ଆମ ଜିଲା ଖବର

ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଘୋଷଣା କଲେ ଷ୍ଟାର ପ୍ରଚାରକ ତାଲିକା

ଭଦ୍ରକ ଅଫିସ,୧୭।୧୦: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଏବେ ସରଗରମ। ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିସାରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ...

ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

କେନ୍ଦୁଝର,୧୭।୧୦(ସ୍ବ.ପ୍ର.): କେନ୍ଦୁରଝର ଜିଲା ସଦର ବ୍ଲକ ଡିମ୍ବୋ ସ୍ଥିତ ଜନମଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ...

ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ, ପୁଣି ଆର ବର୍ଷକୁ ଅପେକ୍ଷା…

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିର ପୂଜାମଣ୍ଡପରେ ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଦୀଘ ୮ ଦିନ ଧରି ପୂଜା ପାଉଥିବା ମା ଗଜଲକ୍ଷ୍ମୀଙ୍କୁ ସୋମବାର ବିଦାୟ ଦିଆଯାଇଛି। ବିଦାୟ ଦେବା ବେଳେ ସମସ୍ତଙ୍କ ଆଖିରୁ ଲୁହ ଝରିପଡ଼ିଥିଲା। ପୁଣି ଆରବର୍ଷକୁ...

ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ନର୍ଦ୍ଦମା ପାଣି

ପୁରୀ ଅଫିସ,୧୭ା୧୦: ପୁରୀ ସହରରେ ରବିବାର ପ୍ରବଳ ବର୍ଷା ପରେ ଦୁର୍ବଳ ସ୍ବେରେଜ ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର, ସ୍ବର୍ଗଦ୍ୱାର ଅଞ୍ଚଳ ସମେତ ସାହି ଗଳିକନ୍ଦିରେ ବର୍ଷାଜଳ ସହ ଉଦ୍‌ବୃତ୍ତ ଡ୍ରେନ୍‌ ପାଣି ମିଶି ରାସ୍ତାରେ ଲହଡ଼ି ଭାଙ୍ଗୁଛି। ନିଷ୍କାସନ...

ଶୌଚ ପାଇଁ ଯାଇ ନିଖୋଜ ଥିଲେ, ମିଳିଲା ମହିଳାଙ୍କ ମୃତଦେହ

ପାଟଣା,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ନୂଆପଡ଼ା ଗ୍ରାମର ଜଣେ ମହିଳାଙ୍କ ମୃତଦେହ ସୋମବାର ରାସ୍ତା ପାର୍ଶ୍ୱ ପୋଖରୀରୁ ଜବତ ହୋଇଛି। ମୃତ ମହିଳା ଜଣକ ବାସନ୍ତୀ ବେହେରା(୫୫) ଓରଫ ନଙ୍ଗୁଳି ବୋଲି ଜଣାପଡ଼ିଛି। ମିଳିଥିବା...

ଆଦର୍ଶ ବିଦ୍ୟାଳୟର ୨ କର୍ମଚାରୀ ହାତାହାତି: ସୋସିଆଲ ମିଡିଆରେ ଭାଇରାଲ

ପୁରୁଷୋତ୍ତମପୁର,୧୭।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ମହିଳା ଏବଂ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତା ବାଇଧର ମନ୍ଦିର ନିକଟରେ ହାତାହାତି ହୋଇଛି। ଏହା ଏବେ ସୋସିଆଲ ମିଡିଆରେ...

ବୃଦ୍ଧାଙ୍କ ମୁଣ୍ଡ ଛେଚି ନିର୍ମମ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୧୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ପଞ୍ଚାୟତର ବଉଳା ଗ୍ରାମରେ ଗତ ୧୧ ତାରିଖ ମଙ୍ଗଳବାର ଘର ବାହାରେ ଜଣେ ୬୨ ବର୍ଷୀୟା ବୃଦ୍ଧାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମହୁଲଡ଼ିହା...

ଅପ୍‌ଡେଟ ହେଲା ଜିଲା ସୂଚନା ବିଜ୍ଞାନ କେନ୍ଦ୍ର ୱେବ୍‌ସାଇଟ

ନୂଆପଡ଼ା ଅଫିସ,୧୭।୧୦: ଜିଲା ସୂଚନା ବିଜ୍ଞାନକେନ୍ଦ୍ରର ୱେବସାଇଟ ବର୍ଷ ବର୍ଷ ଧରି ଅପଡେଟ ନ ହେବା ସହିତ ଅନେକ ଭୂଲ ତଥ୍ୟ ଦିଆଯାଉଥିଲା। ଏ ସମ୍ପର୍କିତ ଖବର ଗତ ୧୨ ତାରିଖରେ ଧରିତ୍ରୀ ଖବର କାଗଜରେ ପ୍ରକାଶ ପାଇଥିଲା। ଖବର...

ଧୋକା ଦେଲା ସରକାରୀ ବିହନ

ନୂଆପଡ଼ା ଅଫିସ,୧୭।୧୦: ନୂଆପଡା ଜିଲାର ୮୦ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଧାନ ସହିତ ଗୁର୍ଜି, ମାଣ୍ଡିଆ, କୋଦୋ, କାଙ୍ଗ, ବାଜରା ସହ ଡାଲି ଜାତୀୟ ଚାଷ ମଧ୍ୟ କରିଥାନ୍ତି। ଚଳିତବର୍ଷ ଜିଲାର ଚାଷୀ କୃଷି ବିଭାଗ ପକ୍ଷରୁ...

ବର୍ଷା ପାଣିରେ ବୁଡ଼ିଛି ରାସ୍ତା

ଖଣ୍ଡପଡ଼ା,୧୭ା୧୦(ସ୍ବ.ପ୍ର.): ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ସ୍ଥାନୀୟ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବନମାଳୀପୁର ପଞ୍ଚାୟତ ଉଦୟପୁରରୁ...

ମାଟିରେ ମିଶିଲା ପୁରୁଣା ଜେଲ

ନୟାଗଡ଼ ଅଫିସ,୧୭।୧୦: ଖୁଣ୍ଟୁବନ୍ଧକୁ ସ୍ଥାନାନ୍ତର ପରେ ପରିତ୍ୟକ୍ତ ହୋଇ ପଡିଥିବା ନୟାଗଡ଼ ପୁରୁଣା ଜେଲକୁ ଶନିବାର ବିଳମ୍ବିତ ରାତି ଓ ରବିବାର ପରି ଛୁଟିଦିନରେ ଭଙ୍ଗାଯିବାରୁ ପ୍ରତିବାଦ ଉଠିଛି। ମ୍ୟୁନିସିପାଲିଟି ପକ୍ଷରୁ ତରବରିଆ ଭାବେ ପୁରୁଣା ଜେଲକୁ ଭଙ୍ଗାଯିବାକୁ ନେଇ...

ଗଛରେ ପିଟିହେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ଆମ୍ବୁଲାନ୍ସ କର୍ମଚାରୀ ମୃତ

ଭବାନୀପାଟଣା,୧୭।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜୟପାଟଣା ଡାକ୍ତରଖାନାରୁ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଥିଲା। ହେଲେ ଆମ୍ବୁଲାନ୍ସଟି ଜୁନାଗଡ଼ ବ୍ଲକ ମହିଚଲା ମଣ୍ଡି ନିକଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri