

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ମଣ୍ଡଳ କାରା ପରିଦର୍ଶନ କମିଟିର ୧୩ ଜଣିଆ ଦଳ ଅଚାନକ ମଣ୍ଡଳ କାରାଗାର ପରିଦର୍ଶନ କରିଥିବା ଜଣାଯାଇଛି। ଜିଲା ଜଜ୍‌ ପ୍ରଦୀପ କୁମାର ମହନ୍ତଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି ଦଳ ପ୍ରଥମେ ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ…

ପାହାଡ଼ ଉପରୁ ମିଳିଲା ହାତ, ଗୋଡ଼ ନ ଥିବା ଦହିବରା ବିକାଳିଙ୍କ ମୃତଦେହ

ବାଲିଗୁଡ଼ା,୮।୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ଟାଉନସ୍ଥିତ ଦଧିବାମନ ସାହିର ଦହିବରା ବିକାଳୀ ଦାଶରଥି ସାହୁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରୁ ନ ଥିବା ବେଳେ ଯୋଜନା ମୁତାବକ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ମିଳିଥିବା…

ଭାଜପା ସରକାର ଉପରେ ବର୍ଷିଲେ ବିଜେଡିର ଆଗଧାଡ଼ି ନେତା, କହିଲେ…

ପାଟଣା,୮ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜେଡି କର୍ମକର୍ତ୍ତା ବୈଠକ ଶନିବାର ରାଜନଗର ମଠପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ବିଜୟ ନାୟକ, ମୁଖ୍ୟବକ୍ତା ଭାବେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅଧୀନ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କୁ ବଦଳି କରାଯାଇଛି। ଯାହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ…

ଭିସୁଟ୍‌ର ନୂଆ କୁଳପତି ନିଯୁକ୍ତ ହେଲେ ପ୍ରଫେସର ଦୀପକ କୁମାର ସାହୁ

ସମ୍ବଲପୁର,୮ା୨(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ନୂତନ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମ୍‌ପତି ଶନିବାର ୫୯ ବର୍ଷ ବୟସ୍କ ପ୍ରଫେସର ସାହୁଙ୍କୁ…

ଗ୍ରାମସଭାର ବିନା ଅନୁମୋଦନରେ ଖଣି ସର୍ଭେ, ବନ୍ଦ ପାଇଁ ଅଡ଼ିବସିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଗ୍ରାମରେ ଖଣି ସର୍ଭେକୁ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ଗ୍ରାମରେ କିଛି ଅଜଣା ବ୍ୟକ୍ତି ପହଞ୍ଚି ନିକଟସ୍ଥ ଗାଁର କିଛି…

ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାରଵର୍ଗ

ଜୟପାଟଣା,୮।୨(ଓମ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଚିର୍କା ଗ୍ରାମକୁ ଯାଉଥିବା କେନାଲ ରାସ୍ତାର ଏକ ପୋଖରୀରୁ ଶନିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତ ଦେହକୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ…

୨ ସ୍କୁଲ ଛାତ୍ରୀଙ୍କ ମିଳିଲା ଝୁଲନ୍ତା ମୃତଦେହ: ମାରି ଟାଙ୍ଗିଦେଇଥିବା କହିଲେ…

ମାଲକାନଗିରି,୮।୨(ଦୁର୍ଯ୍ୟୋଧନ ପାତ୍ର): ନିଖୋଜ ୨ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। କାଳିମେଳା ଥାନା ଏମଭି ୪୧ ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ୨ ଦିନ ହେଲା ନିଖୋଜ ନେଇ ପରିବାର ପକ୍ଷରୁ ଏତଲା ହୋଇଥିଲା।ସକାଳୁ ଏକ ଗଛରୁ…

ନବନିର୍ବାଚିତ ସଭାପତିଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା: ସଂଗଠନକୁ ସୁଦୃଢ଼ କରିବାକୁ ସୁକଦେବଙ୍କ ଆହ୍ବାନ

ପାଟଣା,୮।୨(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟଠାରେ ଶନିବାର ଜିଲା ଭାଜପା ସଭାପତି ସୁକଦେବ ମହାନ୍ତଙ୍କୁ ପାଟଣା ବ୍ଲକ ଛକରୁ ଶୋଭାଯାତ୍ରାରେ ନିଆଯାଇଥିଲା। ଏହାପରେ ଭାଜପା ପକ୍ଷରୁ ସଅଁରାପଶି ପଡିଆରେ ସମ୍ବର୍ଦ୍ଧନା ସଭାରେ ଦଳର ଚ୍ଛାମୁଆ ନେତାମାନେ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ…

ଶିକ୍ଷା ବିଭାଗ ନିୟମକୁ ନେଇ ରାଜରାସ୍ତାରେ ଅଭିଭାବକ, ଚିନ୍ତାରରେ ଛାତ୍ରୀଛାତ୍ର

ଚାନ୍ଦବାଲି,୮।୨(ଅଶୋକ ପଣ୍ଡା): ଭଦ୍ରକ ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ଗେଟ ଆଗରେ ସ୍ଥାନୀୟ ଅଭିଭାବକ ମାନେ ସମ୍ପୃକ୍ତ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ବଦଳି ଦାବିରେ ଧାରଣା ଦେଇଛନ୍ତି। ଚଳିତ ମାସ ୨୧ତାରିଖରେ ମାଟ୍ରିକ ପରୀକ୍ଷା…

ରାତିଅଧରେ ଯୁବବ୍ୟବସାୟୀଙ୍କ ଉପରକୁ ବୋମା ପରେ….

ନୟାଗଡ଼/ରଣପୁର,୮।୨(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନୟାଗଡ଼ ଜିଲା ରଣପୁର ଥାନା ରାଜସୁନାଖଳାରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମା ଫୁଟିଛି। ପୁର୍ବଶତ୍ରୁତାକୁ କେନ୍ଦ୍ର କରି ରଜ ସୁନାଖଳାର ଯୁବ ବ୍ୟବସାୟୀ ସନ୍ତୋଷ କୁମାର ସାହୁଙ୍କ ଉପରେ ବୋମା ମାଡ଼ ହୋଇଛି। ସନ୍ତୋଷଙ୍କୁ ପ୍ରଥମେ ରାଜସୁନାଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?